Daily Archives

March 17, 2023

ମାର୍ଚ୍ଚ ୨୦ରୁ ଦୁଇ ଦିନିଆ ରଷିଆ ଗସ୍ତ କରିବେ ଚୀନ ରାଷ୍ଟ୍ରପତି । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ…

କନକ ବ୍ୟୁରୋ : ଯୁଦ୍ଧକୁ ପୂରିଛି ବର୍ଷେ । ଏହା ଭିତରେ ୧୨ ସୁତ୍ରୀ ଶାନ୍ତି ବାର୍ତା ନେଇ ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗ ରଷିଆ ଗସ୍ତ କରିବେ । ଏନେଇ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ…

ଆମେରିକା ପରେ ୟୁରୋପରେ ବି ବ୍ୟାଙ୍କିଙ୍ଗ ସଂକଟ, ଘାଟାରେ ପଡିଛି ଦ୍ୱିତୀୟ ବୃହତ କ୍ରେଡିଟ୍ ସୁଇଜ୍ ବ୍ୟାଙ୍କ

କନକ ବ୍ୟୁରୋ : ଆମେରିକା ପରେ ଏବେ ୟୁରୋପରେ ବ୍ୟାଙ୍କିଙ୍ଗ୍ ସେପ୍ଟରେ ଦେଖାଦେଇଛନ୍ତି ସଙ୍କଟ । ଆମେରିକାର ସିଲିକନ ଭାଲି ବ୍ୟାଙ୍କ ବୁଡିଯିବା ପରେ ୟୁରୋପର ଦ୍ୱିତୀୟ ବୃହତ କ୍ରେଡିଟ୍ ସୁଇଜ୍ ବ୍ୟାଙ୍କ ଘାଟାରେ ପଡିଯାଇଛି । ଏହି ବ୍ୟାଙ୍କର ସେୟାର ମୂଲ୍ୟ ୨୫ ପ୍ରତିଶତରୁ ଅଧିକ ଖସିଯାଇଥିବା ବେଳେ…

ପୁଣି ଲେଉଟିଲାଣି କରୋନା । ଦିନକରେ ପ୍ରାୟ ୮୦୦ ସଂକ୍ରମିତ ଚିହ୍ନଟ, ୬ ରାଜ୍ୟକୁ ଚିଠି ଲେଖି ସତର୍କ କଲା କେନ୍ଦ୍ର…

କନକ ବ୍ୟୁରୋ : ୪ ମାସର ବ୍ୟବଧାନ ପରେ ପୁଣି ବଢୁଛି କରୋନା ସଂକ୍ରମଣ । ମାର୍ଚ୍ଚ ଆରମ୍ଭରେ ଦୈନିକ ସଂକ୍ରମଣ ୨୦୦ ଥିବା ବେଳେ ଶୁକ୍ରବାର ଏହା ପ୍ରାୟ ୮୦୦ ଛୁଇଁଛି । ଶୁକ୍ରବାର ଚିହ୍ନଟ ହୋଇଥିବା ୭୯୬ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଯାଇଛି…

ସାହାଯ୍ୟ ଅପେକ୍ଷାରେ ମାମୁନି। ରୋଗ ଯନ୍ତ୍ରଣାରେ ବାପଘରେ ପଡିରହିଛନ୍ତି ମାମୁନି ଓଝା।

କନକ ବ୍ୟୁରୋ: ଆଖିରୁ ଲୁହ ଝରାଇ ବାହୁନି ବାହୁନି କାନ୍ଦୁଛି ମା’ । ନା ଚିକିତ୍ସା ପାଇଁ ଶାଶୂଘର ଲୋକ ସାହାଯ୍ୟ କରୁଛନ୍ତି ନା ବୋହୂକୁ ଟିକିଏ ଦେଖିବାକୁ ଆସୁଛନ୍ତି । ୭ ବର୍ଷର କୁନି ଛୁଆକୁ ମଧ୍ୟ ପାଖକୁ ଛାଡ଼ୁନାହାନ୍ତି । ରୋଗ ଯନ୍ତ୍ରଣାରେ ବାପଘରେ ପଡ଼ିରହିଛନ୍ତି ବରମୁଣ୍ଡା ବେହେରା ସାହି…

ଦୁନିଆ ଦେଖିବ ଦିବ୍ୟାଙ୍ଗ ଝିଅର ପ୍ରତିଭା। ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତାରେ ଖେଳିବେ କେନ୍ଦୁଝରର କୁନି ଝିଅ…

କନକ ବ୍ୟୁରୋ: ସାରା ଦୁନିଆ ଦେଖିବ ଦିବ୍ୟାଙ୍ଗ ଝିଅର ପ୍ରତିଭା । ଆସନ୍ତା ଅଗଷ୍ଟ ମାସରେ ନେପାଳରେ ହେବାକୁ ଥିବା ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରିକେଟ୍ ମ୍ୟାଚରେ ଭାରତରୁ ପ୍ରତିନିଧିତ୍ୱ କରିବେ କେନ୍ଦୁଝର ହାଟଡିହି ବ୍ଳକର ୧୩ ବର୍ଷିୟ କୁନି ଝିଅ ଝିଲି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

୫ ଅଭିଯୁକ୍ତଙ୍କ ସହ ୪୩ ଲକ୍ଷ ଟଙ୍କା ମୂଲ୍ୟର କସମେଟିକ୍ ସାମଗ୍ରୀ ଜବତ କଲା ପୋଲିସ। ରାମଗଡ଼ ସ୍ଥିତ ଆର୍ମି କ୍ୟାଣ୍ଟିନ…

କନକ ବ୍ୟୁରୋ: ହାତରେ ଶାବଳ, ଛୁରୀ ଧରି ଆସୁଥିଲେ, ଘର କାନ୍ଥ ତାଡୁଥିଲେ ଆଉ ମୁହଁରେ ମୁଖା ପିନ୍ଧି ଘଟଣାସ୍ଥଳରୁ ସହଜରେ ଖସି ଯାଉଥିଲେ । ଦୀର୍ଘ ଦିନ ହେବ ୪ଟି ଜିଲ୍ଲାରେ ଲୁଟର ସାମ୍ରାଜ୍ୟ ବିସ୍ତାର କରିଥିବା ୪ଜଣ ଲୁଟେରାକୁ ଗିରଫ କରିଛି ଉଦଳା ପୋଲିସ୍ । ସ୍ଥାନୀୟ ଥାନା ବରବାଡି କେନାଲ ଛକ…