Daily Archives

July 2, 2023

ଋଣ ବୋଝ ନେଇଗଲା ଜୀବନ! ବେକରେ ଦଉଡ଼ି ଦେଇଦେଲେ ଦମ୍ପତି

କନକ ବ୍ୟୁରୋ: ବାନାମ୍ବର ବେହେରା । ବୟସ ୫୮ ବର୍ଷ । ବନିତା ବେହେରା । ବୟସ ୫୩ ବର୍ଷ । ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ । ଘର, ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଁଳା ଯୋଡ଼ି ଗାଁରେ । ଏହି ବୟସ୍କ ଦମ୍ପତି ଋଣ ବୋଝ ଜନିତ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ…

ରାଜଧାନୀକୁ ପୁଣି ଡରାଇଲା ଡେଙ୍ଗୁ। ନୂଆ ହଟସ୍ପଟ ପାଲଟିଲା ୩ ଅଞ୍ଚଳ

କନକ ବ୍ୟୁରୋ: ରାଜଧାନୀରେ ଜଟିଳ ହେଉଛି ଡେଙ୍ଗୁ । ଆଉ ବିଳମ୍ବରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ ଏହାକୁ ନିୟନ୍ତ୍ରଣ କରିବାକୁ ଅଂଟାଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ଚାଲିଛି ସଫେଇ କାର୍ଯ୍ୟର୍କ୍ରମର । ମୌସୁମୀ ବର୍ଷା ଆସୁ ଆସୁ ହିଁ ଡେଙ୍ଗୁର ହଟସ୍ପଟ ପାଲଟିଲାଣି ଭୁବନେଶ୍ୱରର…

ନାବାଳକ ମୃତ୍ୟୁ ପରେ ସ୍ଥିତି ସାଂଘାତିକ। ପୋଲିସ୍ କର୍ମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ

କନକ ବ୍ୟୁରୋ: ଫ୍ରାନ୍ସରେ ଅଣାୟତ ସ୍ଥିତି ।  ଦଙ୍ଗାର ନିଅାଁରେ ଜଳୁଛି ଫ୍ରାନ୍ସ । ଦେଶର ଅଧିକାଂଶ ସହରରେ ଏବେ ଉତେଜନା ପରିସ୍ଥିତି । ପୋଲିସ୍ ହାତରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଏବେ ହିଂସା ବଢ଼ିଚାଲିଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରତିବାଦକାରୀ । ଧୀରେ ଧୀରେ ଏହା…

ଘରକୁ ଯାଇପାରିଲାନି ମୃତଦେହ। ସତ୍ୟନଗର ଶ୍ମଶାନରେ ହେଲା ସଂସ୍କାର

କନକ ବ୍ୟୁରୋ: ଭୀମ ଚୌଧୁରୀ, ଘର: ଝାଡ଼ଖଣ୍ଡ । ବିପୁଲ ରାୟ, ଘର: ପଶ୍ଚିମବଙ୍ଗ । ସୁଜିତ କୁମାର, ଘର: ବିହାର । ଇଏ ଏଭଳି କିଛି ବ୍ୟକ୍ତିଙ୍କ ନା’ ଓ ପରିଚୟ, ଯାହାଙ୍କର ଶବ ଠିକଣା ସ୍ଥାନରେ ପହଂଚିବାକୁ ଗୋଟିଏ ମାସ ଧରି ପରିବାର ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିଛି । ଡିଏନଏ ପରୀକ୍ଷାରେ…

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା। ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ମୌସୁମୀ ଆସିସାରିଛି, ମଝିରେ ମଝିରେ ବର୍ଷା ବି ହେଉଛି, ହେଲେ କମିନାହିଁ ଗୁଳୁଗୁଳି । ଅବଶ୍ୟ ପୂର୍ବ ଅପେକ୍ଷା ଏହି ଖରା ଓ ଗୁଳୁଗୁଳିର ପ୍ରଭାବ କମିଛି । ହେଲେ ଏହା ପ୍ରଭାବରେ ସାଧାରଣ ଜନଜୀବନ ହନ୍ତସନ୍ତ ହେଉଛି । ଏହି ସମୟରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି କହିଛି ଆଂଚଳିକ…

ଚର୍ଚ୍ଚାରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟ । କମ୍ପନ ସୃଷ୍ଟି କଲା ‘ଧ୍ୱନିପ୍ରତିଧ୍ୱନି’

କନକ ବ୍ୟୁରୋ: ଦୁଇଦିନ ତଳେ ବୁଲେଇ ବଙ୍କେଇ ମତ ରଖିଥିଲେ, ଆଉ ଏବେ ପୁଣି ସମାନ ଢଙ୍ଗରେ ଆଲେଖ୍ୟ ଲେଖି ରାଜ୍ୟ ରାଜନୀତିରେ କ’ଣ ଚାଲିଛି ତାକୁ ସମାଲୋଚନା କରିଛନ୍ତି ଭର୍ତୃହରି ମହତାବ । ଆଜି ପ୍ରଜାତନ୍ତ୍ରର ସଂପାଦକୀୟ ସ୍ତମ୍ଭ ଧ୍ୱନି ପ୍ରତିଧ୍ୱନିରେ ‘ଲୋକେ କ’ଣ ଭୁଲିଗଲେ ସେବେଳ କିଭଳି ଥିଲା’…