Daily Archives

July 27, 2023

ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: କୁଲଦୀପ, ଜାଡେଜାଙ୍କ ସ୍ପିନର ଯାଦୁ। ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍

କନକ ବ୍ୟୁରୋ: ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜାଙ୍କ ସ୍ପିନର ଯାଦୁରେ ଫସିଛି ୱେଷ୍ଟଇଣ୍ଡିଜ ଦଳ । କୁଳଦୀପ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ସଫଳତା ପାଇଛନ୍ତି । ୱେଷ୍ଟଇଣ୍ଡିଜ୍ ଦଳ ପକ୍ଷରୁ ସାଇ ହୋପ୍ ୪୩ ରନ କରିଥିବା ବେଳେ ଆଉ କୌଣସି…

ତେଜୁଛି ବୟାନବାଜି, ବଢୁଛି ବିବାଦ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ବିବାଦ ଭିତରେ ବଢିଲା ଗୀତିକାର ଜାଭେଦ ଅଖତରଙ୍କ…

କନକ ବ୍ୟୁରୋ : ବଲିଉଡରେ ନୂଆ ବିବାଦ । ଅଭିନେତ୍ରୀ କଙ୍ଗନା ରାଣାୱତ ଓ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କୁ ନେଇ ବିବାଦୀୟ ଖବର ଆସିଛି । ଘଟଣା ଯାଇ ଥାନାରେ ପହଁଚିଛି । ଧମକ ଦେଉଥିବା ଅଭିଯୋଗ ଆଣି କଙ୍ଗନା ପ୍ରଥମେ ପୁଲିସ ଦ୍ୱାରସ୍ଥ ହେବା ପରେ ମାମଲା ଏବେ କୋର୍ଟରେ ପହଁଚିଛି । ମୁମ୍ବାଇ…

ପାକିସ୍ତାନରୁ ଆସିଲା ଅଂଜୁ ଓ ନସରୁଲ୍ଲାଙ୍କ ନୂଆ ଭିଡିଓ । ବୁର୍ଖା ପିନ୍ଧି, ବନ୍ଧୁଙ୍କ ସହ ଏକାଠି ମିଶି ଖାଦ୍ୟ ଖାଉଥିବା…

କନକ ବ୍ୟୁରୋ : ଚର୍ଚ୍ଚାରେ ଭାରତର ଝିଅ ଅଞ୍ଜୁ । ପରିବାର, ସ୍ୱାମୀ ସମସ୍ତଙ୍କୁ ଠକି ଅଂଜୁ ରାଜସ୍ଥାନରୁ ଯାଇ ପାକିସ୍ତାନରେ ପହଁଚିଛନ୍ତି । ଏବେ ଅଂଜୁ ଓ ତାଙ୍କ କଥିତ ପ୍ରେମିକଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ଅଂଜୁ ବୁର୍ଖା ପିନ୍ଧିବା ସହ ନସରୁଲ୍ଲା ଓ କିଛି ଲୋକଙ୍କ ସହ ଏକାଠି…

ଆଣ୍ଠୁ ଯନ୍ତ୍ରଣା ପାଇଁ କେରଳରେ ଆୟୁର୍ବେଦ ଚିିକିତ୍ସାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଶହେବର୍ଷ ପୁରୁଣା…

କନକ ବ୍ୟୁରୋ : କେରଳଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗସ୍ତ ସମୟରେ ରାହୁଲ ଆୟୁବେର୍ଦ ଚିକିତ୍ସା କରାଉଥିବା ଜଣାପଡିଛି । ସୂଚନା ଅନୁସାରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲଙ୍କୁ ଆଣ୍ଠୁ ଯନ୍ତ୍ରଣା ସମସ୍ୟା ଦେଖାଦେଇଥିଲା ଓ ଏହାର ଚିକିତ୍ସା ପାଇଁ ମଲ୍ଲପୁରୁମର ୧୦୦ ବର୍ଷ ପୁରୁଣା ତତା…

୩ବର୍ଷରେ ଦେଶରେ ନିଖୋଜ ଅଛନ୍ତି ୧୦ଲକ୍ଷରୁ ଅଧିକ ମହିଳା, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟରେ ଖୁଲାସା

କନକ ବ୍ୟୁରୋ : ଦେଶର ମହିଳାଙ୍କୁ ନେଇ ଆସିଛି ଚାଂଚଲ୍ୟକର ତଥ୍ୟ । ୩ବର୍ଷ ଭିତରେ ଦେଶରୁ ୧୦ଲକ୍ଷରୁ ଅଧିକ ମହିଳା ନିଖୋଜ ଥିବା ନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବିର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ତଥ୍ୟ ଆଧାରରେ ଗୃହମନ୍ତ୍ରାଳୟ କହିଛି ଯେ ୨୦୨୧ମହିହାରେ ୧୮ବର୍ଷ ବୟସରୁ…

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାମ୍ନାକୁ ଆସୁଛି ବିଭିନ୍ନ ଆକଳନ । ରାଜନୀତି ପଣ୍ଡିତଙ୍କ ମତରେ ଅନାସ୍ଥା…

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ରାଜନୈତିକ ମାହୋଲରେ ଉଷ୍ମତା ଦେଖାଦେଇଛି । ସେପଟେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଲାଭକ୍ଷତିକୁ ନେଇ ରାଜନୀତି ବିଶାରଦମାନେ ଭିନ୍ନ ଭିନ୍ନ ଆକଳନ କରିଦେଇଛନ୍ତି । ଅଧିକାଂଶ ଆକଳନ…