Daily Archives

March 11, 2023

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ସମୁଦ୍ରରେ ଫସିଛି ଶହ ଶହ ଜୀବନ: ଏବେ ସୁଦ୍ଧା ୭୫ଜଣଙ୍କ ମୃତ୍ୟୁ, ୨ଶହରୁ ଅଧିକ ନିଖୋଜ…

କନକ ବ୍ୟୁରୋ: ମଝି ସମୁଦ୍ରରେ ଫଶିଛି ଜୀବନ । ଇଟାଲୀ କ୍ରେଲୋବ୍ରିଏ ପ୍ରାନ୍ତରେ ଥିବା ସମୁଦ୍ର ଭିତରେ ଶହ ଶହ ସଂଖ୍ୟକ ପ୍ରବାସୀ ଫଶି ରହିଛନ୍ତି । ଇଟାଲୀ କୋଷ୍ଟଗାର୍ଡ ସେନା ଏମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଜାହଜରେ ଯାତ୍ରା କରି ପ୍ରବାସୀମାନେ ଦୁନିଆର ବିଭିନ୍ନ ସ୍ଥାନରୁ ୟୁରୋପକୁ…

ସରିଲା ଭାରତୀୟ ନୌସେନାର ସବୁଠୁ ବଡ ଯୁଦ୍ଧଭ୍ୟାସ: ୪ମାସ ଧରି ହିନ୍ଦ ମହାସାଗରେ ୩ ସେନାଙ୍କ ସହ ତଟରକ୍ଷୀବାହୀନି କରୁଥିଲେ…

କନକ ବ୍ୟୁରୋ: ସମୁଦ୍ର ଭିତରେ ଅଧିକ ମଜବୁତ ହେଉଛି ଭାରତୀୟ ନୌସେନା । ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତୀୟ ସେନା ହିନ୍ଦମହାସାଗରେ କରୁଥିବା ସବୁଠୁ ବିଶାଳ ଯୁଦ୍ଧଭ୍ୟାସ ଶେଷ ହୋଇଛି । ସମୁଦ୍ରସୀମାରେ ଶତ୍ରୁଙ୍କୁ କଡ଼ା ଜବାବ ଦେବାକୁ ରଣ ହୁଙ୍କାର ଭରିଛି ଭାରତୀୟ ସେନା । ୪ମାସ ଧରି…

ୟୁକ୍ରେନ-ଆମେରିକା ଉପରେ ଋଷର ନୂଆ ଅଭିଯୋଗ: ଋଷର ଦାବି, ଜୈବିକ ଅସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନ ଓ ଆମେରିକା…

କନକ ବ୍ୟୁରୋ: ଯୁଦ୍ଧ ଭିତରେ ୟୁକ୍ରେନ ଓ ଆମେରିକା ଉପରେ ସଂଗୀନ ଅଭିଯୋଗ ଆଣିଲା ରୁଷ । କିଛି ଦିନ ପୂର୍ବରୁ ରୁଷ ଅଭିଯୋଗ କରିଥିଲା ୟୁକ୍ରେନ ରାସାୟନିକ ଓ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛି । ଏହି ଘାତକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଆମେରିକା ଫଣ୍ଡିଙ୍ଗ କରୁଥିବା ଏବେ ନୂଆ ଅଭିଯୋଗ କରିଛି…

ଜିନପିଙ୍ଗ୍ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ବଢିଲା ତାଇୱାନର ଚିନ୍ତା: ତାଇପେଇର ସ୍ୱତନ୍ତ୍ରତା ଏବଂ ଆମେରିକାର…

କନକ ବ୍ୟୁରୋ: ଜିନପିଙ୍ଗ୍ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବା ପରେ ବେଜି ତାଇୱାନ ଉପରେ ଅଧିକ ଚାପ ପକାଇପାରେ । ଆବଶ୍ୟକ ସ୍ଥଳେ ସେନା ପଠାଇବା ସହ ଭେସେଲ ପଠାଇପାରେ । ଆକାଶମାର୍ଗରୁ କ୍ଷେପଣାସ୍ତ୍ର ମାଡ କରି ତାଇୱାନକୁ ନିଜ ଅକ୍ତିଆରକୁ ଆଣିପାରେ । ଏଭଳି କିଛି ରିପୋର୍ଟ କରିଛି…

ବିଶ୍ୱର ସବୁଠୁ ବଡ ବ୍ୟାଙ୍କିଂ ବିଫଳତା! ବନ୍ଦ ହୋଇଗଲା ସିଲିକନ ଭ୍ୟାଲି ବ୍ୟାଙ୍କ୍, ଚିନ୍ତାରେ ୧୭, ୫୦୦ କୋଟି ଗ୍ରାହକ

କନକ ବ୍ୟୁରୋ: ବଡ ବଡ ଟେକ୍ନୋଲୋଜି ଷ୍ଟାଟଅପ୍ଗୁଡିକୁ ଋଣ ପ୍ରଦାନ କରି ଚର୍ଚ୍ଚାକୁ ଆସିଥିବା ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ଶୁକ୍ରବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବ୍ୟାଙ୍କ ବନ୍ଦ ହେବା ଯୋଗୁ ସାରା ବିଶ୍ୱର ନିଜର ବ୍ରାଂଚ ଖୋଲିଥିବା ଏହି ବ୍ୟାଙ୍କର ପ୍ରାୟ ୧୭ ହଜାର ୫୦୦ କୋଟି…

ସସପେନ୍ସରେ ସତୀଶ କୌଶିକଙ୍କ ମୃତ୍ୟୁ: ମୃତ୍ୟୁର କାରଣ ହୃଦଘାତ ନା ଆଉ କିଛି? ସନ୍ଦେହ ବଢ଼ାଇଲା ଆପତିଜନକ ଔଷଧ

କନକ ବ୍ୟୁରୋ: ହୋଲିର ଠିକ ପରଦିନ ସକାଳୁ ବଲିଉଡରୁ ଆସିଥିଲା ଦୁଖଃଦ ଖବର । ହୃଦଘାତରେ ଜଣାଶୁଣା ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।ସୋସିଆଲ ମିଡିଆ ପୋଷ୍ଟଠୁ ନେଇ ସତୀଶଙ୍କୁ ଝୁରି ହୋଇଥିଲେ ବନ୍ଧୁ,ସମ୍ପର୍କୀୟ ଓ ପ୍ରଶଂସକ । ତେବେ ମୃତ୍ୟୁ ଘଟଣାକୁ…