Daily Archives

July 12, 2023

ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର

କନକ ବ୍ୟୁରୋ: ପାରିବାରିକ ବିବାଦରୁ ଫୁଟିଲା ଗୁଳି । ଗଞ୍ଜାମ ପୋଲସରା ବ୍ଲକ ଛକରେ ଗୁଳିମାଡରେ ଜଣଙ୍କର, ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଖଲିକୋଟ ଥାନା କୁମୁଣ୍ଡ ଗାଁର ବିଜୟ କୁମାର ବେହେରା । ସେ ତାଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତି ବିବାଦ ସମାଧାନ କରିବାକୁ ଆସିଥିବାବେଳେ ଗୁଳିମାଡ…

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ରହିବେ ରାହୁଲ ଗାନ୍ଧୀ! ନୂଆ ଠିକଣା ପାଲଟିବ ନିଜାମୁଦ୍ଧିନ ଇଷ୍ଟରେ ଥିବା…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା ସମ୍ବନ୍ଧରେ ସୂଚନା ମିଳିଛି । କଂଗ୍ରେସର ଦିବଙ୍ଗତ ନେତା ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘର ହୋଇପାରେ ରାହୁଲଙ୍କ ନୂଆ ଠିକଣା । ଏହା ଦିଲ୍ଲୀର ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ଅଟେ । ଚର୍ଚ୍ଚା…

ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମହଙ୍ଗା ହେବ ଅନଲାଇନ୍ ଗେମିଂ, ଘୋଡ଼ା ଦୌଡ଼ ଓ କ୍ୟାସିନୋ । ସିନେମା…

କନକ ବ୍ୟୁରୋ: ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଖେଳିବା ହେବ ମହଙ୍ଗା । ହଲ ଭିତରେ ଥିବା ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା । ସେହିପରି କ୍ୟାନସର ଓ ବିରଳ ରୋଗର ଔଷଧ ଉପରୁ ଜିଏସଟି ଛାଡ଼ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍ତ୍ରୀଙ୍କ ସହ ୩ ପୋଷା କୁକୁରଙ୍କୁ ଭରଣପୋଷଣ ଦେବେ ସ୍ୱାମୀ । ବାନ୍ଦ୍ରା ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ଦେଲେ…

କନକ ବ୍ୟୁରୋ: ପତ୍ନୀଙ୍କ ସହ ୩ଟି ପୋଷା କୁକୁରର ଭରଣପୋଷଣ ଦେବେ ସ୍ୱାମୀ । ପାରିବାରିକ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ ପତ୍ନୀଙ୍କ ସହ ତାଙ୍କର ୩ଟି ପୋଷା କୁକୁରୁଙ୍କ ମଧ୍ୟ ଭରଣପୋଷଣ ଦେବା ପାଇଁ ପୂର୍ବତନ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୫୫ବର୍ଷୀୟ ମହିଳା ଏହା ପାଇଁ…

କାର୍ଯ୍ୟାଳୟ ଭିତରେ ପଶି କମ୍ପାନୀ ସିଇଓ ଓ ଏମଡିଙ୍କୁ ଭୁଜାଲି ଭୁଷି ହତ୍ୟା । ପ୍ରତିଶୋଧ ପରାୟଣ ହୋଇ ହତ୍ୟା କଲେ…

କନକ ବ୍ୟୁରୋ: ବେଙ୍ଗାଲୁରରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । କାର୍ଯ୍ୟାଳୟ ଭିତରେ ପଶି କମ୍ପାନୀର ସିଇଓ ଓ ଏମଡିକୁ ଭୁଜାଲି ଭୁଷି ହତ୍ୟା କରାଯାଇଛି । ତେବେ ଏହି ହତ୍ୟା ଆଉ କେହି ନୁହେଁ କମ୍ପାନୀର ପୂର୍ବତନ କର୍ମଚାରୀ କରିଛନ୍ତି । ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟା କରିଥିବା ଅଭିଯୁକ୍ତମାନେ…

ଜୁଲାଇ ୧୪ରେ ଇତିହାସ ରଚିବାକୁ ଯାଉଛି ଭାରତ । ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ ଡକ୍ଟର ରିତୁ କାରିଧାଲ ।

କନକ ବ୍ୟୁରୋ: ଖୁବଶୀଘ୍ର ଦେଶର ସବୁଠୁ ବଡ ମହାକାଶ ମିଶନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ହେବାକୁ ଯାଉଛି । ଜୁଲାଇ ୧୪ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଚନ୍ଦ୍ରଯାନ-୩ର ଲଞ୍ଚ କରାଯିବ । ତେବେ ଏହା ଭିତରେ ଚର୍ଚ୍ଚା ସାଉଣ୍ଟିଛନ୍ତି ଇସ୍ରୋ ବୈଜ୍ଞାନିକ ଡକ୍ଟର ରିତୁ କାରିଧାଲ । କାରଣ…