Daily Archives

July 4, 2023

ଚର୍ଚ୍ଚାରେ ନବ ଦାସଙ୍କ ପୁଅ ବିଶାଳ ଦାସ, ସମ୍ବଲୁପରରେ କଲେ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ : ଅବସର ଥିଲା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗ୍ରସ୍ତ । ସହର ଭିତରେ ଚାଲିଥିଲା ବିରାଟ୍ ରାଲି । ପ୍ରଣବଙ୍କୁ ସ୍ୱାଗତ କରିବା ଆଳରେ ନିଜ ନିଜ ଢ଼ଙ୍ଗରେ ଶକ୍ତି ପ୍ରଦର୍ଶନ କରୁଥିଲେ ବିଜେଡିର ବଡ଼ ବଡ଼ ଚେହେରା । ଠିକ୍ ଏହି ସମୟରେ ମାନେଶ୍ୱର ନିକଟରେ…

ଚେତନ ଶର୍ମାଙ୍କ ସ୍ଥାନ ନେଲେ ଅଜିତ ଅଗରକର, ଭାରତୀୟ କ୍ରିକେଟ ଟିମର ହେଲେ ମୁଖ୍ୟ ଚୟନକର୍ତ୍ତା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ତରଫରୁ ମଙ୍ଗଳବାର ରାତିରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । କହିରଖୁ କି…

ଆଦିବାସୀ ଯୁବକ ଉପରେ ପରିଶ୍ରା କଲେ ବିଜେପି ନେତା, ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ କହିଲେ …

କନକ ବ୍ୟୁରୋ : କେତେ ଅସଭ୍ୟ ହୋଇପାରେ ମଣିଷ । ଅର୍ଥବଳ, ବାହୁବଳର ଗର୍ବ ତାକୁ କେଉଁ ସ୍ତରରେ ପହଂଚାଇପାରେ ତାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବିଜେପି ନେତା ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଳାଙ୍କର ଏକ ଭିଡିଓ…

ବେୟାରଷ୍ଟୋଙ୍କ ବିବାଦୀୟ ଆଉଟକୁ ନେଇ ଦୁଇ ଦେଶ ମୁହାଁମୁହିଁ: ମୁହଁ ଖୋଲିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

କନକ ବ୍ୟୁରୋ: ଷ୍ଟମ୍ପ-ଆଉଟ୍କୁ ନେଇ ମୁହାଁମୁହିଁ ହେଲେ ୨ ଦେଶ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ଆସେସ୍ ସିରିଜ୍ର ଲଡ୍ସ ଟେଷ୍ଟରେ ଜନି ବେୟାରଷ୍ଟୋଙ୍କ ଷ୍ଟମ୍ପ ଆଉଟ୍ ପରଠାରୁ ହିଁ ୨ ଦେଶ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ମାହୋଲ ଗରମ ରହିଛି । ଏମିତିକି ଏହି ବିବାଦ ମଧ୍ୟରେ ସାମ୍ନାକୁ ଆସିଛନ୍ତି ୨ ଦେଶର…

ମୋଦି ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ଆଶ୍ୱସ୍ତି: ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ…

କନକ ବ୍ୟୁରୋ: ମୋଦି ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି । ଝାଡଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ଦଣ୍ଡବିଧାନ କାଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛି । ଅଗଷ୍ଟ ୧୬ ତାରିଖରେ ପରବର୍ତୀ ଶୁଣାଣି…

ୱେଷ୍ଟଇଣ୍ଡିଜ ପରେ ବିଶ୍ୱକପରୁ ବାଦ ପଡିଲା ଜିମ୍ବାୱେ, କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଠାରୁ ପରାଜିତ

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଠାରୁ ଜିମ୍ବାୱେ ପରାଜିତ ହୋଇଛି । ଏହି ପରାଜୟ ପରେ ଜିମ୍ବାୱେ ଟିମ୍ ପାଇଁ ୨୦୨୩ ବିଶ୍ୱକପ ଖେଳିବା ସ୍ୱପ୍ନ ପାଲଟି ଯାଇଛି । ଆଜିର କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଜିମ୍ବାୱେକୁ ୩୧ ରନରେ ପରାଜିତ କରିଛି । ଆଜି…