Daily Archives

July 10, 2023

୫୩ବର୍ଷ ସାନ ବାନ୍ଧବୀଙ୍କୁ ୯ଶହ କୋଟି ଟଙ୍କାର ଉପହାର ଦେଇ ଚର୍ଚ୍ଚାରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ: ନିଜର…

କନକ ବ୍ୟୁରୋ: ମୃତ୍ୟୁ ପୂର୍ବରୁ ନିଜ ପ୍ରେମିକାଙ୍କ ନାଁରେ କୋଟି କୋଟି ଟଙ୍କାର ୱିଲ୍ । ଇଟାଲୀର ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି । ଯିଏକି ନିଜର ୩୩ ବର୍ଷୀୟ ପ୍ରେମିକା ମାର୍ତା ଫାସିନାଙ୍କ ନାମରେ ଭାରତୀୟ ମୁଦ୍ରାରେ ପ୍ରାୟ ୯ ଶହ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ୱିଲ…

ବଦଳିବ କି ବୈଦେଶିକମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଦାୟିତ୍ୱ: ପୁଣି ରାଜ୍ୟସଭା ନିର୍ବାଚନ ପାଇଁ କଲେ ନାମାଙ୍କନ ଦାଖଲ

କନକ ବ୍ୟୁରୋ: ଗୁଜରାଟର ଗାନ୍ଧୀନଗର ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୪ବର୍ଷ ମଧ୍ୟରେ ଦେଶରେ ଘଟିଥିବା ବିିଭିନ୍ନ ପରିବର୍ତନରେ ଏକ ଅଂଶ ହେବାର ସୁଯୋଗ ପାଇଥିବା ସେ ପ୍ରାର୍ଥୀପତ୍ର ଦାଖଲ ପରେ…

ଅଧିକ ମଜବୁତ ହେବ ଭାରତୀୟ ନୌସେନା: ଫ୍ରାନ୍ସଠୁ ମେରାଇନ ରାଫେଲ ବିମାନ କିଣିବ ଭାରତ

କନକ ବ୍ୟୁରୋ: ଭାରତୀୟ ନୈାସେନା ନିଜର ବଳ ବଢ଼ାଇବା ପାଇଁ ଫ୍ରାନ୍ସରୁ କିଣିବ ୨୬ଟି ରାଫେଲ ମେରାଇନ ବିମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ଡ଼ିଏସି ବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏପରି ନିଷ୍ପତି ନେଇଛି । ୨୬ଟି ରାଫେଲ ମେରାଇନ ସହ ଫ୍ରାନ୍ସ ଠାରୁ ତିନୋଟି…

ରାହୁଲ ଗାନ୍ଧୀଙ୍କ ବାଇକ ପ୍ରେମ: ଦିଲ୍ଲୀରୁ ଲଦାଖ ବାଇକ ଚଳାଇ ଯିବାକୁ ଇଚ୍ଛା, କିନ୍ତୁ ସୁରକ୍ଷା ଯୋଗୁଁ ତାଙ୍କୁ ମିଳୁନି…

କନକ ବ୍ୟୁରୋ: ବାଇକ ଗ୍ୟାରେଜରେ ରାହୁଲ ଗାନ୍ଧୀ । ମେକାନିକଙ୍କ ସହ କଥାହେଲେ ଓ ବାଇକ ସମ୍ବନ୍ଧରେ ଅନେକ କଥା ପଚାରିବୁଝିଲେ । କେବଳ ସେତିକି ନୁହେଁ ତାଙ୍କ ପାଖରେ କେଟିଏମ ୩୯୦ ବାଇକ ରହିଥିବା କଥା ମଧ୍ୟ କହିଥିଲେ ରାହୁଲ । ଏଥିସହ କଂଗ୍ରେସ ନେତା ବାଇକ ଚଳାଇାବାକୁ କେତେ ଭଲପାଆନ୍ତି ସେକଥା…

ବାହାନଗା ଦୁର୍ଘଟଣା: ନିଲମ୍ବିତ ୩ ଅଭିଯୁକ୍ତ । ଷଡଯନ୍ତ୍ର ନା’ ଅବହେଳା: ତଦନ୍ତ କରୁଛି ସିବିଆଇ

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ୩ ରେଳବାଇ ଅଧିକାରୀଙ୍କୁ ସିବିଆଇ ଗିରଫ କରିବା ପରେ ଆଉ କିଛି କର୍ମଚାରୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ସେଦିନ ଦାୟୀତ୍ୱରେ ଥିବା ଆଉ କିଛି କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ଆଲୋଚନା ହେଉଛି । ତେବେ କାହାକୁ ସିବିଆଇ ସମନ କରିଛି, ସେ…

ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦୀ ମନ୍ତ୍ରିମଣ୍ଡଳ: ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବାଦ୍ ପଡି ପାରନ୍ତି…

କନକ ବ୍ୟୁରୋ: ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦୀ ମନ୍ତ୍ରିମଣ୍ଡଳ । ଏହାକୁ ନେଇ ଜାତୀୟ ରାଜନୀତିରେ ଜୋର ଚର୍ଚ୍ଚା । କୁହାଯାଉଛି, ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବାଦ୍ ପଡି ପାରନ୍ତି ଓଡିଶାର ତିନି ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁଙ୍କ…