Daily Archives

July 9, 2023

କଳାହାଣ୍ଡି ଜୟପାଟଣାରେ ପଥର ଖସି ଗଲା ୨ ଜୀବନ: ତଳେ ବସି ବିଶ୍ରାମ ନେଉଥିବା ବେଳେ ଖସିଲା ବଡ଼ ପଥର ଖଣ୍ଡ

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳରେ ପଥର ଖସି ୨ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଅଲାଭଟା ଗାଁରେ ଥିବା ଡୁର୍କାଡଙ୍ଗରିରେ ଏହି ଅଘଟଣ ଘଟିଛି । ମେଟାଲ୍ ତିଆରି ପଥର ଫଟାଉଥିଲେ ଶ୍ରମିକ । ବର୍ଷା ହେବାରୁ ଡଙ୍ଗରି ତଳେ ବସିଥିଲେ ମୁକୁନ୍ଦ ପରାଭୋଇ ଓ ରାଜକୁମାରୀ ନାୟକ । ହଠାତ…

ଆରବିକା ଓ ବ୍ରାଜିଲିଆନ ୟେଲୋ ବର୍ବନ୍ କଫି ପରେ ଏବେ ଚର୍ଚ୍ଚାରେ କୋରାପୁଟର ଗ୍ରୀନ୍ କଫି: ଗ୍ରୀନ ‘ଟି’ ଭଳି ଗ୍ରୀନ କଫିର…

କନକ ବ୍ୟୁରୋ: ଚା’ କଫି ପିଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ବ୍ୟସ୍ତବହୁଳ ଜୀବନ ଭିତରେ ଚା’ ଓ କଫି ପିଇ ଲୋକେ କିଛି ସମୟ ପାଇଁ ବ୍ରେକ୍ ନେଇଥାଆନ୍ତି । କେହି କେହି କୁହନ୍ତି ଚା’ ପିଇଲେ ମନକୁ ହାଲକା ଲାଗିଥାଏ । ଆଉ ସେଥିପାଇଁ କୋରାପୁଟ କଫିର ଚାହିଦା ବଜାରରେ ଢ଼େର ଅଧିକା ରହିଛି । ତେବେ…

ଦିଲ୍ଲୀ ଗଲା କଳାହାଣ୍ଡି ଆମ୍ବ: ନର୍ଲା, ଲାଞ୍ଜିଗଡ଼, ଭବାନୀପାଟଣା, ଥୁଆମୂଳରାମପୁର ବ୍ଲକରୁ ୩ଶହ ଟନ ଆମ୍ବ ପଠାଇଛି ଓରମାସ

କନକ ବ୍ୟୁରୋ: ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରୁ ପ୍ରତିବର୍ଷ ପ୍ରଚୁର ପରିମାଣର ଆମ୍ବ ଉତ୍ପାଦନ ହୋଇଥାଏ । ହେଲେ ବିକ୍ରିବଟା ପାଇଁ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ ଚାଷୀ । କିନ୍ତୁ ଚଳିତ ବର୍ଷ ଓରମାସ ପକ୍ଷରୁ ଆମ୍ବ ବିକ୍ରି ପାଇଁ…

ବସ୍ତା ଆମ୍ବକୁଡୁଚି ଗାଁ ମହିଳାଙ୍କ ନିଆରା ଉଦ୍ୟମ: ୧୩ ଜଣ ମହିଳା ଏକାଠି ହୋଇ କରୁଛନ୍ତି ଗୋପାଳନ

କନକ ବ୍ୟୁରୋ: ପର୍ବପର୍ବାଣୀ ହେଉ ଅବା ବାହାଘର । ସବୁଠି ମିଠାର ଆବଶ୍ୟକତା ପଡ଼ିଥାଏ । ଏମିତିକି କୌଣସି ଶୁଭ କାମରେ ମୁହଁ ମିଠା କରିବା ପାଇଁ ଦରକାର ପଡ଼ିଥାଏ ମିଠା । ତେଣୁ ଏହି ସବୁ ଚାହିଦାକୁ ନଜରରେ ରଖି ମିଠା ପ୍ରସ୍ତୁତ କରି କିଛି ରୋଜଗାର କରୁଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ମହିଳା ।…

ଗଞ୍ଜେଇ ବଦଳରେ ହଳଦୀ ଉତ୍ପାଦନ କରୁଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ: ପ୍ରଡ୍ୟୁସର ଗ୍ରୁପ ଗଠନ କରି ଚାଷୀଙ୍କଠାରୁ ୭୦ ରୁ ୮୦…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ । ଯେଉଁଠି ଦିନେ ମାଓବାଦୀଙ୍କ ରାଜୁତି ଚାଲୁଥିଲା । ଅପହଁଚ ଇଲାକାରେ କେବଳ ଟନ ଟନ ଗଂଜେଇ ଉତ୍ପାଦନ ହୋଉଥିଲା । ତେବେ ଗଂଜେଇ ବଦଳରେ ଏବେ ଅର୍ଥକାରୀ ଫସଲ ଉତ୍ପାଦନ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ । ଗତ କିଛି ବର୍ଷ ଧରି ଗଂଜେଇ ଛାଡି…

ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର । ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ । ସୁରକ୍ଷା ଦୃଷ୍ଟିରେ କମିଶନରେଟ୍…

କନକ ବ୍ୟୁରୋ: ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର । ହଜାର ହଜାର ଭକ୍ତଙ୍କୁ ନେଇ ପୁରି ଉଠିବ ଏକାମ୍ରକ୍ଷେତ୍ର । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଦୁଇ ମାସ ଧରି ଲାଗି ରହିବ ଶ୍ରାବଣର ଉତ୍ସାହ । ଏଥିପାଇଁ ଲିଙ୍କରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ଯୋଡ଼ା…