Daily Archives

July 16, 2023

ଆସନ୍ତା କାଲି ବିଜେପି ବିରୋଧରେ ୨୬ ବିରୋଧୀଦଳଙ୍କ ବୈଠକ , ମିଶନ ୨୦୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ବିରୋଧରେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରିଛନ୍ତି ବିରୋଧୀଦଳମାନେ । ଏହି କ୍ରମରେ ପ୍ରଥମ ବୈଠକ ବିହାରର ପାଟନା ଠାରେ ବସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ୧୭ ଓ ୧୮ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେବାକୁ…

ପାଣିଭାର ଉଠାଉଥିବା ବେଳେ ଅଘଟଣ, ନଦୀରେ ଭାସିଯାଇ କାଉଡିଆ ନିଖୋଜ

କନକ ବ୍ୟୁରୋ : ଶ୍ରାବଣମାସ ଆରମ୍ଭ ହେଉ ହେଉ କାଉଡିଆଙ୍କୁ ନେଇ ବିଭିନ୍ନ ଅଘଟଣା ଖବର ସାମ୍ନାକୁ ଆସୁଛି । ଆଳିପିଙ୍ଗଳ ଦେବୀ ନଦୀ କେତକେଶ୍ୱର ଘାଟରେ ଘଟିଛି ଅଘଟଣ । ନଦୀରେ ପଶି ପାଣିଭାର ଉଠାଉ ଥିବା ବେଳେ ୨ଜଣ କାଉଡିଆ ନଦୀପାଣିରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର…

ଲଘୁଚାପ ବର୍ଷା ଆସୁ ଆସୁ ଓଡିଶାର ବିଭିନ୍ନ ଅଂଚଳରେ ସ୍ଥିତି ବେହାଲ: କିଛି ଅଂଚଳରେ ପାଣି ମାଡିଯିବା ସହ ଜଗତସିଂହପୁର…

କନକ ବ୍ୟୁରୋ: ବର୍ଷା ଆସୁ ଆସୁ ସ୍ଥିତି ବେହାଲ । ଜଗତସିଂହପୁର ଜିଲ୍ଲାର ମାଛ ଗାଁ କେନାଲରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଗୋଟିଏ ଦଳେଇ ଖାଇ ନିକଟରେ ହୋଇଥବା ବେଳେ ଆଉ ଗୋଟିଏ ଘାଇ ତରିକୁନ୍ଦ ନିକଟରେ ସୃଷ୍ଟି ହୋଇଛି । କେନ୍ଦୁଝରରେ କୁମୁଳବାହାଳି ତେଲ ନଦୀ…

ଯମୁନା କମୁଛି, ଯାତନା ବଢ଼ୁଛି: ବନ୍ୟାରେ କଲବଲ ଦିଲ୍ଲୀବାସି

କନକ ବ୍ୟୁରୋ: ଦିଲ୍ଲୀରେ ଯମୁନାର ଜଳସ୍ତର କମୁଛି, ହେଲେ ଯାତନା ବଢ଼ୁଛି । ଫଳରେ ବନ୍ୟାରେ କଲବଲ ହେଉଛନ୍ତି ଦିଲ୍ଲୀବାସି । ଏବେବି ଦେଶର ରାଜଧାନୀ ଏକପ୍ରକାର ଜଳବନ୍ଦୀ ହୋଇ ରହିଛି । ହେଲେ ଧୀରେ ଧୀରେ ସ୍ଥିତି ସୁଧୁରିଛି । ଏପଟେ ବନ୍ୟା ସ୍ଥିତିକୁ ନେଇ ବିଜେପି ଓ ଆପ୍ ପରସ୍ପର ଉପରେ ଦୋଷ…

ମୁନ ମିଶନରେ ଓଡିଆ ପୁଅ: ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଶୁଭାଶିଷ

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ରେ ଓଡ଼ିଆ ଲିଙ୍କ । ଯୁବ ଟେକନିସିଆନ ଶୁଭାଶିଷ ସାମଲ ଏଥିରେ ଟେକ୍ନିସିଆନ ଭାବେ କାମ କରିଛନ୍ତି । ଶୁଭାଶିଷଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ମୁକୁନ୍ଦପୁର ଗାଁରେ । ସେପଟେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରଯାନ । ପୃଥିବୀ ଚାରିପଟେ ଅଣ୍ଡାକୃତିରେ…

କାଗଜପ୍ଲେଟ ୟୁନିଟ କରି ସ୍ୱାବଲମ୍ବୀ ହୋଇଛନ୍ତି ଖୋର୍ଦ୍ଧାର ସନ୍ତୋଷ ସାହୁ, ସ୍ଥାନୀୟ ବଜାର ସହ ଅନ୍ୟ ଜିଲ୍ଲାରେ…

କନକ ବ୍ୟୁରୋ : ଚାକିରି ଅପେକ୍ଷା ଏବେ ନିଜସ୍ୱ ଉଦ୍ୟମରେ ରୋଜଗାର କରିବା ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି । ସେହିଭଳି ଜଣେ ଯୁବକ ହେଉଛନ୍ତି ଖୋର୍ଦ୍ଧା ଧଳାପଥର ଅଂଚଳର ସନ୍ତୋଷ ସାହୁ । ଯିଏ ଏକ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭର ହୋଇପାରିଛନ୍ତି । ତାଙ୍କ ଉଦ୍ୟୋଗରେ ୩ରୁ…