Daily Archives

July 23, 2023

ଆଗକୁ ଆସୁଛି ରାକ୍ଷୀ ପୁନେଇ, ସରଗରମ ହେଉଛି ରାକ୍ଷୀ ବଜାର

କନକ ବ୍ୟୁରୋ : ଆଗକୁ ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ଭଉଣୀ ବାନ୍ଧିବ ସମ୍ପର୍କର ଡ଼ୋରୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେବା ଆରମ୍ଭ ହେଲାଣି । ତେବେ ମିନି କଲିକତା ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବଜାରରେ ବେଶ ଜମିଲାଣି ରାକ୍ଷୀ ବେପାର । ଚଳଚଂଚଳ…

ସମୟ ସହ ତାଳଦେଇ ଆଗକୁ ବଢୁଛନ୍ତି ମହିଳା, ପଡିଆ ଜମିରେ ସୁନା ଫଳାଇ ରେକର୍ଡ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ପାଟପୁର ଗାଁର ମା ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସମୟ ସହ ତାଳ ଦେଇ ଏମାନେ କିପରି ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ ସେନେଇ ଆରମ୍ଭ କରିଛନ୍ତି ପ୍ରୟାସ । ମାତ୍ର ୧୨ ଜଣ ସଦସ୍ୟାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମହିଳା ଗୋଷ୍ଠୀର…

ତାତିଲେ ଡ୍ରାଇଭର ସଂଘ। ୩୦ତାରିଖ ସରକାରଙ୍କ ପାଇଁ ଡେଡଲାଇନ

କନକ ବ୍ୟୁରୋ: ପ୍ର୍ରତିଶ୍ରୁତିର ୯୦ ଦିନ ପୁରିଗଲା । କିନ୍ତୁ ସରକାର ଦାବି ପୂରଣ କଲେ ନାହିଁ । ଆଉ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଡ୍ରାଇଭର ସଂଘ । ସଂଘ କହିଛି,  ବୋର୍ଡ ଗଠନ ପାଇଁ କୁହାଯାଇଥିଲେ ବି ବୋର୍ଡ ଗଠନ ହେଲା…

ମନ କିଣୁଛି ଜେଜେମା’ଙ୍କ ରୋଷେଇ ଶାଳ, ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଛି ଖାଦ୍ୟ

କନକ ବ୍ୟୁରୋ : କାଠ ଚୁଲିରେ ଚାଲିଛି ଜେଜେମା’ଙ୍କ ରୋଷେଇ । କେତେବେଳେ ଶାଗ ଭଜା ତ ପୁଣି କେତେବେଳେ ଚୁନାମାଛ ତରକାରୀ । ଆମିଷ ହୋଉ ବା ନିରାମିଷ । ପିଠାପଣା ହେଉ ଅବା ମାଛ ବେସର ସବୁ କମ ତେଲ ମସଲାରେ ପ୍ରସ୍ତୁତ ହେଉଛି । ଏଭଳି ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

କ’ଣ ହେବ ମାର୍କେଟ ବିଲ୍ଡିଂର ଭାଗ୍ୟ? ବନ୍ଦ ହୋଇଯିବ କି ରାଜଧାନୀର ବାଣିଜ୍ୟକେନ୍ଦ୍ର…

କନକ ବ୍ୟୁରୋ: ରାଜଧାନୀବାସୀଙ୍କ ପାଇଁ ମାର୍କେଟ ବିଲ୍ଡିଂ କେବଳ ଏକ କିଣାବିକାର ଜାଗା ନୁହେଁ, ବରଂ ଆବେଗ ସହ ଯୋଡ଼ି ହୋଇଯାଇଥିବା ଜାଗା । ଛୁଟି ଦିନ ହେଉ କି କ’ଣ ସପିଂ ହେଉ, ମାର୍କେଟ ବିଲ୍ଡିଂ ନଗଲେ ହେବନି । ହେଲେ ଏବେ କ’ଣ ହେବ ଏହାର ଭାଗ୍ୟ । ସ୍ଥାୟୀ ଓ ଉଠାଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ…

କେନ୍ଦୁଝରରେ ସାପ କାମୁଡାରେ ଗଲା ୩ ଜୀବନ। ଆବାସିକ ସ୍କୁଲ ଓ ହଷ୍ଟେଲର ଭିତ୍ତିଭୂମି ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନ…

କନକ ବ୍ୟୁରୋ: ଖାଇ-ପିଈ ସାରି ପିଲାମାନେ ତଳେ ଶୋଇଥିଲେ । ସମୟ ରାତି ପାଖାପାଖି ୧୧ଟାରୁ ୧୨ ହେବ । ପିଲାମାନେ ଶୋଇଥିବା ଘରକୁ ପଶିଥିଲା ଏକ ସାପ । ନିଦରେ ଶୋଇଥିବା ଛୋଟ ଛୋଟ ପିଲାମାନେ ସାପ, ଆସିଥିବା ଜାଣି ବି ପାରିନଥିଲେ । ଏହା ପରେ, ଜଣକ ପରେ କରି ସାପ କାମୁଡ଼ି ଥିବା ଅଭିଯୋଗ ହୋଇଛି । ଏହି…