Daily Archives

March 18, 2023

ତହସିଲ ଅଫିସ୍ ଦୌଡି ଦୌଡି ନିରାଶ ହେଲେ, ନିଜ ଦେହରେ ନିଆଁ ଲଗେଇ ଜୀବନ ହାରିଲେ । ଛାତି ଥରାଇଦେବ ଜଗଦୀଶଙ୍କ ଦୁଃଖ…

ଜଗଦୀଶ ଚୌହାନ ବୟସ: ୩୮ ବର୍ଷ ଘର: ନୂଆପଡ଼ା ଜିଲ୍ଲା କଲ୍ୟାଣପୁର ଗାଁ ମୃତ ଜଗଦୀଶ ଚୌହାନଙ୍କ ଦୁଃଖ କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରିଯିବ । ଜମି ଥିଲା ହେଲେ ବିକିବା ପାଇଁ ମିଳିଲାନି ଅନୁମତି । ଋଣ ଟଙ୍କା ପରିଶୋଧ କରି ନପାରିବାରୁ ମାନସିକ ଅବସାଦରେ ରହିଥିଲେ । ତହସିଲ ଅଫିସ…

କେତେ ଥର ହୃଦୟ ମୋ ଭାଙ୍ଗିବ କୁହ । ସାମ୍ନାକୁ ଆସିଲେ ଲୋକପ୍ରିୟ ଗାୟକ ରଞ୍ଜନ ଗାଆଣ । କହିଲେ ମୁଁ ଜୀବିତ ଅଛି…

କନକ ବ୍ୟୁରୋ: କେତେ ଥର ହୃଦୟ ମୋ ଭାଙ୍ଗିବ କୁହ । ଓଡିଆ ଆଲବମର ଏହି ବହୁ ଚର୍ଚ୍ଚିତ ଗୀତ ଗାଇଥିବା କଣ୍ଠଶିଳ୍ପୀ ରଞ୍ଜନ ଗାଆଣଙ୍କ ମୃତ୍ୟୁ ହୋଇଥିବା ଖବର ୧୦ ବର୍ଷ ଧରି ଶୁଣିବାକୁ ମିଳୁଥିଲା । ହେଲେ ଆଜି ସାମ୍ନାକୁ ଆସି ନିଜ ଦୁଃଖ ବଖାଣିଛନ୍ତି ରଞ୍ଜନ ଗାଆଣ । ଆଜିକୁ ପ୍ରାୟ ୧୦ ବର୍ଷ ତଳେ…

ଠକାମୀ ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱରର ଧୂର୍ତ୍ତ ଦମ୍ପତି । ନକଲି କାଗଜପତ୍ର ବଳରେ ଭଡ଼ା ଘର କବଜା କରିବାକୁ ଚଳାଇଥିଲେ…

କନକ ବ୍ୟୁରୋ: ଠକାମି ଅଭିଯୋଗରେ ଗିରଫ ହୋଇଛନ୍ତି ରାଜଧାନୀର ୪୨୦ ଦମ୍ପତି । ଘର ଭଡା ନେବା ପରେ ନକଲି ରେଜିଷ୍ଟ୍ରି ରେକର୍ଡ ବଳରେ କୋଟି କୋଟି ଟଙ୍କାର ଘରକୁ କବଜା କରିବାକୁ କରୁଥିଲେ ଉଦ୍ୟମ । ଏପରିକି ଘର ମାଲିକଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଛନ୍ଦିଥିଲେ ସନ୍ଦୀପ ପ୍ରସାଦ ଓ ତାଙ୍କ ସ୍ତ୍ରୀ…

ନବଙ୍କ ମୃତ୍ୟୁ ପରେ ଘୋଷଣା ହୋଇନି ଉପ-ନିର୍ବାଚନ । ହେଲେ ଝାରସୁଗୁଡ଼ା ବିଜୟ ପାଇଁ ଆରମ୍ଭ ହେଲାଣି ବିଜେଡି-ବିଜେପି କସରତ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗଡ଼ା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା-ଆଲୋଚନା ଭିତରେ, ନିଜ ନିଜ କସରତ ଆରମ୍ଭ କରିଦେଲେଣି ଉଭୟ ବିଜେଡି ଓ ବିଜେପି । ଗୋଟିଏ ପଟେ ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନତାଙ୍କ ମଧ୍ୟରେ…

ଟ୍ୱିଟର ରାସ୍ତାରେ ଇନଷ୍ଟାଗ୍ରାମ ଓ ଫେସବୁକ । ଏଣିକି ୟୁଜରର୍ସ ମାସିକ ଟଙ୍କା ଦେଇ ପାଇପାରିବେ ବ୍ଲୁ ଟିକ୍

କନକ ବ୍ୟୁରୋ : ଟ୍ୱିଟର ରାସ୍ତାରେ ଏଣିକି ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମ ଓ ଫେସବୁକ । ଇନଷ୍ଟାଗ୍ରାମ ଓ ଫେସବୁକ ୟୁଜର୍ସ ଏଣିକି ନିଦ୍ଧିଷ୍ଟ ଅର୍ଥ ପୈଠ କରି ନିଜ ପ୍ରୋଫାଇଲ୍ ପାଇଁ ବ୍ଲୁଟିକ୍ ମାର୍କ ନେଇପାରିବେ । ମେଟା ପକ୍ଷରୁ ଏହି ଘୋଷଣା କରାଯାଇଛି । ଯଦି ୟୁଜରର୍ସ ମୋବାଇଲରେ…