Daily Archives

July 18, 2023

ମଦୁଆ ଓ ଅସାମାଜିକଙ୍କୁ ସାବାଡ୍ ପାଇଁ ନାଇଟ ପାଟ୍ରୋଲିଂ । ଡିସିପିଙ୍କ ନେତୃତ୍ୱରେ ଚାଲିଛି ଚଢାଉ

କନକ ବ୍ୟୁରୋ : ଖଟି,ମଦୁଆ ଓ ଅସାମାଜିକଙ୍କ ଉପରେ ପୋଲିସର ନଜର । ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ମାର୍ଚ୍ଚପାଷ୍ଟ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ ବିହାର, କେନାଲ…

ସୋନିଆଙ୍କ ବିମାନର ଜରୁରୀ ଅବତରଣ। ଖରାପ ପାଗ ଯୋଗୁଁ ବିମାନର ଜରୁରୀ ଅବତରଣ

କନକ ବ୍ୟୁରୋ : ସୋନିଆଙ୍କ ବିମାନର ଜରୁରୀ ଅବତରଣ । ଭୋପାଳରେ ଜରୁରୀ ଅବତରଣ କଲା ବିମାନ । ଖରାପ ପାଗ ଯୋଗୁଁ ବିମାନ ଅବତରଣ ସୂଚନା । ସୋନିଆଙ୍କ ସହ ଥିଲେ ରାହୁଲ ଗାନ୍ଧୀ । ଏନେଇ ଭୋପାଳ ପୁଲିସ ସୂଚନା ଦେଇଛି । ବେଙ୍ଗାଲୁୁରୁ ଦିଲ୍ଲୀ ଫେରୁଥିଲେ ଉଭୟ ।

କୁଆଡେ ଗଲେ ଚୀନ ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗାଙ୍ଗ ? ୩ସପ୍ତାହ ଧରି ନାହିଁ କୌଣସି ଖୋଜ ଖବର

କନକ ବ୍ୟୁରୋ : କିଛି ଦିନ ହେବ ଚୀନର ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗାଙ୍ଗ ସର୍ବସମ୍ମୁଖରେ ନଜର ଆସୁନାହାଁନ୍ତି । ଚର୍ଚ୍ଚା ହେଉଛି ଗାଙ୍ଗ୍ କୁଆଡେ ନିଖୋଜ ହୋଇଯାଇଛନ୍ତି । ଗତ ବର୍ଷ ଡିସେମ୍ବର ମାସରେ ସେ ଚୀନର ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶେଷଥର ପାଇଁ ଜୁନ ୨୫ରେ ଏକ…

ବିଜେଡିର ସଂସଦୀୟ ଦଳ ବୈଠକ ଶେଷ, ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ୱ ଦେବ ଦଳ

କନକ ବ୍ୟୁରୋ : ସଂସଦରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି । ଦଳର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମହିଳା ସଂରକ୍ଷଣ ବିଲକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ । ସେହିଭଳି ପିଏମ ଆବାସ, କୋଷ୍ଟାଲ ହାଇୱେ ପ୍ରସଙ୍ଗକୁ ମଧ୍ୟ ଦଳ ଗୁରୁତ୍ୱ ଦେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

ଦୁର୍ନୀତି ବିବାଦକୁ ନେଇ ମୁହଁ ଖୋଲିଲେ ଆଦାନୀ ଗ୍ରୁପ ମାଲିକ ଗୌତମ ଆଦାନୀ । କହିଲେ, ତାଙ୍କ ଭାବମୂର୍ତି ଖରାପ କରିବାକୁ…

କନକ ବ୍ୟୁରୋ : ହିଣ୍ଡେନବର୍ଗ ରିସର୍ଚ ରିପୋର୍ଟକୁ ନେଇ ମୁଁହ ଖୋଲିଲେ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ୍ ଆଦାନୀ । ଆଦାନୀଗ୍ରୁପ ଓ ସଦସ୍ୟଙ୍କ ଭାବମୂର୍ତି ଖରାପ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ହିଣ୍ଡେନବର୍ଗ ମିଛ ତଥ୍ୟ ସହ ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହା ପଛରେ ଏକ ଷଡଯନ୍ତ୍ର ଥିବା…

ରୋଚକ ମୋଡ଼ରେ ପ୍ରେମ କାହାଣୀ । ସନ୍ଦେହଘେରରେ ସୀମା ହାଇଦର । ପାକିସ୍ତାନ ମହିଳାଙ୍କ ଆଇଏସଆଇ ଲିଙ୍କ୍ !

କନକ ବ୍ୟୁରୋ : ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣାଙ୍କ ପ୍ରେମକାହାଣୀକୁ ଏବେ ସବୁଠି ଚର୍ଚ୍ଚା କରାଯାଉଛି । ୪ ଛୁଆଙ୍କୁ ନେଇ ସୀମା କିଭଳି ସାତ ଦରିଆ ପାର କଲେ ଓ ସଚିନଙ୍କ ପାଇଁ ଭାରତରେ ପହଁଚିଥିଲେ, ଘଟଣା ଯେତିକି ରୋଚକ ଥିଲା ଏବେ ତାକୁ ନେଇ ସେତିକି ସନ୍ଦେହ…