Daily Archives

March 25, 2023

ଅନ୍ଧାର ହେଲା ସାରା ବିଶ୍ୱ, ଲିଭିଗଲା ଆଲୁଅ । ସବୁଠି ପାଳିତ ହେଉଛି ଆର୍ଥ ଆୱାର

କନକ ବ୍ୟୁରୋ: ପୃଥିବୀ ପାଇଁ ଗୋଟିଏ ଘଣ୍ଟା । ଅନ୍ଧାର ହେଇଗଲା ପୃଥିବୀ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେଉଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି…

ବଲାଙ୍ଗୀରରେ ରହିଛି କି ସୁନାଖଣି? ନଳକୂଅରୁ ହଳଦିଆ ରଙ୍ଗର ଧାତୁ କଣିକା ବାହାରିବା ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ବଲାଙ୍ଗୀରରେ ଅଛି କି ସୁନାଖଣି ? ଖପ୍ରାଖୋଲ ଥାନା ଅନ୍ତର୍ଗତ ଏକ ଗାଁର ନଳକୂଅରୁ ହଳଦିଆ ରଙ୍ଗର ଧାତୁ କଣିକା ମିଳିବା ପରେ ସୁନା ବାହାରିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ ଅଧିକାରୀ । ଆଉ ଏହାର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ଖଣି…

ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ ହେଲା ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ । ମହାପ୍ରଭୁଙ୍କ କାହାଣୀ ଦେଖିଲେ ଦିଲ୍ଲୀବାସୀ…

କନକ ବ୍ୟୁରୋ: ଓଡିଶା ମଞ୍ଚ ଜଗତରେ ଚହଳ ପକାଇଥିବା ବହୁଚର୍ଚ୍ଚିତ ନାଟକ ଆହେ ନୀଳଶଇଳ ପ୍ରଥମଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ ହୋଇଛି । ରେଡିଓ ଚକଲେଟ୍ ପ୍ରଡକ୍ସନ ଦ୍ୱାରା ପ୍ରାୟୋଜିତ ଏହି ନାଟକକୁ ନୂଆଦିଲ୍ଲୀ ଓଡିଆ ସମାଜ ପକ୍ଷରୁ ଆୟୋଜିତ ଓଡିଶା ପର୍ବ-୨୦୨୩ ଅବସରରେ ପରିବେଷଣ…

ନକଲି ସାର୍ଟିଫିକେଟ ଦେଇ ଅସଲି ଚାକିରି । ଧରାପଡ଼ିଲା ଜାଲିଆତି, ନକଲି ସାର୍ଟିଫିକେଟ ରାକେଟ୍ ଉପରେ ଚଡ଼କ

କନକ ବ୍ୟୁରୋ: ନକଲି ସାର୍ଟିଫିକେଟ୍ ଦେଇ ଅସଲି ଚାକିରି କରିଛନ୍ତି ଯୁବକ । ବଲାଙ୍ଗୀର ଡାକମଣ୍ଡଳ ଅଧୀନରେ ଚାକିରି କରିଥିବା ଏଭଳି ୫ ଜଣଙ୍କ ମୁଣ୍ଡରେ ଏବେ ଝୁଲୁଛି ଖଣ୍ଡା । ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ କିଛି ପୋଷ୍ଟ ଅଫିସ ଆସୁନଥିବା ବେଳେ ଆଉ କିଛି ଫେରାର୍ ହୋଇଯାଇଛନ୍ତି । ବଲାଙ୍ଗୀର…

ଦେଶରେ କାୟା ମେଲାଉଛି କରୋନା , ଗୋଟିଏ ଦିନରେ ୧୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ କାୟା ମେଲାଉଛି କରୋନା । ଦେଶରେ ଲଗାତାର ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଂଟାରେ ଦେଶରୁ ୧୫ ଶହ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ଗତ ୧୪୬ ଦିନ ମଧ୍ୟରେ ଶନିବାର ଦେଶରୁ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଶୁକ୍ରବାର ଏହି ସଂଖ୍ୟା ୧୨ ଶହ…

ରାଜଧାନୀରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ । ପ୍ରକୃତ ଜନଜାତିଙ୍କୁ ଚିହ୍ନଟ କରି ସଂରକ୍ଷଣ ସୁବିଧା ଦେବା ପାଇଁ ତେଜିଲା…

କନକ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଆଦିବାସୀ । ପ୍ରକୃତ ଜନଜାତିଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ଗର୍ଜିଛି ଜନଜାତି ସୁରକ୍ଷା ମଞ୍ଚ । ସେହିପରି ନିଜ ସ୍ୱାର୍ଥ ପାଇଁ ଧର୍ମ ପରିବର୍ତ୍ତନ କରୁଥିବା ଜନଜାତି ଲୋକଙ୍କୁ ସଂରକ୍ଷଣ ଓ ସୁବିଧା ନଦେବା ପାଇଁ…