Daily Archives

July 8, 2023

ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଗାଇ ଦେବ ନୂଆ…

କନକ ବ୍ୟୁରୋ : ଜଣେ ମୋବାଇଲ ଫୋନ୍ ବ୍ୟବହାରକାରୀ ଯେମିତି ନିଜ ନମ୍ବରକୁ ରଖି ଅପରେଟର ବଦଳାଇ ପାରୁଛନ୍ତି , ଠିକ ସେହିପରି ଆଗକୁ ଡ଼େବିଟ ଓ କ୍ରେଡିଟ କାର୍ଡ଼ରେ ମଧ୍ୟ ସେଭଳି ସୁବିଧା ମିଳିବ । ଚଳିତବର୍ଷରୁ ଅକ୍ଟୋବର ମାସରୁ ଆରମ୍ଭ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ…

ବିବାଦ, ପ୍ରତିବାଦ ,ଚାପ ପରେ ହାତଯୋଡି କ୍ଷମା ପ୍ରାର୍ଥନା କଲେ ଚଳଚିତ୍ର ଆଦିପୁରୁଷର ସଂଳାପକାର ମନୋଜ ମନ୍ତସିର । ଟୁଇଟ…

କନକ ବ୍ୟୁରୋ : ଶେଷରେ ଆଦିପୁରୁଷର ବିବାଦୀୟ ସଂଳାପ ପାଇଁ କ୍ଷମା ମାଗିଲେ ସଂଳାପକାର ମନୋଜ ମୁନ୍ତାଶିର । ସିନେମା ‘ଆଦିପୁରୁଷ’ ପାଇଁ ଲୋକଙ୍କ ଭାବନାକୁ କଷ୍ଟ ମିଳିଥିବା ସ୍ୱୀକାର କରି ହାତ ଯୋଡ଼ି କ୍ଷମା ମାଗୁଛି ବୋଲି ସେ ଟ୍ୱିଟ କରିଛନ୍ତି । ୧୬ ଜୁନରେ ମୁକ୍ତିଲାଭ କରିଥିବା ଆଦିପୁରୁଷକୁ ନେଇ…

ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର ଇସ୍ରୋ ଉତକ୍ଷେପଣ କରିବ ତୃତୀୟ ଚନ୍ଦ୍ରଯାନ

କନକ ବ୍ୟୁରୋ : ଅପେକ୍ଷା ଶେଷ ହେବ ଓ ଖୁବ ଶୀଘ୍ର ଇସ୍ରୋ ଏହାର ତୃତୀୟ ଚନ୍ଦ୍ରଯାନ ଉତକ୍ଷେପଣ କରିବ । ଭାରତୀୟ ଗବେଷଣା ସଂସ୍ଥା ବା ଇସ୍ରୋ ଚଳିତ ମାସ ୧୪ ତାରିଖରେ ଚନ୍ଦଯାନ-ଥ୍ରୀ ଉତକ୍ଷେପଣ ନେଇ ଘୋଷଣା କରିଛି । ଇସ୍ରୋ ମୁଖ୍ୟ ଏସ ସୋମନାଥ ଜୁଲାଇ ୧୩ରୁ ୧୯ ମଧ୍ୟରେ ଚନ୍ଦ୍ରଯାନର ଉତକ୍ଷେପଣ ନେଇ…

ରଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫ଶହ ଦିନ । ୫ଶହ ଶିଶୁଙ୍କ ସମେତ ହଜାର ହଜାର ସଂଖ୍ୟକ ଲୋକଙ୍କ ଗଲାଣି ଜୀବନ, ଉଭୟ ଦେଶ…

କନକ ବ୍ୟୁରୋ : ଚାହୁଁ ଚାହୁଁ ରୁଷ ଓ ୟୁକ୍ରେନର ଯୁଦ୍ଧକୁ ପୁରିଲାଣି ୫ ଶହ ଦିନ । ଘମାଘୋଟ ଗୁଳିବର୍ଷା ଭିତରେ ଗଲାଣି କାହିଁ କେତେ ନୀରିହଙ୍କ ଜୀବନ । ଗତ ବର୍ଷ ଫେବୃୟାରୀ ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ଏହି ଯୁଦ୍ଧରେ ପ୍ରାୟ ହଜାର ହଜାର ସଂଖ୍ୟକ…

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟକୁ କେନ୍ଦ୍ର ଦେଲା ୬ହଜାର ଶହେ କୋଟିର ବିଭିନ୍ନ ବିକାଶମୂଳକ…

କନକ ବ୍ୟୁରୋ : ଶନିବାର ତେଲେଙ୍ଗାନାଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନିକିଆଗସ୍ତ ସମୟରେ ରାଜ୍ୟକୁ ୬ହଜାର ଶହେ କୋଟିର ବିଭିନ୍ନ ପରିଯୋଜନା ଭେଟି ଦେଇଛନ୍ତି । ଜନସଭାକୁ ସମ୍ବୋଧିତ କରି କଂଗ୍ରେସ , ବିଆରଏସ ଓ ଆମ ଆଦମୀ ପାର୍ଟିକୁ ଶାଣିତ ଢଙ୍ଗରେ ସେ ଟାର୍ଗେଟ କରିଛନ୍ତି ।…

ପୁତୁରା ଅଜିତ ପାୱାରଙ୍କୁ ଜବାବ ଦେଲେ ଦାଦା ଶରଦ ପାୱାର । କହିଲେ ନା ମୁଁ ଥକିଛି ନା ମୁଁ ଅବସର ନେଇଛି, ମୁହଁ ହେଉଛି…

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକ ଜାରି ରହିଛି । ଏହା ଭିତରେ ବୟାନବାଜୀ ମଧ୍ୟ ଜୋର ଧରୁଛି । ଏବେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ପୁତୁରା ତଥା ନେତା ଅଜିତ ପୁତୁରାଙ୍କୁ ବଡ ଜବାବ ଦେଇଛନ୍ତି । ଶରଦ କହିଛନ୍ତି ମୁଁ ଥକି ନାହିଁ କି ଅବସର ନେଇନି । ମୁଁ ନିଆଁ । ମୋତେ ଅବସର ନେବାକୁ…