Daily Archives

July 30, 2023

କେନ୍ଦ୍ରାପଡ଼ାର ସୁଲୋଚନାକୁ ରୋଜଗାରର ବାଟ ଦେଖାଇଛି ଗୋ-ପାଳନ । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଇଛନ୍ତି…

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଅଳେଇଲୋ ଗାଁର ସୁଲୋଚନା ବେହେରା । ସେ ଜଣେ ଗୃହିଣୀ ହୋଇଥିବା ବେଳେ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭର ହେବାର ଇଛା ତାଙ୍କୁ ରୋଜଗାରକ୍ଷମ କରାଇଛି । ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ଅନ୍ୟମାନଙ୍କୁ ରୋଜଗାର ପ୍ରଦାନ କରିବାର ସ୍ୱପ୍ନ ତାଙ୍କୁ…

ଡ୍ରାଗନ ଫ୍ରୁଟ୍ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଳାହାଣ୍ଡି ମଦନପୁର ରାମପୁରର ବାପ-ପୁଅ । ଗୁଜରାଟରୁ…

କନକ ବ୍ୟୁରୋ : କଳାହାଣ୍ଡି ମାଟିରେ ବିଦେଶୀ ଫଳ । ଏକ ଏକର ଜମିରେ ଲହଡ଼ି ଭାଙ୍ଗୁଛି ଡ୍ରାଗନ ଫ୍ରୁଟ୍ ଚାଷ । ସିମେଂଟ ଖୁଂଟ ସହାୟତାରେ ଗଛ ଗୁଡ଼ିକ ଲଟେଇ ରହିଥିବା ବେଳେ ପ୍ରଚୁର ପରିମାଣର ଫଳ ବି ଆସିଛି । ମାତ୍ର ୨୦ ଡିସିମିଲ ଜମିରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ଏକ ଏକରରେ ପହଂଚିଲାଣି । ଆଉ…

କଳାହାଣ୍ଡିର ନିଆରା ଶିକ୍ଷକ । ବିଶାଳ ବଗିଚା କରି ଚାଷ କରୁଛନ୍ତି ଜାପାନର ମିଆଜାକି ଆମ୍ବ

କନକ ବ୍ୟୁରୋ : ପେଶା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇବା । ଜାପାନୀ ପ୍ରଜାତିର ମିଆଜାକି ଆମ୍ବ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି କଳାହାଣ୍ଡିର ରକ୍ଷାକର ଭୋଇ । ଯିଏ କି ପେଶାରେ ଜଣେ ସରକାରୀ ଶିକ୍ଷକ । ପ୍ରକୃତି ପ୍ରତି ଥିବା ପ୍ରେମ ତାଙ୍କୁ ଜଣେ ସଫଳ ଚାଷୀ ବନାଇଛି । ତାଙ୍କ ବଗିଚାରେ ଅନେକ…

ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ବାଟ । ଯୁବ ଇଞ୍ଜିନିୟର ଏବେ ସଫଳ ଚାଷୀ, ଧଳା ଘୁଷୁରୀ ଚାଷ କରି ଲକ୍ଷପତି

କନକ ବ୍ୟୁରୋ : ମେକାନିକାଲ ଇଲେକ୍ଟ୍ରିକାଲରେ ବି-ଟେକ୍ ପାସ କରିବା ପରେ ଚାକିରୀ ସହିତ ଏବେ ଧଳା ଘୁଷୁରୀ ଚାଷ କରୁଛନ୍ତି କେନ୍ଦୁଝର ରାମଚନ୍ଦ୍ରପୁର ଗାଁର ଅମିତ୍ କୁମାର ପଲେଇ । ମାତ୍ର ୧୦ଟି ଘୁଷୁରୀରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ତାଙ୍କୁ ଲକ୍ଷପତି କରିଛି । ୬ ମାସ ତଳେ ଆରମ୍ଭ କରିଥିଲେ…

ପାକିସ୍ତାନରେ ବିସ୍ଫୋରଣରେ ୩୫ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ: ପାକିସ୍ତାନରେ ବିସ୍ଫୋରଣରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୨ ଶହରୁ ଅଧିକ ଏଥିରେ ଆହତ ହୋଇଛନ୍ତି । #UPDATE | At least 35 killed, 200 injured in suicide blast targeting JUI-F workers' convention in Bajaur, reports Pakistan's Geo English…

ଅସହିଷ୍ଣୁ ଆନ୍ଧ୍ର । ଓଡ଼ିଆ ଫଳକ ଓପାଡ଼ି ଦେଲେ ଆନ୍ଧ୍ର ବିଡ଼ିଓ । ତାତିଲେଣି କୋଟିଆ ବାସୀ

କନକ ବ୍ୟୂୁରୋ: ଓଡ଼ିଆ ଫଳକ ଓପାଡ଼ି ଦେଲେ ଆନ୍ଧ୍ର ବିଡ଼ିଓ । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର ନିକଟ ଅଲବ ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଫଳକକୁ ଓପାଡ଼ି ଦେଲେ ଆନ୍ଧ୍ର ଅଧିକାରୀ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେପଟେ ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି । ଯଦି…