Daily Archives

March 9, 2023

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେ କବିତାଙ୍କ ନାଁ । ପଢନ୍ତୁ, କଣ କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ ।

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ନେତା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହାଜର ହେବା ପାଇଁ ସମନ ପଠାଇଛି । ସେପଟେ କବିତା…

ଏଣିକି ଭିକ ମାଗିଲେ ହେବ ଜେଲ୍ । ମାର୍ଚ୍ଚ ୯ ତାରିଖରୁ ଲାଗୁ ହେବ ନିୟମ । ଜାଣନ୍ତୁ, କେଉଁଠି ଜାରି ହେଲା ଏମିତି…

କନକ ବ୍ୟୁରୋ: ଏଣିକି ଭିକ ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସହରର ମୁଖ୍ୟ ରାସ୍ତାରେ ହେଉ କିମ୍ବା ଗଳିକନ୍ଦିରେ ମଧ୍ୟ ଭିକ ମାଗିଲେ ହେବ ଜେଲ । ତେବେ ଏପରି ନିୟମ ଏବେ ମହାରାଷ୍ଟ୍ରର ବିଭିନ୍ନ ସହରରେ ମାର୍ଚ୍ଚ ୯ରୁ ୩୦ ଏପ୍ର୍ରିଲ ଯାଏଁ ଲାଗୁ ହେବ । ଭାରତର ଅଲଗା ଅଲଗା ସହରରେ ଜି-୨୦…

ମନୀଷ ସିସୋଦିଆଙ୍କୁ ନେଇ ଥମୁନି ବିବାଦ । ଜେଲ୍ ଭିତରେ ଥିବାବେଳେ, ଟ୍ୱିଟ୍ ବଢାଇଲା ଚର୍ଚ୍ଚା ।

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍ ନେତା ମନିଷ ସିସୋଦିଆଙ୍କୁ ନେଇ ଥମୁନି ରାଜନୈତିକ ବିବାଦ । ମନିଷ ସିସୋଦିଆ ଗିରଫ ହେବା ପରେ ଆମ ଆଦମି ପାର୍ଟି ଓ ବିଜେପି ପରସ୍ପର ଉପରେ ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛନ୍ତି । ତେବେ ବିଜେପି ପୁଣି ଥରେ ମନିଷ…

ବିଶ୍ୱ କିଡନୀ ଦିବସରେ ଉଦବେଗ: କିଡନୀ ରୋଗରେ ଆକ୍ରାନ୍ତ ଗୋଟିଏ ଗାଁ!

କନକ ବ୍ୟୁରୋ: ନୁଆଁଣିଆ ଭଙ୍ଗା ଚାଳଛପର ଘରେ ରହୁଥିବା ଏହି ଲୋକଙ୍କୁ ଦେଖନ୍ତୁ । ଅବୁଝା କାଗଜପତ୍ର ଭିତରୁ ମେଡିକାଲ ରିପୋର୍ଟକୁ ଖୋଜୁଥିବା ଏହି ମହିଳାଙ୍କ ଉପରେ ନଜର ପକାନ୍ତୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁଷିତ ପାଣି ଓ ଅପରିସ୍କାର ପରିବେଶ ଯୋଗୁଁ କିଡ୍ନୀ ରୋଗରେ ଆକ୍ରନ୍ତ ଗୋଟିଏ ଗାଁ ।…

ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ବଡ଼ ଆଶଙ୍କା । ବଢ଼ିପାରେ ଭାରତ-ପାକିସ୍ତାନ ଉତ୍ତେଜନା । ପୁଣି ସର୍ଜିକାଲ ଷ୍ଟ୍ରାଇକ…

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ବଡ଼ ଆଶଙ୍କା କରିଛି ଆମେରିକା ଗୁଇନ୍ଦା ରିପୋର୍ଟ । ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଏପରି ସ୍ଥିତିରେ ଯଦି ପାକିସ୍ତାନ ଭାରତରେ କୌଣସି ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର…

କ୍ରିକେଟ ପଡ଼ିଆରେ କୂଟନୀତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମ୍ୟାଚ୍ ଦେଖିବା ସହ ନେଲେ ସେଲଫି । ଖେଳାଳିଙ୍କ ସହ…

କନକ ବ୍ୟୁରୋ: ସେଲଫି ଉଠାଇଲେ, ଖେଳାଳିଙ୍କ ସହ ହାତ ମିଳାଇଲେ । ଷ୍ଟାଡିୟମ ପରିକ୍ରମା କରି ଦର୍ଶକଙ୍କ ଅଭିବାଦନ ସ୍ୱୀକାର କଲେ । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ କୁହାଯାଉଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ଯେଉଁଠାରେ ଭାରତର…