Daily Archives

July 13, 2023

ବାହାବେଦୀରେ ଅନଶନରେ ବସିଲେ ମହିଳା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ ।

କନକ ବ୍ୟୁରୋ: ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାହାବେଦୀରେ ଅନଶନରେ ବସିଲେ ମହିଳା । ଆଜି ମଙ୍ଗନ ଆଉ କାଲି ବାହାଘର ଥିବାରୁ ଏହା ପୂର୍ବରୁ ଏଭଳି ଖବର ସାମ୍ନାକୁ ଆସିଛି । ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ…

ଖସିଯିବେ କି ଧଳସାମନ୍ତ ? ୩୮ ମାମଲାରେ ୨ ଶହ ସାକ୍ଷୀ । କୋର୍ଟରେ ଛିଡାହେବାକୁ ସାକ୍ଷୀଙ୍କ ପଛଘୁଞ୍ଚା

କନକ ବ୍ୟୁରୋ: ୨୯ ଜାନୁଆରୀ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଗିରଫ ହେବା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ବାଲି ଚୋରାଚାଲାଣ, ଦାଦାବଟି ଆଦାୟଠୁ ଆରମ୍ଭ କରି ବିଭିନ୍ନ ଅପରାଧରେ ଏମାନଙ୍କ ସଂପୃକ୍ତି ହଇଚଇ ସୃଷ୍ଟି କରିଥିଲା ।…

ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତକୁ ଆସିବ ନା ନାହିଁ ପାକିସ୍ତାନ? ଭୁଟୋଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମର…

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାକିସ୍ତାନ ଖେଳିବ କି ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଏହାରି ଭିତରେ ପାକିସ୍ତାନ ଟିମର ଭାରତ ଗସ୍ତ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସେହେବାଜ ସରିଫଙ୍କ ବୟାନ ଆସିଛି । ବୈଦେଶିକ ମନ୍ତ୍ରୀ…

ମାଟ୍ରିକରେ ଫାଷ୍ଟ ଡିଭିଜନ, ହେଲେ ଦ୍ୱାଦଶରେ ଫେଲ୍ । ଅଧିକ ନମ୍ବର ରଖି ନାମୀ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ପାଉଛନ୍ତି…

କନକ ବ୍ୟୁରୋ: ଦଶମ ପରୀକ୍ଷାରେ ଫାଷ୍ଟ ଡିଭିଜନ ହୋଇଥିଲା କିନ୍ତୁ ଏବେ ଦ୍ୱାଦଶରେ ହୋଇଗଲେ ଫେଲ୍ । କେବଳ ଜଣେ କି ଦୁଇ ଜଣ ନୁହଁ ଅନେକ ପରୀକ୍ଷାର୍ଥୀଙ୍କ ସମାନ ଅବସ୍ଥା । ୨୦୨୧ରେ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ନାମକରା ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିଲେ । କିନ୍ତୁ…

ଭାରତୀୟ ବଜାରରେ ପ୍ରବେଶ କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା: ଖୁବଶିଘ୍ର କମ୍ପାନୀ ଉତ୍ପାଦନ କରିବ ଇଲେକ୍ଟଟ୍ରିକ କାର

କନକ ବ୍ୟୁରୋ: ଭାରତୀୟ ବଜାରରେ ଏଂଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବ ଟେସଲା । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପ୍ୟାସିଫିକ ରିଜିଅନରେ ଟେସଲା ଏକ୍ସପୋର୍ଟଙ୍କ ପାଇଁ ଭାରତରେ କମ୍ପାନୀ…

୧୬ ବର୍ଷ ପୁଅର ମିଳୁନି ପତ୍ତା । ଅପହରଣକାରି ମେସେଜ ଦେଉଛନ୍ତି ଅପହରଣକାରୀ । ୩ ଲକ୍ଷ ଦିଅ ପୁଅକୁ ନିଅ ।

କନକ ବ୍ୟୁରୋ: ୧୬ ବର୍ଷର ପୁଅକୁ ଖୋଜି ପାଇବା ଆଶାରେ ମହାରାଷ୍ଟ୍ରରୁ ଭୁବନେଶ୍ୱର ଆସିଛନ୍ତି ପରିବାର । ପୁଅର ନିଖୋଜ ହେବାର ଆଠ ଦିନ ବିତିଗଲାଣି । ପୁଅ କେଉଁଠି ଅଛି, କେମିତି ଅଛି, କ’ଣ ଖାଉଛି ଆଉ କେମିତି ବଞ୍ଚୁଛି ତାହା ଭାବି ଭାବି ଆଖିକୁ ନିଦ ଆସୁନି କି ପାଟିକୁ ଖାଦ୍ୟ ରୁଚୁନି । ପୁଅର…