Daily Archives

July 21, 2023

ମଣିପୁର ପୀଡି଼ତାଙ୍କୁ କେବେ ମିଳିବ ନ୍ୟାୟ? ସଂସଦରେ ଅଚଳାବସ୍ଥା, ତେଜୁଛି ରାଜନୈତିକ ବୟାନବାଜୀ

କନକ ବ୍ୟୁରୋ :  ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରିବା ଘଟଣାକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି । ଏହି ପ୍ରସଙ୍ଗରେ ବିରୋଧୀ, କେନ୍ଦ୍ରସରକାରଙ୍କୁ ଘେରିବାର କୌଣସି ମଉକା ଛାଡୁନାହାଁନ୍ତି । ଏହାରି ଭିତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଭାଇରାଲ ଭିଡିଓକୁ ନେଇ ଦେଇଥିବା…

ସାପ ଚୋଟରେ ପୁରୁଷ ବନ୍ଧୁଙ୍କୁ ହତ୍ୟା କରି ବନ୍ଧା ହେଲେ ବାନ୍ଧବୀ, ହତ୍ୟା ପାଇଁ ରିଆଙ୍କୁ ସହଯୋଗ କରିଥିବା ସମସ୍ତ ୪…

କନକ ବ୍ୟୁରୋ : ‘କ୍ରାଇମ ପେଟ୍ରୋଲ’ ଦେଖି ନିଜ ପ୍ରେମିକକୁ ମାରିବା ପାଇଁ ଉପାୟ ଖୋଜୁଥିଲା ପ୍ରେମିକା । କିପରି ହତ୍ୟା କରିବ ଏବଂ ତଥ୍ୟପ୍ରମାଣ ଲୁଚାଇବ ସେନେଇ ୟ୍ୟୁଟୁବରେ ବାରମ୍ବାର ଅପରାଧ ସୋ ‘କ୍ରାଇମ ପେଟ୍ରୋଲ’ ଦେଖୁଥିଲା ପ୍ରେମିକା ରିୟା । ଉତରାଖଣ୍ଡ ଡେରାଡୁନରୁ ଆସିଛି ଏଭଳି ଏକ…

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ତାରିଖ ଘୋଷଣା । ଅଗଷ୍ଟ ୧୨ରେ ପଡିବ ଭୋଟ୍ । ନିର୍ବାଚନଠୁ ଦୂରରେ ରହିବେ ବ୍ରିଜଭୂଷଣ…

କନକ ବ୍ୟୁରୋ: ଦୀର୍ଘ ସମୟର ଅପେକ୍ଷା ପରେ ଘୋଷଣା ହେଲା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ତାରିଖ । ଆସନ୍ତା ଅଗଷ୍ଟ ୧୨ ତାରିଖରେ ହେବ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ । ଏଥିପାଇଁ ଅଗଷ୍ଟ ପହିଲାରୁ ନାମାଙ୍କନ ଦାଖଲ କରାଯିବ । ତେବେ କୁସ୍ତି ମହାସଂଘର ନିର୍ବାଚନ ଏହା ପୂର୍ବରୁ ଜୁଲାଇ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସରକାରୀ ବାସଭବନ ନିକଟରୁ ସନ୍ଦିଗ୍ଧ ଗିରଫ । ମାରାଣାସ୍ତ୍ର ଧରି ଘରକୁ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବାସ ନିକଟରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୁଲିସ । ଫଳରେ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ଯୁବକ ଧାରୁଆ ଅସ୍ତ୍ର ଓ ବନ୍ଧୁକ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାବେଳେ…

ଭାରତକୁ ବିପଦର ବନ୍ଧୁ କହିଲା ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ସମୟର ସାହାଯ୍ୟକୁ ଭୁରି ଭୁରି ପ୍ରଂଶସା କଲେ ଶ୍ରୀଲଙ୍କା…

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଏହି ସାକ୍ଷାତକାର ସମୟରେ ଦ୍ୱିପାକ୍ଷିକ ବୁଝାମଣା ବିଷୟରେ ଆଲୋଚନା ହୋଇଛି । ତେବେ ଏହି ସମୟରେ…

ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନ୍ୟାୟ ଦେବେ କି ଭାରତର ମହାମହିମ ରାଷ୍ଟ୍ରପତି, ନାଗରିକତା ପାଇଁ ରାଷ୍ଟ୍ରପତିଙ୍କ…

କନକ ବ୍ୟୁରୋ : ଭାରତ ସରକାରଙ୍କୁ ଗୁହାରୀ କଲେ ପାକିସ୍ତାନୀ ମହିଳା ସୀମା ହାଇଦର । ଯଦି ସେ ଦୋଷୀ ତାଙ୍କୁ ଦଣ୍ଡ ମିଳୁ ନଚେତ ଭାରତରେ ରହିବାକୁ ଅନୁମତି ମିଳୁ । ଭାରତ ସରକାରଙ୍କୁ ଏହି ଗୁହାରୀ କରିଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର । ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେ…