Daily Archives

July 28, 2023

କନକ ନ୍ୟୁଜର ମହାପ୍ରଭାବ: ବଦଳିଲେ ମାର୍ଶାଘାଇ ଥାନାକୁ ମାଡ଼ମରା ଥାନା କରିଦେଇଥିବା IIC, ପୁଣି ସେହି ଜିଲ୍ଲାରେ ଥଇଥାନ…

କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । ଶେଷର ଭାଙ୍ଗିଲା ପୋଲିସ ପ୍ରଶାସନର ନିଦ, ବଦଳିଲେ ଗୁଣ୍ଡାଗର୍ଦ୍ଦି କରୁଥିବା ପୋଲିସ ବାବୁ । ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଡିଏସପି ଇନଚାର୍ଜ ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ବଦଳି କରାଯାଇଛି । ଦବଙ୍ଗ ପୋଲିସ ବାବୁ ଜଣକ ମାର୍ଶାଘାଇ…

ବିଭତ୍ସ ହତ୍ୟାକାଣ୍ଡରେ ପୁଣି ଥରି ଉଠିଲା ଦିଲ୍ଲୀ, ଏକ ତରଫା ପ୍ରେମ ନିବେଦନରେ ବିଫଳ ପରେ ଯୁବତୀଙ୍କୁ ରଡ଼ରେ ପିଟିପିଟି…

କନକ ବ୍ୟୁରୋ : ଅପରାଧର ପେଣ୍ଠସ୍ଥଳ ପାଲଟିଛି ରାଜଧାନୀ ଦିଲ୍ଲୀ । ଦିନ ଦ୍ୱିପହରରେ ଜଣେ ଯୁବତୀଙ୍କୁ ରଡ଼ରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏକ ତରଫା ପ୍ରେମରେ ବିଫଳ ହେବା ପରେ ପାଗଳ ପ୍ରେମିକ ଏହି ବର୍ବର କାଣ୍ଡ ଘଟାଇବା ପରେ ଗିରଫ ହୋଇଛି । ହତ୍ୟାର ଶିକାର ହୋଇଥିବା…

ରାମମନ୍ଦିର ଉଦଘାଟନ ପୂର୍ବରୁ ଚଳଚଂଚଳ ହେଲାଣି ଅଯୋଧ୍ୟା, ଜିଲ୍ଲାରେ ବଢୁଛି ହୋଟେଲ, ଧର୍ମଶାଳା ଓ ଗେଷ୍ଟହାଉସର ଚାହିଦା

କନକ ବ୍ୟୁରୋ : ଅଯୋଧ୍ୟାରେ ବଢୁଛି ହୋଟେଲ, ଧର୍ମଶାଳା ଓ ଗେଷ୍ଟହାଉସ ଚାହିଦା । ଏଠାରେ ଚାଲିିଥିବା ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ଖୁବ ଶିଘ୍ର ହେବାକୁ ଯାଉଛି । ଉତ୍ସବରେ ଯୋଗଦେବା ପାଇଁ ଶ୍ରଦ୍ଧାଳୁମାନେ ଏବେଠାରୁ ହିଁ ହୋଟେଲ, ଧର୍ମଶାଳା, ଗେଷ୍ଟହାଉସ ବୁକ କରିବାରେ ଲାଗିପଡିଲେଣି । ତେଣୁ…

ତେଲେଙ୍ଗାନାରେ ବନ୍ୟା ତାଣ୍ଡବ : ବନ୍ୟା ପାଣିରେ ବୁଡି ରହିଛି ରାଜ୍ୟର ଅଧିକାଂଶ ଜିଲ୍ଲା, କର୍ଣ୍ଣାଟକ, କେରଳ,…

କନକ ବ୍ୟୁରୋ : ତେଲେଙ୍ଗାନାରେ ବନ୍ୟା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଦେବା ସହ ସ୍ଥିତି ସଙ୍ଗୀନ ହୋଇପଡିଛି । ବହୁ ଗାଁ ବନ୍ୟା ଜଳରେ ବୁଡ଼ିଗଲାଣି । ବନ୍ୟା ଜଳରେ ବହୁ ଲୋକ ଫସିଯାଇଥିବାବେଳେ ଏନଡ଼ିଆରଏଫ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଛି ।…

ଗୁଜରାଟଗସ୍ତରେ ଗସ୍ତର ଶେଷ ଦିନରେ ସେମିକଣ୍ଡକ୍ଟର ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ କହିଲେ, ଏକବିଂଶ ଶତାଦ୍ଦୀ…

କନକ ବ୍ୟୁରୋ : ଦୁଇ ଦିନିଆ ଗୁଜରାଟଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆଧାରିତ ସେମିକମ-୨୦୨୩ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ସେମିକଣ୍ଡକ୍ଟର ମାଧ୍ୟମରେ ଶିଳ୍ପ,…

ଏଲଏସିରେରେ ଚୀନର ଦବଦବା ଭିତରେ ଲଦାଖରେ ପହଁଚିଲେ ସ୍ଥଳ ସେନା ମୁଖ୍ୟ, ଲେହରେ ସେନାଧିକାରୀଙ୍କୁ ଭେଟି ସୁରକ୍ଷା ସ୍ଥିତିର…

କନକ ବ୍ୟୁରୋ : ପୂର୍ବ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରୁଛି ଚୀନ । ନିଜ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକରୁ ଅଧିକ ମଜବୁତ କରିବା ଲକ୍ଷ୍ୟ ରଖି ସଡ଼କଠୁ ଘର, ହେଲିପ୍ୟାଡ଼, ରାଜପଥ ନିର୍ମାଣ କରିଚାଲିଛି । ଏଥିସହ ସୀମା ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ…