Daily Archives

July 3, 2023

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ବିଜେଡିର ବରିଷ୍ଠ ନେତା ବୈଠକ ସାମିଲ

କନକ ବ୍ୟୁରୋ: ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ବିଜେଡିର ବରିଷ୍ଠ ନେତା ସାମିଲ ହୋଇଥିଲେ । ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ…

ଆସେସ୍ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୪୩ ରନରେ ହରାଇଲା ଅଷ୍ଟ୍ରେଲିଆ: ପାଣିରେ ପଡିଲା ବେନ ଷ୍ଟୋକ୍ସଙ୍କ…

କନକ ବ୍ୟୁରୋ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୪୩ ରନରେ ଅଷ୍ଟ୍ରେଲିଆଠୁ ହାରି ଯାଇଛି । ଇଂଲଣ୍ଡର ଲର୍ଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ଜନ୍ନି ବେନ ଷ୍ଟୋକ୍ସଙ୍କ ୧୫୫ ଇନିସ୍ ସତ୍ୱେ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଛି…

ଜମି ବଦଳରେ ଚାକିରି ମାମଲାରେ ବଢ଼ିଲା ବିହାର ଉପମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ:…

କନକ ବ୍ୟୁରୋ: ଲାଲୁ ଯାଦବଙ୍କ ପରିବାର ପାଇଁ ବଢ଼ିଲା ଅଡୁଆ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାକିିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ଚାର୍ଜସିଟ୍…

କ’ଣ ହେବ ଅଜିତ୍ ପାୱାର ଓ ବିଦ୍ରୋହୀଙ୍କ ଭାଗ୍ୟ? ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଏନସିପିର ଦାବି

କନକ ବ୍ୟୁରୋ: ୨୦୧୯ ବିଧାନସଭା ନିର୍ବାଚନରେ ପରେ ମହାରାଷ୍ଟ୍ର ରାଜନୀତିରେ ଯେଉଁଭଳି ସରକାର ବଦଳଛି ପୂର୍ବରୁ କୌଣସି ରାଜ୍ୟରେ ଏଭଳି ଦେଖିବାକୁ ମଳିନାହିଁ । କ୍ଷମତା ପାଇଁ ଶିବସେନା ପରେ ଏବେ ଏନସିପି ଦୁଇ ଭାଗ ହୋଇଛି । କିନ୍ତୁ ଏବେବି ଏନସିପିର ବିଦ୍ରୋହୀ ଗୋଷ୍ଠୀ ଏବଂ ଅଜିତ୍ ପାୱାରଙ୍କ…

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ ହେଲା ୨ ସ୍କୁଲ। ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି l ଏହାଦ୍ଵାରା ରାଜ୍ୟର…

୬ଦିନ ଧରି ଜଳୁଛି ଫ୍ରାନ୍ସ। ଚାଲିଛି ପୋଡ଼ାଜଳା, ଭଙ୍ଗାରୁଜା ଓ ପ୍ରତିବାଦ

କନକ ବ୍ୟୁରୋ: ଫ୍ରାନ୍ସରେ ଏବେ ଏପରି ଅଣାୟତ ସ୍ଥିତି । ଦଙ୍ଗାର ନିଆଁରେ ଜଳୁଛି ଫ୍ରାନ୍ସ । ଦେଶର ଅଧିକାଂଶ ସହରରେ ଏବେ ଉତେଜନା ପରିସ୍ଥିତି । ପୋଲିସ୍ ହାତରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଏବେ ହିଂସା ବଢ଼ିଚାଲିଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରତିବାଦକାରୀ । ଧୀରେ ଧୀରେ ଏହା…