Monthly Archives

July 2023

ଛାତିଫଟା ଚିତ୍ର, ହୃଦୟ ବିଦାରକ କାହାଣୀ: କୁନି କୁନି ପିଲାଙ୍କ ଉପରେ ଭୁଶୁଡିଗଲା କଲଭର୍ଟ, ୫ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୪ ଶିଶୁ ଓ ଜଣେ ବୟସ୍କ ରହିଛନ୍ତି । କଲଭର୍ଟ ପାଖରେ ଥିବା ପାଣିରେ ଗାଧୋଇବାବେଳେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ…

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ଆଇନଜୀବୀଙ୍କ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି

କନକ ବ୍ୟୁରୋ : ମଣିପୁରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ରାସ୍ତାରେ ବୁଲାଇବା ଘଟଣାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିଛନ୍ତି । ଆଇନଜୀବୀ ବାଂଶୁରୀ ସ୍ୱରାଜଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ । ମହିଳାଙ୍କ ଉପରେ ପଶ୍ଚିମବଙ୍ଗ,…

ଖେଳାଳିଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ କପିଲ ଦେବ । କହିଲେ ଟଙ୍କା, ଗର୍ବ, ଅହଙ୍କାର ପାଇଁ…

କନକ ବ୍ୟୁରୋ : ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କରଙ୍କ ପରେ ଭାରତୀୟ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି ପ୍ରଥମ ବିଶ୍ୱକପ ବିଜେତା ଟିମର କ୍ୟାପଟେନ୍ କପିଲ ଦେବ । ଭାରତୀୟ ଖେଳାଳିମାନେ ନିଜକୁ ବହୁତ ବଡ଼ ଓ ଆତ୍ମବିଶ୍ୱାସୀ ଭାବୁଛନ୍ତି । ଏହା ଭଲ କଥା । କିନ୍ତୁ ନକରାତ୍ମକ କଥା ହେଉଛି, ସେମାନେ…

ରାଜଧାନୀରେ ଆଉଟସୋର୍ସିଂ କର୍ମଚାରୀଙ୍କ ଗର୍ଜନ: ୧୦ଦଫା ଦାବିରେ ରାଜରାସ୍ତାରେ ଆନ୍ଦୋଳନ

କନକ ବ୍ୟୁରୋ: ରାଜଧାନୀରେ ଗର୍ଜିଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି ୧୦ ଦଫା ଦାବିି ନେଇ ଲୋୟର ପିଏମ୍ଜି ଠାରେ ଆନ୍ଦୋଳନ କରିଛନ୍ତି ।…

ସିଦ୍ଧରମୈୟାଙ୍କୁ ଭେଟିଲେ ଓଡିଶା ନେତା: ଜୟଦେବଙ୍କ ଘରେ ଚିରଞ୍ଜୀବ, ପିସିସି ସଭାପତିଙ୍କ ବୈଠକ

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ କଂଗ୍ରେସ ଶିବିର ହୋଇ ଉଠିଛି ବେଶ ଚଳଚଂଚଳ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟି ସଫଳତାର ଟିପ୍ସ ନେଲେ ଓଡିଶା ନେତା । କର୍ଣ୍ଣାଟକରେ କଂଗ୍ରେସ ଯେଉଁଭଳି ଭାବେ ବିଜୟ ହାସଲ କରିଛି, ସେହିପରି ବିଜୟ ଲକ୍ଷ୍ୟ ନେଇ…

ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ: ହତ୍ୟା ମାମଲାରେ ନାରାୟଣ ରେଡ୍ଡୀଙ୍କୁ ଦଣ୍ଡାଦେଶ

କନକ ବ୍ୟୁରୋ: ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ । ୨୫ ବର୍ଷ ତଳର ଏକ ମାମଲାର ଶୁଣାଣି କରି ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ ନାରାୟଣ ରେଡ୍ଡୀଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ୧୯୯୮ ମସିହାରେ ଟାଟା ଜମି ଅଧିଗ୍ରହଣବେଳେ ସ୍ଥାନୀୟ ଲୋକେ ଓ…