Daily Archives

March 2, 2023

ଭୁବନେଶ୍ୱରରେ ପହଞ୍ଚିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର: କାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା…

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର । ବର୍ତମାନ ଅଭିନେତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର କିମ୍ସ ଶବଗୃହକୁ ନିଆଯିବ । ଆସନ୍ତାକାଲି ଭୁବନେଶ୍ୱର ବାସଭବନରେ ଶେଷଦର୍ଶନ ପାଇଁ ରହିବ । ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ଗତକାଲି…

ସ୍କୁଲ ହତାରେ ଭଡ଼ା ଘର: ବେଆଇନ ଘରକୁ ଭଡ଼ାରେ ଦେଲେ ପାଚିକା, ଘରେ ଲାଗିଛି ‘ରାଜୀବ ଆବାସ ଯୋଜନା’ର ଟ୍ୟାଗ୍

କନକ ବ୍ୟୁରୋ: ସରକାରୀ ଜାଗାରେ ମିଳୁଛି ଘର ଭଡା । ତାହା ପୁଣି ବିଦ୍ୟାଳୟ ପରିସରରେ । ବେଡରୁମ, ଡ୍ରଇଂ ରୁମ, ଲ୍ୟାଟ୍ରିନ ସାଙ୍ଗକୁ ବଡ଼ ରୋଷେଇ ଘର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଘର ଉପରେ ଟିକେ ନଜର ପକାନ୍ତୁ । ଗୋଟିଏ ପଟେ ସ୍କୁଲର କ୍ଲାସ ରୁମ ତ’ ଅନ୍ୟପଟେ ଭଡାଟିଆଙ୍କ ଘର ।…

କାହିଁକି ଗାଁ ମୁହାଁ ହେଉଛନ୍ତି ବାଘ? ସୁନ୍ଦରଗଡ଼ ବେଲାଇବାହଲାରେ ବାଘ ଆତଙ୍କ ପରେ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ବଣରୁ ବାହାରି ଜନବସତିରେ ବାଘ । ରାଜ୍ୟର କେନ୍ଦୁଝର, ନୂଆପଡା, ସୁନ୍ଦରଗଡର ଏହି ୩ ଦୃଶ୍ୟ ବୟାନ କରୁଛି ଜଙ୍ଗଲରେ ରହୁଥିବା ବାଘ ଏବେ ଗାଁ ମୁହାଁ ହୋଇଛନ୍ତି । ବାଘ ଆତଙ୍କ ଯୋଗୁଁ ଭୟଭୀତ ହେଉଛନ୍ତି ଲୋକେ । ଆଉ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷଜ୍ଞ ମତରେ ବାଘ ଗାଁ…

ରାଜଧାନୀର ମହଙ୍ଗା ଫୁଲ! ୨୦୨୦-୨୧ରେ ଖର୍ଚ୍ଚ ପ୍ରାୟ ୩ କୋଟି

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଆପଣ ଫୁଲଗଛ ଦେଖିଥିବେ, ହୁଏତ ଜାଣିନଥିବେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି । ଭୁବନେଶ୍ୱର ସହରରେ ଲଗାଯାଇଥିବା ଫୁଲଗଛ ପାଇଁ କେତେ ଖର୍ଚ୍ଚ ହେଉଛି, ଏହାର ହିସାବ ଦେବା ପାଇଁ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଜେପି…

ଜୟଶଙ୍କରଙ୍କୁ ଭେଟିଲେ ଚୀନ ବୈଦେଶିକ ମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ଆଲୋଚନା।

କନକ ବ୍ୟୁରୋ: ଚୀନ୍ ସହ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ଆଉ ଏହାରି ଭିତରେ ଚୀନ୍ ବୈଦେଶିକ ମନ୍ତ୍ରୀ କିନ୍ ଗାଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଦିଲ୍ଲୀରେ ଆୟୋଜିତ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ହୋଇଛି ଏହି ଭେଟଘାଟ । ବୈଠକରେ ବିଭିନ୍ନ…