Daily Archives

March 5, 2023

ଇମ୍ରାନ ଖାନଙ୍କ ଉପରେ ଗିରଫଦାରୀ ସଙ୍କଟ! ଯେକୌଣସି ମୂହୁର୍ତ୍ତରେ ହୋଇପାରନ୍ତି ଗିରଫ ।

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ସଙ୍କଟ ପୁଣି ସରଗରମ ହୋଇଛି । ରବିବାର ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଥିଲା ଇସଲାମାବାଦ ପୁଲିସ । ହେଲେ ଇମ୍ରାନ ଘରେ ନଥିବାରୁ ପୁଲିସ ବାହାରେ ଅପେକ୍ଷା କରିଥିଲା । ପାକିସ୍ତାନ…

କୃଷ୍ଣପ୍ରସାଦ ଅଞ୍ଚଳର ସଫଳ ଚାଷୀ ସନ୍ୟାସୀ ତରେଇ ।ଚାଷ କାମ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ମିଳିଛି ସମ୍ମାନ

କନକ ବ୍ୟୁରୋ : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାଆର । ଏହି କାମରେ ନା କାହା ଉପରେ ନିର୍ଭର କରିବାକୁ ପଡ଼ିଥାଏ ନା କାହା ଅଧିନରେ କାମ କରିବାର ଚିନ୍ତା ଥାଏ । ନିଜ ସ୍ୱାଧୀନରେ ଦିନକୁ ମାତ୍ର ଦୁଇରୁ ୩ଘଂଟା ପରିଶ୍ରମ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କୃଷ୍ଣପ୍ରସାଦ…

ଭିସୁଟ ଛାତ୍ରୀଙ୍କ ମୃତ୍ୟୁ ଗୁମର: ସୁରାକ ପାଉନି କି ପୁଲିସ?

କନକ ବ୍ୟୁରୋ: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ବି ସମ୍ବଲପୁର ପୁଲିସର ହାତ ଖାଲି । ପାୱାର ଚ୍ୟାନେଲରୁ ମୃତଦେହ ଜବତ ପରଠୁ ପୁଲିସ ତନାଘନା ଚଲାଇଥିଲେ ବି ମୃତ୍ୟୁ ପଛର କାରଣ ଖୋଜି ବାହାର କରିପାରୁନାହିଁ । ଚିନ୍ମୟୀ ନିଜେ ପାୱାର ଚ୍ୟାନେଲକୁ ଡେଇଁପଡିଲେକି? ନା’…

ସାଇବର କ୍ରାଇମରେ ନାବାଳକ। ଜମତାରା ଷ୍ଟାଇଲରେ ବଡ ଠକେଇ।

କନକ ବ୍ୟୁରୋ: ଜମତାରା ଷ୍ଟାଇଲରେ ସାଇବର ମାୟାଜାଲରେ ନାବାଳକ । ନବରଙ୍ଗପୁରରେ ଚାଞ୍ଚଲ୍ୟ ଖେଳାଇଦେଇଛି ନାବାଳକର ସାଇବର କ୍ରାଇମ ଘଟଣା । ଆଉ ଏହି ସାଇବର କ୍ରାଇମର ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ ଖୋଦ ଜଣେ ନାବାଳକ ବୋଲି ଜଣାପଡିଛି । ପୁଲିସକୁ ଆଶ୍ଚର୍ଯ୍ୟ କରିଛି ନାବାଳକର ସାଇବର ଅପରାଧ ।…

ଜନ୍ମଦିନରେ ବିଜୁବାବୁଙ୍କ ଗାଁରେ ପୁତୁରା ପାଳିଲେ ଜୟନ୍ତୀ। ଆଜି ବି ଅବହେଳିତ ହୋଇପଡିରହିଛି ଗାଁ। 

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ର ନୂଆଗାଁ । ଏହି ଗାଁରେ କଟିଥିଲା ବିଜୁ ବାବୁଙ୍କ ପିଲାଦିନ । ବିଜୁ ବାବୁ ଯେତେବେଳେ ଗାଁକୁ ଆସୁଥିଲେ ଦୋଳିରେ ଖେଳୁଥିଲେ । କୂଅରୁ ପାଣି ବାହାର କରି ଗାଧୋଉଥିଲେ । ହେଲେ ବିଜୁବାବୁଙ୍କ ଗାଁ ଏବେ ଯେମିତି ଅଲୋଡ଼ା ହୋଇଯାଇଛି । ବିଜୁ ବାବୁଙ୍କ…