Daily Archives

July 26, 2023

ଦିଲ୍ଲୀ ପ୍ରଗତି ମୈଦାନରେ ଅନ୍ତର୍ଜାତୀୟ କନଭେନସନ ସେଂଟରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ୭ଟି ଉନ୍ନତ ପ୍ରଦର୍ଶନୀ ହଲ…

କନକ ବ୍ୟୁରୋ : ଦୁନିଆର ଅନ୍ୟତମ ସର୍ବବୃହତ ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷ ବା ଆଇଇସିସିର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦୀ । ଦିଲ୍ଲୀ ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷର ଲୋକାର୍ପଣ କରିଛନ୍ତି । ୨୭୦୦ କୋଟି ଟଙ୍କା…

ବଦଳିବ ବିଶ୍ୱକପରେ ଭାରତ ପାକିସ୍ତାନ ମ୍ୟାଚ କାର୍ଯ୍ୟସୂଚୀ । ସେହିଦିନ ନବରାତ୍ରୀ ପଡୁଥିବାରୁ ସୁରକ୍ଷା ଯୋଗାଇବାକୁ…

କନକ ବ୍ୟୁରୋ : ବଦଳିବ ବିଶ୍ୱକପରେ ଭାରତ ପାକିସ୍ତାନ ମ୍ୟାଚ କାର୍ଯ୍ୟସୂଚୀ । ସୁରକ୍ଷା ଦୃଷ୍ଟିରୁ ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତ୍ତନ ପାଇଁ ନିଷ୍ପତି । ଦିନିକିଆ ବିଶ୍ୱକପରେ ଅକ୍ଟୋବର ୧୫ ତାରିଖରେ ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାର ଭାରତ-ପାକିସ୍ତାନ ମ୍ୟାଚ…

୩ ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା, ଅଗଷ୍ଟ ୧୬ରୁ ସାମୂହିକ ଛୁଟିରେ ଯିବେ ସମସ୍ତ…

କନକ ବ୍ୟୁରୋ: ୩ ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ଆହ୍ଵାନରେ ପ୍ରାଥମିକଶିକ୍ଷକଙ୍କ ଗଣ ଧାରଣା ୬୪ ଦିନରେ ଜାରି ରହିଛି । ଗତ ୨୪ ତାରିଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଓ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଯୁଗ୍ମ ଭାବେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା…

ପ୍ରବାସୀ ଭାରତୀୟଙ୍କୁ ଘାରିଛି ଚାଉଳ ଅଭାବ ସମସ୍ୟା । ଆମେରିକାରେ ମିଳୁନି ପର୍ଯ୍ୟାପ୍ତ ପରିମାଣର ଚାଉଳ, ଲାଗୁଛି…

କନକ ବ୍ୟୁରୋ : ବିଦେଶରେ ଚାଉଳ କିଣିବାକୁ ଲାଗିଛି ପ୍ରବାସୀ ଭାରତୀୟଙ୍କ ଭିଡ଼ । ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ଏବେ ଏହାର ପ୍ରଭାବ ବିଦେଶରେ ଦେଖିବାକୁ ମିଳିଛି । ବିଶେଷ କରି ଆମେରିକା ବଜାରରେ ଚାଉଳର ଅଭାବ ଦେଖାଦେଇଛି । କେଉଁଠି କାଉଂଟର ଖାଲି ପଡିଛି ତ ପୁଣି କେଉଁଠି…

ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ ସାଲିଆ ସାହି। ଖୁଲମଖୁଲା ଚାଲୁଛି ଦେଶୀ ମଦ ପ୍ରସ୍ତୁତି

କନକ ବ୍ୟୁରୋ: ସାଲିଆ ସାହି । ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ । ନା ଅଛି ଲୋକ ଲଜ୍ୟା,ନା ଅଛି ଜେଲ୍ ଯିବାର ଭୟ । ଖୁଲମଖୁଲା ଚାଲୁଛି ଦେଶୀ ମଦ ପ୍ରସ୍ତୁତି । ଘର ଭିତରେ ଖୁଲମ ଖୁଲା ପ୍ରସ୍ତୁତ ହେଉଛି ଦେଶି ମଦ । ହାଣ୍ଡିଆଠୁ ଆରମ୍ଭ କରି ପୋଚ ପର୍ଯ୍ୟନ୍ତ,ସମସ୍ତ ପ୍ରକାର ବେଆଇନ ମଦର…

ଉତର ପରେ ଦକ୍ଷିଣ ଭାରତରେ ବର୍ଷା ଆଣିଲା ବନ୍ୟା । ପାଣିରେ ବୁଡିଛି ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକର ଅଧିକାଂଶ…

କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ଯେଉଁଠି ଦେଖିବ ଜଳ ପ୍ରଳୟର ତାଣ୍ଡବ । ଲଗାତର ଭାବେ କିଛି ଦିନ ହେବ ଉତର ଭାରତରେ ବନ୍ୟାସ୍ଥିତି ଦେଖିବାକୁ ମିଳିଥିବାବେଳେ ଏବେ ଦକ୍ଷିଣ ଭାରତରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା,…