Daily Archives

July 24, 2023

ଓଡ଼ିଆ ପୁଅଙ୍କ ବଲିଉଡ୍ ଯାତ୍ରା: ମାୟାନଗରୀର ନୂଆ କମାଣ୍ଡୋ ପ୍ରେମ ପରିଜା

କନକ ବ୍ୟୁରୋ: କମାଣ୍ଡୋ । ବଲିଉଡର ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବେ । ଦମଦାର ଆକ୍ସନ ଓ ଜବରଦସ୍ତ ଷ୍ଟଂଟରେ ଭରପୂର ଏହି ସିନେମା ଦର୍ଶକଙ୍କ ମନକିଣିଥିଲା । ପୂର୍ବରୁ କମାଣ୍ଡୋ ଚରିତ୍ରରେ ଆକ୍ସନ ହିରୋ ବିଦ୍ୟୁତ ଜୱାଁଲ ଅଭିନୟ କରିଥିବାବେଳେ ଏଥର ବଲିଉଡ୍ରେ ନୂଆ କମାଣ୍ଡୋ ହୋଇ ଏଂଟ୍ରି…

ମନ୍ତ୍ରୀପଦରେ ରାଜସ୍ଥାନ ବିଧାନସଭାରୁ ବିଦା ହେଲେ ରାଜେନ୍ଦ୍ର ଗୁଢା: ସଦନରେ ଯୁକ୍ତି ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପାଇଁ…

କନକ ବ୍ୟୁରୋ: ରାଜସ୍ଥାନ ପୂର୍ବତନ ମନ୍ତ୍ରୀଙ୍କ କୋହ । କ୍ୟାମେରା ଆଗରେ କାନ୍ଦି କାନ୍ଦି ଦୁଃଖ ଜଣାଇଲେ ରାଜେନ୍ଦ୍ର ଗୁଢ଼ା । ମନ୍ତ୍ରୀ ପଦ ଯିବା ପରେ ସୋମବାର ରାଜସ୍ଥାନ ବିଧାନସଭାରୁ ବି ତାଙ୍କୁ ବିଦା କରାଯାଇଛି । ବେଶ ନାଟକୀୟ ଶୈଳୀରେ ରାଜେନ୍ଦ୍ର ଗୁଢ଼ାଙ୍କୁ ଚଳିତ ବିଧାନସଭା ଅଧିବେଶନରୁ…

ପୁଣି ଉଛୁଳିଲା ଗଙ୍ଗା, ଯମୁନା: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସମେତ ଦେଶର ବିଭିନ୍ନ…

କନକ ବ୍ୟୁରୋ: ଜଳ ଦେଉଛି ଯାତନା । ଶୁଣିଥିବେ ଯେ, ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ଆଉ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଜଳବନ୍ଦୀ ଜୀବନଯାପନ କରୁଛନ୍ତି ଲକ୍ଷାଧିକ ଲୋକେ । ଅନ୍ୟପଟେ କିଛି ସମୟର ଆଶ୍ୱସ୍ତି ପରେ ପୁଣି ଯମୁନାର ଜଳସ୍ତର…

ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ ହେବନି ଏଏସଆଇର ସର୍ଭେ: ୨୬ ଜୁଲାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ…

କନକ ବ୍ୟୁରୋ: ଉତରପ୍ରଦେଶ ବାରାଣାସୀରେ ଥିବା ଜ୍ଞାନବ୍ୟାପି ମସଜିଦ ସୋମବାର ସକାଳୁ ଆରମ୍ଭ ହୋଇଥିବା ଏଏସ୍ଆଇ ସର୍ଭେ କାମ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏଏସ୍ଆଇର ପ୍ରାୟ ୩୮ଜଣ ସଦସ୍ୟ ଜ୍ଞାନବ୍ୟାପି ମସଜିଦରେ ପହଁଚି ସାଇଂଟିଫିକ୍ ସର୍ଭେ ଆରମ୍ଭ କରିଥିଲେ । ସର୍ଭେ ସମୟରେ ଏହି…

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଆଶଙ୍କା । ୨୬ ଜୁଲାଇରେ ନେଇପାରେ ଅବପାତର ରୂପ

କନକ ବ୍ୟୁରୋ: ହୀରାକୁଦରେ ଖୋଲିଲା ଆଉ ତିନି ଗେଟ୍ । ଗତକାଲି ହୀରାକୁଦ ଜଲଭଣ୍ଡାର ୫ଟି ଗେଟ ଖୋଲି ପ୍ରଥମେ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ହୀରାକୁଦ ଜଳସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ଆଜି ଆଉ ୩ଟି ଗେଟ ଖୋଲିବାକୁ ନିଷ୍ପତି ନେଇଛି କର୍ତୃପକ୍ଷ । ସେପଟେ ପଶ୍ଚିମ-କେନ୍ଦ୍ରୀୟ ଓ ଏହାସହ…

ଚର୍ଚ୍ଚାରେ ସୀମା ପାର ପ୍ରେମ କାହାଣୀ: ସୀମା ହୈଦରଙ୍କ ପରେ ଭାରତର ଅଂଜୁ ଏବେ ପ୍ରେମ ପାଇଁ ଛାଡିଲେ ଦେଶ

କନକ ବ୍ୟୁରୋ: କଥାରେ ଅଛି, ପ୍ରେମ ମାନେନା ଜାତି, ଧର୍ମ, ରଙ୍ଗ, ବନ୍ଧବାଡ଼, ରାତି ଦିନ । ପ୍ରେମ ପାଇଁ କେବେ କିଏ କାହାର ଜୀବନ ନେଲାଣି ତ କେବେ ଜୀବନ ଦେଲାଣି । ଆଉ ପୁଣି ପ୍ରେମ ପାଇଁ କିଏ ଦେଶଛାଡ଼ି ଅନ୍ୟଦେଶକୁ ଯାଉଛନ୍ତି । ନିକଟରେ ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା…