Daily Archives

July 25, 2023

ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ, ଖୁବଶୀଘ୍ର ସଂସଦରେ ହେବ ଉପସ୍ଥାପନ

କନକ ବ୍ୟୁରୋ : ଦିଲ୍ଲୀରେ ଅଧିକାରୀମାନଙ୍କର ଟ୍ରାନ୍ସଫର ଓ ନିଯୁକ୍ତି ଉପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ମଙ୍ଗଳବାର ଦିନ ମୋଦୀ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ଏବେ ଏହି ଅଧ୍ୟାଦେଶକୁ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବେ । କେନ୍ଦ୍ର ସରକାର ମେ ମାସ ୧୯…

ସ୍ୱଭାବିକ ହୋଇଛି ଆଇଆରସିଟିସି ସାଇଟ, ବୈଷୟିକ ତୃଟି ପାଇଁ ଟିକେଟ ବୁକିଂରେ ହେଉଥିଲା ଅସୁବିଧା

କନକ ବ୍ୟୁରୋ : ସ୍ୱାଭାବିକ ହେଲା ଆଇଆରସିଟିସି ସାଇଟ୍ । ପୂର୍ବରୁ ବୈଷୟିକ ତ୍ରୁଟି ପାଇଁ ଟିକେଟ ବୁକିଂରେ ସମସ୍ୟା ହୋଇଥିବାବେଳେ ଏବେ ପୁଣିଥରେ ସ୍ୱାଭାବିକ ହୋଇଛି । ମଙ୍ଗଳବାର ସକାଳୁ ଆଇଆରସିଟିସି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ୱେବସାଇଟରେ ଟିକେଟ ବୁକିଂ…

ରାଜସ୍ଥାନ ବିଧାୟକଙ୍କ ଅଜବ ପ୍ରତିବାଦ, ମହିଳାଙ୍କ ସମ୍ମାନ ପାଇଁ ଓଟରେ ରାଲିକଲେ ରାଜେନ୍ଦ୍ର ଗୁଡା

କନକ ବ୍ୟୁରୋ : ମହିଳାଙ୍କ ସମ୍ମାନ ପାଇଁ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କ ଓଟ ରାଲି କରିଛନ୍ତି । ମନ୍ତ୍ରୀ ପଦ ଯିବା ସହ ରାଜସ୍ଥାନ ବିଧାନସଭାରୁ ବିଦା ହେବା ପରେ ନିଜ ସମର୍ଥକଙ୍କ ସହ ଓଟ ରାଲିରେ ଉଦୟପୁରବାଟି ପହଁଚିଛନ୍ତି । ରାଜସ୍ଥାନର ଗେହଲଟ ସରକାରରୁ ମନ୍ତ୍ରୀ ପଦରୁ…

ସୀମା ଓ ସଚିନଙ୍କ ପାଇଁ ବଢିଲା ଅଡୁଆ, ପୁଣିଥରେ ସେମାନଙ୍କୁ ଉଠାଇନେଲା ଏଟିଏସ୍

କନକ ବ୍ୟୁରୋ : ପୁଣି ଥରେ ଚର୍ଚ୍ଚିତ ଯୋଡ଼ି ସୀମା ଓ ସଚିନଙ୍କୁ ଉଠାଇନେଲା ଏଟିଏସ୍ । ଦୁହିଁଙ୍କ ଦେହ ଅସୁସ୍ଥ ନେଇ ସୂଚନା ରହିଥିବାବେଳେ ଏବେ ତୁରନ୍ତ ସୁସ୍ଥ ହେବା ପରେ ଦୁହିଁଙ୍କୁ ଏଟିଏସ ଉଠାଇନେଇଛି । ଦୁହିଁଙ୍କୁ ଆଇବି ଏବଂ ଏଟିଏସ ମିଳିତ ଭାବେ ପଚରାଉଚରା କରୁଛନ୍ତି । ପ୍ରେମ ପାଇଁ…

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା । ରାସ୍ତାଘାଟ,କ୍ଷେତବାଡ଼ି ଠାରୁ ଆରମ୍ଭ କରି ଏୟାରପୋର୍ଟ ପଶୁଛି ପାଣି

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଦେଇଛି । ଯମୁନାର ଜଳସ୍ତର କିଛି ସମୟ ପାଇଁ କମୁଥିବାବେଳେ ପୁଣି ବଢ଼ୁଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି । କେବଳ ଦିଲ୍ଲୀ ନୁହେଁ , ଉତର ପ୍ରଦେଶ, କର୍ଣ୍ଣାଟକ, ପଂଜାବ, ଗୁଜରାଟ, ଆନ୍ଧ୍ରପ୍ରଦେଶ,…

ପାକିସ୍ତାନର ବୋହୂ ହେଲେ ଭାରତୀୟ ମହିଳା ଅଞ୍ଜୁ, ଧର୍ମ ପରିବର୍ତନ କରି ପାକିସ୍ତାନ ପ୍ରେମିକ ନସରୁଲ୍ଲାଙ୍କୁ କଲେ ବିବାହ

କନକ ବ୍ୟୁରୋ : ପାକିସ୍ତାନର ବୋହୂ ହେଲେ ଭାରତର ବୋହୂ । ପ୍ରେମ ପାଇଁ ସୀମା ପାର କରି ଭାରତରୁ ପାକିସ୍ତାନକୁ ଯାଇଥିବା ମହିଳା ଶେଷରେ ପାକିସ୍ତାନର ପ୍ରେମିକଙ୍କୁ ବିବାହ କରିଛନ୍ତି । ଧର୍ମ ପରିବର୍ତନ କରି ପାକିସ୍ତାନର ବୋହୂ ସାଜିଛନ୍ତି ଅଂଜୁ । ତେବେ ଏହାରି ମଧ୍ୟରେ ଦୁହିଁଙ୍କର ପ୍ରି…