Daily Archives

July 1, 2023

୨୦୨୩ ବିଶ୍ୱକପରୁ ବିଦା ହେଲା ୱେଷ୍ଟଇଣ୍ଡିଜ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ୍ ପୂର୍ବରୁ ୨ଥର ବିଶ୍ୱ ଚମ୍ପିଆନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ବଡ ଝଟକା ଲାଗିଛି । ୨୦୨୩ ବିଶ୍ୱକପରୁ ବିଦା ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ବିଶ୍ୱ କ୍ରିକେଟରେ ପାଖାପାଖି ୩୦ ବର୍ଷ ରାଜ୍ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ୨ ଥର ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା ।…

ଆଜି ରସଗୋଲା ଦିବସ: ଓଡ଼ିଆ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି ରସଗୋଲା

କନକ ବ୍ୟୁରୋ: ସାରା ରାଜ୍ୟରେ ପାଳିତ ହୋଇଛି ପ୍ରିୟ ରସଗୋଲା ଦିବସ । ନୀଳାଦ୍ରି ବିଜେ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଂଜନ କରିବା ପାଇଁ ରସଗୋଲା ଖୁଆଇବାର ବିଧି ରହିଛି । ଆଉ ଏହାକୁ ନେଇ ଏହି ଦିନକୁ ରସଗୋଲା ଦିବସ ପାଳନ କରାଯାଉଛି । ନୀଳାଦ୍ରି ବିଜେ…

ଭୟଙ୍କର ଦୁର୍ଘଟଣାରେ ଥରି ଉଠିଲା ମହାରାଷ୍ଟ୍ର । ନାଗପୁରରୁ ମୁମ୍ବାଇ ଯାଉଥିବା ଘରୋଇ ବସରେ ନିଆଁ ଲାଗି ୨୫ରୁ ଅଧିକ…

କନକ ବ୍ୟୁରୋ : ସାଧାରଣ ବସ ଅପେକ୍ଷା ସମସ୍ତେ ଏସି ବସରେ ଯିବାକୁ ପସନ୍ଦ କରନ୍ତି । କିନ୍ତୁ ଏସି ବସ ଦୁର୍ଘଟଣାଗସ୍ତ ହେଲେ ତାହା କେତେ ଭୟଙ୍କର ହୋଇପାରେ ତାର ଚିତ୍ର ସାମ୍ନାକୁ ଆସିଛି    । ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଏକ ଏସି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।…

ଗୁଜରାଟରେ ବନ୍ୟା ପ୍ରଳୟ, ସେପଟେ ସ୍ଥିତିର ମୁକାବିଲା ପାଇଁ ଜରୁରୀ ବୈଠକ ଡକାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ : ଗୁଜରାଟରେ ଦାଉ ସାଧୁଛି ବନ୍ୟା । ମୌସୁମୀ ବର୍ଷା ଆସୁ ଆସୁ ବେହାଲ ହେଲାଣି ରାଜ୍ୟର ସ୍ଥିତି । ନଦୀ ଗୁଡିକୁ ଦେଖିଲେ ଭୟ ଲାଗୁଛି । ବନ୍ୟା ପାଣିରେ ଉବୁଟୁବୁ ରାଜ୍ୟର ଅଧିକାଂଶ ନଦୀ । ବିଶେଷ କରି ଦକ୍ଷିଣ ଓ ପୂର୍ବ ଗୁଜରାଟରେ ସ୍ଥିତି ସଂଗୀନ ହେବାରେ ଲାଗିଛି । କେଉଁଠି ପୋଲ…

ତେଜୁଛି ରତ୍ନଭଣ୍ଡାର ଖୋଲିବା ଦାବି: ଏପଟେ ଆଇନ ମନ୍ତ୍ରୀଙ୍କ ଅଜବ ଯୁକ୍ତି, କହିଲେ ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ…

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁ ନାହାଁନ୍ତି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ଦାୟର କରିଛନ୍ତି । ହେଲେ ଏହାକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି ରାଜ୍ୟ…

ପ୍ରମାଣ ନଷ୍ଟ ପାଇଁ ସୁପାରିକିଲରଙ୍କୁ ମର୍ଡର: ହତ୍ୟା କରି ଜଙ୍ଗଲରେ ପୋତିଦେଲେ

କନକ ବ୍ୟୁରୋ: ପ୍ରମାଣ ନଷ୍ଟ ପାଇଁ ସୁପାରୀ କିଲରକୁ ହତ୍ୟା । ପଦାକୁ ଆସିଲା ଯୁବକଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା ଘଟଣାର ପୁରା ସତ । ଗୁଣୁପୁର ‘ଆଶା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ତାଙ୍କ ହତ୍ୟା ପାଇଁ…