Daily Archives

July 15, 2023

ବାଣୀବିହାର ରେଳ ଷ୍ଟେସନରେ ରହିଗଲା ମାଲବାହୀ ଟ୍ରେନ୍: ବଗି ଛାଡ଼ି ପଳାଇଲା ଇଞ୍ଜିନ

କନକ ବ୍ୟୁରୋ: ମାଲବାହୀ ଟ୍ରେନରୁ ଅଲଗା ହେଲା ୨୫ରୁ ୩୦ ବଗି । ଭୁବନେଶ୍ୱର ବାଣିବିହାର ଷ୍ଟେସନରେ ଘଟିଛି ଏଭଳି ଘଟଣା । ମାଲବାହୀ ଟ୍ରେନ ଘଂଟା ପ୍ରତି ୫୦ କିଲୋମିଟର ବେଗରେ ଯାଉଥିବାବେଳେ ଇଞ୍ଜିନ ସହ କିଛି ଡବା ଆଗକୁ ଯାଇଥିଲା ଓ ଆଉ କିଛି ଡବା ରହିଯାଇଥିଲା । ଏବେ ବି ସେହି ସ୍ଥାନରେ ମାଲବାହୀ…

ବିଲାତି ବିକି କୋଟିପତି: ମହାରାଷ୍ଟ୍ରର ପୁନେର ଚାଷୀ ତୁକାରାମ ଏବେ ଚର୍ଚ୍ଚାରେ

କନକ ବ୍ୟୁରୋ: ଟମାଟୋ କରିଦେଲା କୋଟିପତି । କଥାଟି ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ସତ । ଗତ କିଛି ଦିନ ହେବ ଟମାଟୋ ସହ ବିଭିନ୍ନ ପନିପରିବା ଦର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ପନିପରିବା କିଣିବାକୁ ଡ଼ରିଲେଣି । ତେବେ ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ…

ଭାରତ ଓ ଫ୍ରାନ୍ସ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ପ୍ୟାରିସରୁ ନୂଆଦିଲ୍ଲୀକୁ ମିଳିବ ୩ଟି ବୁଡ଼ାଜାହଜ, ମେରାଇନ ରାଫେଲକୁ…

କନକ ବ୍ୟୁରୋ: ବୁଡ଼ାଜାହାଜକୁ ନେଇ ଚୁକ୍ତି । ହେଲେ ମେରାଇନ ରାଫେଲକୁ ନେଇ ଦ୍ୱନ୍ଦ୍ୱ । ମୋଦୀଙ୍କ ଫ୍ରାନ୍ସ ଗସ୍ତ ବେଳେ ଭାରତ ଓ ଫ୍ରାନ୍ସ ଭିତରେ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି ହୋଇଛି । ୩ଟି ବୁଡ଼ାଜାହାଜ ନିର୍ମାଣ ନେଇ ଉଭୟ ଦେଶ ମଧରେ ବୁଝାମଣା ହୋଇଛି । ହେଲେ ଏହି ପ୍ରତିରକ୍ଷା ଚୁକ୍ତି ନେଇ…

ବିଲରୁ ମିଳିଲା ବିପୁଳ ସୁନା: ଆମେରିକାର କେଣ୍ଟୁକିରେ କାମ କରୁଥିବା ବେଳେ ୭ ଶହ ସ୍ୱର୍ଣ୍ଣମୁଦ୍ରା ପାଇଲେ ଚାଷୀ

କନକ ବ୍ୟୁରୋ: ବିଲରୁ ମିଳିଲା ବିପୁଳ ସୁନା । ଆମେରିକାର କେଂଟୁକିରେ ଜଣେ ଚାଷୀ ନିଜ ବିଲରେ କାମ କରୁଥିବା ବେଳେ ବିପୁଳ ପୁରୁଣା ସ୍ୱର୍ଣ୍ଣ ମୁଦ୍ରା ପାଇଛନ୍ତି । ଏହିସବୁ ମୁଦ୍ରା ୨ ଶହ ବର୍ଷରୁ ଅଧିକ ପୁରୁଣା । ପ୍ରାୟ ୭ଶହ ସୁନା ଓ ରୂପାର ଟଙ୍କା ମିଳିଛି । ଫଳରେ ଚାଷୀ ଜଣକ ରାତାରାତି…

ଦିଲ୍ଲୀ ଅଧ୍ୟାଦେଶ ବିବାଦ : କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ କେଜ୍ରିୱାଲଙ୍କୁ ମିଳିଲା କଂଗ୍ରେସର ସମର୍ଥନ

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲରୁ ଏବେ ସମୟର ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ କେଜ୍ରିୱାଲଙ୍କ ଦାବିକୁ କଂଗ୍ରେସ ସମର୍ଥନ ଜଣାଇଛି । ଏନେଇ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ…

ମଧ୍ୟପ୍ରାଚ୍ୟରେ ମୋଦୀ ମୋଦୀ: ୟୁଏଇଏକୁ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତ ବେଳେ ଜୋରଦାର ସମ୍ବର୍ଦ୍ଧନା, ବୁର୍ଜଖଲିଫାରେ…

କନକ ବ୍ୟୁରୋ: ଫ୍ରାନ୍ସ ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇରେ ପହଂଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ମୋଦୀ ଏହି ଗସ୍ତ ବେଳେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲାଚନା କରିଛନ୍ତି । ବିଶେଷକରି ଉଭୟ ଦେଶ…