ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେଲେ ୩୮ବର୍ଷ ବୟସ୍କ ହର୍ଷ ବର୍ଦ୍ଧନ ସିଂ

278

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଭାରତୀୟ ବଂଶୋଦ୍ଭବ । ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିକି ହାଲେ ଓ ବିବେକ ରାମସ୍ୱାମୀଙ୍କ ପରେ ହର୍ଷ ବର୍ଦ୍ଧନ ପ୍ରାର୍ଥୀ ହୋଇଛନ୍ତି । ୩୮ବର୍ଷ ବୟସ୍କ ହର୍ଷବର୍ଦ୍ଧନ ପେସାରେ ଜଣେ ଇଂଜିନିୟର । ବର୍ତମାନ ସେ ନ୍ୟୁ ଜର୍ସିରେ ରହୁଛନ୍ତି । ଟୁଇଟରେ ଏକ ଭିଡିଓ ଜାରି କରି ନିର୍ବାଚନରେ ପ୍ରାର୍ଥୀ ହେଉଥିବା ନିଜେ ସୂଚନା ଦେଇଛନ୍ତି ହର୍ଷବର୍ଦ୍ଧନ ।