Monthly Archives

June 2023

ସମାନ ନାଗରିକ ସଂହିତାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ବହୁମତରୁ ଦୂରରେ ଥିବାରୁ ରାଜ୍ୟସଭାରେ ବିଲ୍ ପାସ୍ ହେବା ନେଇ ଉଠିଲା…

କନକ ବ୍ୟୁରୋ : ଦେଶରେ ସମାନ ନାଗରିକ ସଂହିତା ବା ୟୁସିସି ପ୍ରସଙ୍ଗ ସରଗରମ ରହିଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ୟୁସିସିକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଯେହେତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ତେଣୁ ଏହା ଉପରେ ଲ’ କମିଶନ ବିଭିନ୍ନ ବର୍ଗର ମତାମତ…

ମଣିପୁର ହିଂସା ଥମୁନଥିବାବେଳେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳା । ମଣିପୁରରେ ଲୋକଙ୍କ…

କନକ ବ୍ୟୁରୋ : ଦୁଇଦିନିଆ ମଣିପୁର ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ପହଁଚି ଦୀର୍ଘ ଦିନ ଧରି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗିରହିଥିବା ସଂଘର୍ଷ ଯୋଗୁଁ ଅଶାନ୍ତ ଥିବା ମଣିପୁରର ସ୍ଥିତି ପରଖିଛନ୍ତି । ତେବେ ହିଂସା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା…

ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀ ପରିଷଦ ବୈଠକ । ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ରହିଲା । ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହୋଇପାରେ ଅଦଳବଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁଲାଇ ୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ଡକାଇବା ପରେ ଏହା ଉପରେ ଚର୍ଚ୍ଚା ଜୋର ଧରିଛି । । ବୁଧବାର…

କାହିଁକି ପଦ ଛାଡ଼ିଲେ ସୁବ୍ରତ ବାଗଚୀ ? ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ହଠାତ୍ ଇସ୍ତଫା ବଢ଼ାଇଲା…

କନକ ବ୍ୟୁରୋ : ଗତ ୭ ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବା ଓଏସଡିଏର ଅଧ୍ୟକ୍ଷ ପଦ ସମ୍ଭାଳୁଥିବା ସୁବ୍ରତ ବାଗଚୀ, ହଠାତ୍ ନିଜ ପଦରୁ ଇସ୍ତଫା ଦେବା ଘଟଣା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସନ୍ଧ୍ୟାରେ ଟୁଇଟ୍ କରି ହଠାତ୍ ସେ ନିଜ ଇସ୍ତଫା ବିଷୟରେ ସୂଚନା…

ପିଲା ପଢ଼ୁଛନ୍ତି ଭୁଲ ଇଂରାଜୀ । ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ତ୍ରୁଟି ଅଭିଯୋଗ, ବହିର ବିଭିନ୍ନ ପୃଷ୍ଠାରେ…

କନକ ବ୍ୟୁରୋ : ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିର କିଛି ପୃଷ୍ଠାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ପୃଷ୍ଠା ନମ୍ବର ୫, ୧୨, ୩୦, ୩୪, ୪୫, ୪୭ ଓ ଶହେ ନମ୍ବର ପୃଷ୍ଠାରେ ତ୍ରୁଟି ରହିଥିବା ଜଣାପଡ଼ିଛି । ଇଂରାଜୀ ବ୍ୟାକରଣ ବହିର ପୃଷ୍ଠା ନମ୍ବର ୫ରେ ‘ଆଇ ୱାଜ ଷ୍ଟଡିଙ୍ଗ ଇନ୍ କ୍ଲାସ୍…

କାହିଁକି ବେଲଗାମ ହେଲା ପରିବା ଦର ? ୪ ଦିନ ଭିତରେ ଦୁଇ ଗୁଣ ହେଲାଣି ପନିପରିବା ମୂଲ୍ୟ । ମହଙ୍ଗା ମାଡ଼ରେ ଖାଉଟି…

କନକ ବ୍ୟୁରୋ : ପରିବା ବଜାରକୁ ଗଲେ ପରିବା ଛୁଇଁବାକୁ ଡର ମାଡୁଛି । ହଠାତ୍ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ତେଣୁ ପନିପରିବା କିଣିବା ଆଗରୁ ଗ୍ରାହକ ଥରେ ଚିନ୍ତା କରିବାକୁ ପଡୁଛି । ଭୁବନେଶ୍ୱର ୧ ନମ୍ବର ହାଟରେ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି । ବିନ…