Daily Archives

July 11, 2023

ମତଦାନ ପରି ଭୋଟଗଣତି ଦିନ ହିଂସାରେ ଜଳିଉଠିଲା ପଶ୍ଚିମବଙ୍ଗ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ବିଭିନ୍ନ ମତଗଣନା…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି । ଟିଏମସି ମୋଟ ୬୩ ହଜାର ୨୨୯ ସିଟରୁ ୧୯ ହଜାର ୫୯ଟି ସିଟରେ ଆଗରେ ରହିଛି । ସେହିପରି ବିଜେପି ଏ ପର୍ଯ୍ୟନ୍ତ ମୋଟ ୨ ହଜାର ୭୧୬ ସିଟ୍ ହାସଲ କରିଛି । ଅନ୍ୟପଟେ କଂଗ୍ରେସକୁ ୫୪୨ଟି ସିଟ ମିଳିଛି ଓ ଅନ୍ୟାନ୍ୟ ୫୯୨…

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା: ପ୍ରବର୍ତନ ନିର୍ଦ୍ଦେଶାଳୟ ମୁଖ୍ୟଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧିକୁ…

କନକ ବ୍ୟୁରୋ: କେନ୍ଦ୍ରକୁ ସୁପ୍ରିମକୋର୍ଟର ବଡ଼ ଝଟକା । ଇଡିର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବଢ଼ାଇବା ପ୍ରସଙ୍ଗରେ ଏହା ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତୃତୀୟ ଥର ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳକୁ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ପାକିସ୍ତାନୀ ଡାକୁଙ୍କ ଧମକ। ଭିଡିଓ ଜାରି କରି ସୀମା ହାଇଦରକୁ ଫେରାଇବାକୁ କହିଲେ…

କନକ ବ୍ୟୁରୋ: ଆମ ବୋହୂକୁ ଫେରାଇ ଦିଅ’ ନଚେତ ପରିଣାମ ଭୋଗିବ । ଏହି ଧମକ ଆସିଛି ପାକିସ୍ତାନରୁ । ପାକିସ୍ତାନୀ ମହିଳା ସୀମା ହାଇଦର ବର୍ତମାନ ଭାରତରେ ରହୁଥିବାେବେଳ ତାଙ୍କ ଦୁଇଦିନ ମଧ୍ୟରେ ପାକିସ୍ତାନ ଫେରାଇବାକୁ କହିଛନ୍ତି ପାକିସ୍ତାନୀ ଡାକୁ । ଏନେଇ ଏକ ଭିଡିଓ ଜାରି କରିଛନ୍ତି ୧୦ରୁ ୧୨…

ବିଶ୍ୱର ଦ୍ୱିତୀୟ ମହାଶକ୍ତି ହେବ ଭାରତ। ଗୋଲଡମ୍ୟାନ ସ୍ୟାଚସର ଆକଳନ, ୨୦୭୫ରେ ଆମେରିକାକୁ ଟପିଯିବ ଦେଶ

କନକ ବ୍ୟୁରୋ: ୨୦୭୫ରେ ଆମେରିକାକୁ ଟପିବ ଭାରତ । ବୃହତ୍ତ ଆର୍ଥିକ ମହାଶକ୍ତି ହେବ ଦେଶ । ୪ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ଗଢି ବିଶ୍ୱର ବୃହତ ମହାଶକ୍ତିରେ ପରିଣତ ହେବ । କେବଳ ଜାପାନ କି ଜର୍ମାନୀ ନୁହେଁ ଆମେରିକାକୁ ମଧ୍ୟ ଟପିଯିବ । ଭାରତକୁ ନେଇ ଇନଭେଷ୍ଟମେଣ୍ଟ ବ୍ୟାଙ୍କର…

ବେଙ୍ଗାଲୁୁରରୁ ଧରାପଡିଲା ଠକ ବର। କେବେ ଡାକ୍ତର ତ ପୁଣି କେବେ ଇଂଜିନିୟର କହି ୧୦ବର୍ଷରେ କରିଛି ୧୫ଜଣଙ୍କୁ ବିବାହ

କନକ ବ୍ୟୁରୋ: ଚର୍ଚ୍ଚାରେ ବେଙ୍ଗାଲୁରର ଠକ ବର । ବେଶ ବଦଳାଇ କରୁଥିଲେ ବିବାହ । କେବେ ଡ଼ାକ୍ତର, କେବେ ଇଂଜିନିୟର ସାଜୁଥିଲେ । ୧୦ବର୍ଷରେ କରିସାରିଛନ୍ତି ୧୫ ବିବାହ । ସାଧାସିଧା ବେଶଭୁଷା,ନୀରିହ ଚେହେରା । କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ଚେହେରା ପଛରେ ରହିଛି ଏମିତି ଏକ ରୂପ…

ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ…

କନକ ବ୍ୟୁରୋ: ତାରିଖ ଜୁଲାଇ ୧୪  । ସମୟ ଦିବା ୨ଘଣ୍ଟା ୩୫ ମିନିଟ । ଚନ୍ଦ୍ର ଅଭିମୁଖେ ଗତି କରିବ ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ ଥ୍ରୀ । ଆନ୍ଧ୍ର୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଚନ୍ଦ୍ରାଯାନ ଉତକ୍ଷେପଣ କରାଯିବ । ଶୀଘ୍ର ଇସ୍ରୋ ଏହାର ତୃତୀୟ ଚନ୍ଦ୍ରଯାନ…