Daily Archives

July 7, 2023

ବାହାନଗା ଟ୍ରେନ ଟ୍ରାଜେଡି, ସିବିଆଇ କୋର୍ଟରେ ୩ ଅଭିଯୁକ୍ତ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଏହି ତିନି ଅଭିଯୁକ୍ତଙ୍କୁ କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତରୀ ଯାଞ୍ଚ ପରେ ସିବିଆଇ କୋର୍ଟରେ ହାଜର କରାଯାଇଛି । ସିବିଆଇ କୋର୍ଟରେ ରିମାଣ୍ଡ ନେଇ ଆବେଦନ କରିପାରନ୍ତି ଅଧିକାରୀ ।

ଆଇପିଏସସ୍ତରରେ ଅଦଳବଦଳ। ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ …

କନକ ବ୍ୟୁରୋ: ଆଇପିଏସସ୍ତରରେ ଅଦଳବଦଳ । ରାଜ୍ୟ ସରକାର ପୁଲିସ ବିଭାଗରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ଆଇପିଏସ ସଫିନ ଅହମ୍ମଦ କ୍ରାଇମବ୍ରାଞ୍ଚ ଆଇଡି ଭାବେ ନିଯୁକ୍ତ ହୋଇଛନ୍ତି । ସେହିଭଳି ସାର୍ଥକ ଷଡଙ୍ଗୀ ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ହୋଇଛନ୍ତି । ସତ୍ୟଜିତ ନାୟକଙ୍କୁ ଏଚଆରପିସିର…

ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ। ଉତ୍ତରାଖଣ୍ଡ, କେରଳରେ ସ୍ଥିତି ସଙ୍ଗୀନ

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ କାଳ ହୋଇଛି ଲଗାଣବର୍ଷା ସାଙ୍ଗକୁ ବନ୍ୟା । ମୌସୁମୀ ବର୍ଷା ଆରମ୍ଭରୁ ହିଁ ବିଭିନ୍ନ ରାଜ୍ୟରେ ବେହାଲ ହେଲାଣି ସ୍ଥିତି । କେଉଁଠି ବର୍ଷା ତ ପୁଣି କେଉଁଠି ବନ୍ୟା ଓ ଭୂସ୍ଖଳନ । କେରଳରେ ରାସ୍ତା ମଧ୍ୟ ନଦୀର ଭ୍ରମ ସୃଷ୍ଟି କରୁଛି । ରାସ୍ତା ଉପରେ ବନ୍ୟା ପାଣି ଲହଡି…

ପାକିସ୍ତାନରେ ସଙ୍କଟ: ତୈଳ ଓ ଇନ୍ଧନ ସଙ୍କଟ ଯୋଗୁଁ ସେନା ଯୁଦ୍ଧାଭ୍ୟାସ ବାତିଲ୍

କନକ ବ୍ୟୁରୋ: ପାକିସ୍ତାନରେ ତୈଳ ଓ ଇନ୍ଧନ ସଙ୍କଟ ଯୋଗୁଁ ସେନା ଯୁଦ୍ଧାଭ୍ୟାସ ବାତିଲ୍ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଅଧିକ ଶୋଚନୀୟ ହୋଇପଡ଼ିଛି । ଖାଦ୍ୟ ସଙ୍କଟ ପରେ ଏବେ ତୈଳ ସଙ୍କଟର ସାମ୍ନା କରିଛି ପାକିସ୍ତାନ । ଏବେ ପାକିସ୍ତାନରେ ଇନ୍ଧନ ଶେଷ…

୪୨ ବର୍ଷରେ ପାଦଦେଲେ ଧୋନି। ୫୨ ଫୁଟର କଟ୍ଆଉଟ୍ କରି ଶୁଭେଚ୍ଛା

କନକ ବ୍ୟୁରୋ: ସେ କାହା ପାଇଁ ମାହି ତ କାହା ପାଇଁ ଧୋନି । ସେ ଫିଲ୍ଟକୁ ଓହ୍ଲାଇଲେ ପ୍ରଶଂସକଙ୍କ ମୁହଁରେ ଆସେ ଗୋଟିଏ ନାଁ । କେବେ କ୍ରିକେଟ ଖେଳି ଇତିହାସ ସୃଷ୍ଟି କରିଛନ୍ତି ତ କେବେ ସାଜିଛନ୍ତି ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା । କ୍ରିକେଟ ଜଗତର ବାଦଶାହା ଭାବେ ସ୍ୱତନ୍ତ୍ର ପରିଚୟ…

କୋଏମ୍ବାଟୁରରେ ଡିଆଇଜିଙ୍କ ସହେନ୍ଦଜନ ମୃତ୍ୟୁ। ସୁରକ୍ଷାକର୍ମୀଙ୍କଠୁ ପିସ୍ତଲ ଆଣି ନିଜକୁ ମାରିଲେ ଗୁଳି

କନକ ବ୍ୟୁରୋ: ଡିଆଇଜି ସି ବିଜୟ କୁମାର । ତାମିଲନାଡ଼ୁର କୋଇମାଟୁର ରେଞ୍ଜ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ ସି ବିଜୟ କୁମାର । ୬ ତାରିଖ ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ବିଜୟ କୁମାର । ମିଳିଥିବା ସୂଚନା ଅନୁଯାୟୀ ବିଜୟକୁମାର ଗୁରୁବାର ସକାଳୁ…