Daily Archives

July 6, 2023

ଆସିଲା ସାଲାରର ଟିଜର । ପ୍ରଭାସଙ୍କ ଦମଦାର ଆକ୍ସନ ସହ ରହିଛି ଟିନୁ ଆନନ୍ଦଙ୍କ ସଂଳାପ

କନକ ବ୍ୟୁରୋ : ମୁକ୍ତି ଲାଭ କରିଛି ଫିଲ୍ମ ‘ସାଲାର’ର ଟିଜର । ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଫିଲ୍ମ ସାଲାର ପାର୍ଟ- ୧ ର ଟିଜର ରିଳିଜ ହୋଇଛି । ଏଥିରେ ପ୍ରଭାସଙ୍କ ଦମଦାର ଆକ୍ସନ ସହ ଡାଏଲଗ ଦେଖିବାକୁ ମିଳିଛି । ଟିଜର ଆରମ୍ଭରୁ ଟିନୁ ଆନନ୍ଦଙ୍କ ଡାଏଲଗ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।…

ସମାନ ନାଗରିକ ସଂହିତା ବିଲକୁ ନେଇ ଜାରି ରହିଛି ବିତର୍କ। ଜଣାଶୁଣା ଅର୍ଥଶାସ୍ତ୍ରୀ ଅମର୍ତ୍ୟ ସେନ କହିଲେ ୟୁସିସି ଲାଗୁ…

କନକ ବ୍ୟୁରୋ : ୟୁନିଫର୍ମ ସିଭିଲ୍ କୋଡ ତଥା ସମାନ ନାଗରିକ ସଂହିତା ବିଲ ଭାରତରେ ଲାଗୁ କରିବା ବିଷୟକୁ ନେଇ ଲଗାତାର ଦେଶବ୍ୟାପୀ ବିତର୍କ ଚାଲିଛି । ଦେଶର ଅଧିକାଂଶ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବାବେଳେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦଦ୍ଦିନ ଓବେସି ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟକୁ ନେଇ…

ମଧ୍ୟପ୍ରଦେଶରେ ପରିସ୍ରା କାଣ୍ଡକୁ ନେଇ ଜାରି ରହିଛି ବୟାନବାଜି । ପୀଡିତଙ୍କ ବାପାଙ୍କ ଗୋଡ ଧୋଇଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଜଣେ ବିଜେପି ନେତା ଯେଭଳି ଭାବେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଦେଲେ ତାହାକୁ ନେଇ ଜୋର ଧରିଛି ରାଜନୀତି । ସିଧି ଜିଲ୍ଲାରେ ପରବେଶ ଶୁକ୍ଲା ଆଦିବାସୀଙ୍କ ଉପରେ ପରିସ୍ରା କରିବାକୁ ନେଇ ବିରୋଧୀ କଂଗ୍ରେସ…

ପରିବା ଦର ବୃଦ୍ଧି ଭିତରେ ଆସିଲା ଅଭାବନୀୟ ଖବର, ବିଲରେ ପଶି ୨.୫ଲକ୍ଷ ଟଙ୍କାର ବିଲାତି ଚୋରି କରିନେଲେ ଚୋର

କନକ ବ୍ୟୁରୋ : ପରିବା ଦର ଏବେ ଖାଉଟିଙ୍କୁ କନ୍ଦାଉଛି । କୌଣସି ପରିବାର ଦାମ ଏବେ କେଜି ପ୍ରତି ୧୦୦ ଟଙ୍କା ତଳକୁ ନାହିଁ । ବିଲାତି କଥା କିଏ ପଚାରେ । ଏସବୁ ଭିତରେ ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଚୋର ବିଲକୁ ଆସି ବିଲାତି ଚୋରି କରିଥିବା ଖବର ଆସିଛି । କର୍ଣ୍ଣାଟକର ହାସନ…

ଗୋଟିଏ ଦିନ ପାଇଁ ଘୁଞ୍ଚିଲା ମିଶନ ଚନ୍ଦ୍ରଯାନ । ଜୁଲାଇ ୧୩ ପରିବର୍ତେ ୧୪ରେ ମହାକାଶକୁ ଯିବ ଚନ୍ଦ୍ରଯାନ-୩

କନକ ବ୍ୟୁରୋ : ଦିନକ ପାଇଁ ଘୁଂଚିଲା ମିଶନ ଚନ୍ଦ୍ରଯାନ ୩ । ବହୁପ୍ରତିକ୍ଷିତ ଚନ୍ଦ୍ରାଯାନ ୩ ଉତକ୍ଷେପଣ ତାରିଖ ଜୁଲାଇ ୧୩ ପରିବର୍ତେ ଜୁଲାଇ ୧୪ ଅପରାହ୍ନ ୨ ଟା ୩୫ ମିନିଟରେ କରାଯିବ । ଶ୍ରୀହରିକୋଟା ସ୍ଥିତ ଲଂଚ ପ୍ୟାଡରୁ ଚନ୍ଦ୍ରପୃଷ୍ଟରେ ସୁରକ୍ଷିତ ଭାବେ ଚନ୍ଦ୍ରଯାନ ୩ କୁ ଅବତରଣ କରିବା ନେଇ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଘରେ ମନ୍ତ୍ରୀଙ୍କ ଧାଡି, ଜେପି ନଡ୍ଡାଙ୍କୁ ଭେଟିଲେ ସୀତାରମଣ, କିରଣ ରିଜଜୁ ଏବଂ…

କନକ ବ୍ୟୁରୋ : ୨୦ରୁ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଯେକୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଘୋଷଣା ହୋଇପାରେ । ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦଳର ସଭାପତି ଜେପି ନଡାଙ୍କୁ ଅନେକ କେନ୍ଦ୍ରମନ୍ତ୍ରୀ ଭେଟୁଛନ୍ତି । ସର୍ବପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜେପି…