Daily Archives

March 12, 2023

ରାଜ୍ୟରେ ବଢୁଛି ଥଣ୍ଡା,କାଶ, ଜ୍ୱର । ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ । ଚିଠି ଲେଖି ସତର୍କ କରାଇଲେ ଜନସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ରାଜ୍ୟରେ ଥଣ୍ଡା, କାଶ, ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୫୯ ଜଣ ଏଚ୍୩ଏନ୍୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି । ଏହି ଭୂତାଣୁରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ କିଛି ରାଜ୍ୟରେ କରୋନା ମାମଲାରେ ମଧ୍ୟ…

କୋହଲିଙ୍କ ଉପରେ ମହାକାଳଙ୍କ କୃପା! ୪୦ ମାସ ପରେ କୋହଲି ମାରିଲେ ‘ବିରାଟ’ ଶତକ

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷର ଲମ୍ବା ବ୍ୟବଧାନ ପରେ ବିରାଟଙ୍କ ବ୍ୟାଟରୁ ସେଞ୍ଜୁରୀ ଦେଖିବାକୁ ମିଳିଛି । ଟେଷ୍ଟରେ ବିରାଟ ବାରମ୍ବାର ବିଫଳ ହୋଇ ଫ୍ୟାନଙ୍କୁ ନିରାଶ କରି ଆସୁଥିଲେ । ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ନିଜ କମାଲ ଦେଖାଇଛନ୍ତି କୋହଲି । ସଫଳ ଶତକ ସହ କୋହଲି ଏହି…

ରାହୁଲଙ୍କୁ ମୋଦୀଙ୍କ ଟାର୍ଗେଟ । କହିଲେ ବିଦେଶରୁ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ କରୁଥିବା ଲୋକ ଦେଶର ମୂଲ୍ୟବୋଧ ପ୍ରତି…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ବିଦେଶରୁ କଡ଼ା ଟାର୍ଗେଟ କରିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ଲଜ୍ଜାର ବିଷୟ ଯେ, କିଛି ଲୋକ ଲଣ୍ଡନରୁ ଭାରତର…

ଓଡିଶାରେ ଏଚ୍୩ଏନ୍୨ ସଂକ୍ରମିତ । ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ସତର୍କ ରହିବାକୁ ଦେଲା ପରାମର୍ଶ ।

କନକ ବ୍ୟୁରୋ: ଓଡ଼ିଶାରେ ଏଚ୍୩ଏନ୍୨ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା ଓ ପ୍ରଚୁର ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ୍ ଭଳି ଇନଫ୍ଲୁଏଞ୍ଜା ସଂକ୍ରମଣ ନେଇ ଗାଇଡଲାଇନ୍ ପାଳନ…

ଯାତ୍ରାରେ ଅଶ୍ଳୀଳତା ବନ୍ଦ ପାଇଁ ନିର୍ଦ୍ଦେଶ ପରେ କେମିତି ଚାଲିଛି ଯାତ୍ରା? ସ୍ଥିତି ପରିଖିଲା କନକ ନ୍ୟୁଜ୍ ।

କନକ ବ୍ୟୁରୋ: କରୋନା କଟକଣା ହଟିବା ପରେ ଏବେ ଫୁଲଦମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତ୍ରା ପରିବେଷଣ ଚାଲିଛି । ଖଚାଖଚ୍ ଦର୍ଶକ ଆସୁଛନ୍ତି କିନ୍ତୁ ରାଜ୍ୟ ସରକାର ଅଶ୍ଲୀଳ ନୃତ୍ୟ ଓ ଦ୍ୱି-ଅର୍ଥବୋଧକ ଶଦ୍ଦ ଉପରେ କଟକଣା ଲଗାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଉସଫୁଲରେ ଚାଲିଛି ଯାତ୍ରା ।…

ରାୟଗଡ଼ା ଜିଲ୍ଲାରେ ଛେଳି ଓ ମାଛ ଚାଷ କରି ଲାଭବାନ ହେଉଛନ୍ତି ମହିଳା। ମିଶନ ଶକ୍ତି ସହାୟତାରେ ଦିଆଯାଉଛି ତାଲିମ।

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଧାରଣରେ ଆସୁଛି ସୁଧାର । ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ମହିଳାମାନେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ନୂଆ ନୂଆ ଚାଷ ଆପଣାଉଛନ୍ତି । ମାଛ ଚାଷ ଓ ଛେଳି ପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ…