Daily Archives

July 17, 2023

କେଦାରନାଥ ମନ୍ଦିର ପ୍ରାଙ୍ଗଣରେ ମୋବାଇଲ ମନା। ଭିଡିଓଗ୍ରାଫି,ଫଟୋଗ୍ରାଫି ଉପରେ ଲାଗିଲା ରୋକ

କନକ ବ୍ୟୁରୋ: ବାବା କେଦାରନାଥଙ୍କ ମନ୍ଦିରରେ ବ୍ୟାନ ହେଲା ମୋବାଇଲ । ଏଣିକି ମନ୍ଦିର ପରିସରରେ ଫଟୋ ଉଠାଇବା ଓ ଭିଡିଓ ବନାଇବା ଉପରେ ଲାଗିଛି କଟକଣା । କେଦାରନାଥ-ବଦ୍ରିନାଥ ସମିତି ଏନେଇ ନୋଟିସ ଜାରିକରିଛି । କିଛି ଦିନ ପୂର୍ବରୁ ଜଣେ ମହିଳା ବ୍ଲଗରଙ୍କ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା ।…

ଆମେରିକାରେ ରେକର୍ଡସ୍ତରରେ ତାତି। ୫୦ଡିଗ୍ରୀ ଟପିଲା ସର୍ବାଧିକ ତାପମାତ୍ରା

କନକ ବ୍ୟୁରୋ: ତାତିରେ କଲବଲ ହେଉଛି ଆମେରିକା ସହ ୟୁରୋପର ଅଧିକାଂଶ ଦେଶ । ଶନିବାର ଓ ରବିବାର ଆମେରିକାରେ ରେକର୍ଡସ୍ତରରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । କାଲିଫର୍ଣ୍ଣିଆରୁ ଟେକ୍ସାସ । ଅଧିକାଂଶ ସହରରେ ତାତିରେ ଛଟପଟ ହେଉଛି । ରବିବାର କାଲିଫଣ୍ଣିଆର ବିଶ୍ୱର ସବୁଠୁ ଉତପ୍ତ ସହର ପାଲଟିଛି ।…

ପୁଣି ବୃଦ୍ଧିପାଉଛି ଯମୁନା ନଦୀର ଜଳସ୍ତର। ଚିନ୍ତାରେ ଦିଲ୍ଲୀବାସୀ ଓ ସରକାର

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀକୁ ଯମ ଯନ୍ତ୍ରଣା ଦେଉଛି ଯମୁନା ନଦୀ । ହାତିନୀଡ୍ୟାମରୁ ପାଣି ଛଡାଯିବା ପରେ ଗତ କିଛି ଦିନ ହେବ ଦିଲ୍ଲୀର ସ୍ଥିତି କେଉଁଭଳି ରହିଛି ସେକଥା କାହାକୁ ଅଛପା ନାହିଁ । ଦେଶର ରାଜଧାନୀର ଅବସ୍ଥା ଯେ ଏଭଳି ହେବ ସେକଥା ହୁଏତ କେହି ଚିନ୍ତା କରିନଥିବେ । ବର୍ତମାନ…

କାନ ଖୋଲି ଶୁଣ ସରକାର: ଅବସର ପରେ ବି ମିଳିପାରିନି ପେନସନ୍  

କନକ ବ୍ୟୁରୋ: ଚାକିରି କାଳ ଶେଷ ହେବା ପରେ ଅବସର କାଳୀନ ପେନସନ୍ ପାଇଁ ସରକାର ଯୋଜନା କରିଛନ୍ତି । ବର୍ଷ ବର୍ଷ ଧରି ସେବା ଯୋଗାଇବା ପରେ ଏହି ପେନ୍ସନ୍ ହିଁ ସରକାରୀ କର୍ମଚାରୀଙ୍କ ଶେଷ ଆଶ୍ରା ପାଲଟୁଛି । ଚାକିରିରୁ ଅବ୍ୟାହତି ନେବା ପରେ ଯେମିତି ସୁରୁଖୁରୁରେ ପେନ୍ସନ୍ ମିିଳିବ, ସେଥିପାଇଁ…

ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା!

କନକ ବ୍ୟୁରୋ: ଆଗକୁ ପ୍ରବଳ ବର୍ଷାର ସମ୍ଭାବନା । ଆଗାମୀ ୪୮ ଘଂଟା ମଧ୍ୟରେ ଉତର- ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ…

ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ ହୋର୍ଡିଂକୁ…

କନକ ବ୍ୟୁରୋ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ଔପନ୍ୟାସିକ, ପ୍ରାବନ୍ଧିକ, ପ୍ରାଧ୍ୟାପଦ ପଦ୍ମଶ୍ରୀ, ପଦ୍ମ ବିଭୂଷଣ ମନୋସ ଦାସଙ୍କୁ ଅସମ୍ମାନ । ମନୋଜ ଦାସଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରିବାକୁ…