Daily Archives

March 22, 2023

ଶେଷ ଦିନିକିଆରେ ଭାରତ ୨୧ରନରେ ପରାସ୍ତ । ୨-୧ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ପରାସ୍ତ ହେଲା ଭାରତ । ଏହି ପରାଜୟ ସହ ଭାରତ ଅଷ୍ଟ୍ରେଲିଆ ନିକଟରୁ ୨-୧ରେ ସିରିଜ ହାରିଛି । ଚେନ୍ନାଇରେ ଖେଳାଯାଉଥିବ ଶେଷ ଦିନିକିଆରେ ଘରୋଇ ଦଳକୁ ୨୧ ରନରେ ମାତ୍ ଦେଇଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ପାଇଁ ଆଡାମ ଜାମ୍ପା ୪ ୱିକେଟ ନେଇ ଭାରତର ବିପର୍ଯ୍ୟୟରେ…

ସୋନପୁରରେ ଦୁର୍ଘଟଣାରେ ଗଲା ତିନି ଛାତ୍ରଙ୍କ ଜୀବନ। ଆସିଥିଲେ ପରୀକ୍ଷା ଦେବାକୁ, ଘରକୁ ଫେରିଲା ଶବ।

କନକ ବ୍ୟୁରୋ: ନିଜ ଛୁଆକୁ ହରାଇ କାନ୍ଦି କାନ୍ଦି ଲୋଟିପଡ଼ୁଛି ମାଆ । ପରିବାର ଠାରୁ ପଡୋଶୀ କାହା ଆଖିରୁ ଲୁହ ଶୁଖୁନାହିଁ । ଏପରି ହୃଦୟ ବିଦାରକ ଘଟଣା ଘଟିଛି ସୋନପୁର ଜିଲ୍ଲା ସଦର ବ୍ଲକସ୍ଥିତ ସରଧାପାଲି ବିଦ୍ୟାଳୟ ନିକଟରେ । ପିଲାଙ୍କୁ ପରୀକ୍ଷା ଦେବା ପାଇଁ ସକାଳୁ ଖୁସିରେ ବିଦା କରିଥିଲେ ।…

ଧରାପଡିଲା ଏସକର୍ଟ ସର୍ଭିସ ଠକ ଗ୍ୟାଙ୍ଗର ଲେଡି କିଙ୍ଗପିନ୍। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ବାନ୍ଧିଲା ସାଇବର ଥାନା…

କନକ ବ୍ୟୁରୋ: ମୁହଁ ଘୋଡାଇ ଯାଉଛନ୍ତି ଯୁବତୀ । ଯୁବତୀଙ୍କ ଜଣଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣଙ୍କ ଏସକର୍ଟ ସର୍ଭିସ୍ ଦେବା ନାଁରେ ଭୁବନେଶ୍ୱରରେ ଚାଲିଥିବା ଠକ ର୍ୟାକେଟର ଲେଡି କିଙ୍ଗପିନ୍ । ବେଶ୍ କିଛି ଦିନ ଚକମା ଦେବା ପରେ ଏବେ, ତାଙ୍କୁ ଭୁବନେଶ୍ୱର ନୟାପଲ୍ଲୀ…

୨୦୦୨ ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କୁ ମିଳିଲା ଆଶାର କିରଣ । ଛାଡ ପାଇଥିବା ଦୋଷୀଙ୍କ ବିରୋଧରେ…

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କୁ ମିଳିଲା ଆଶାର କିରଣ । ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୧୧ଜଣ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବା ଆଦେଶ ବିରୋଧରେ ବିଲକିସ ବାନୋ ଦାୟର କରିଥିବା ପିଟିସନର ଶୁଣାଣୀ ଲାଗି ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବା ପାଇଁ…

ନୂଆ ବିବାଦ ଭିତରେ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସରକାରୀ ଭଣ୍ଡାରରୁ ଦାମୀ ଉପହାର ହେରଫେରରେ…

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିଛା ଛାଡୁନି ବିବାଦ । ପୁଣି ଏକ ନୂଆ ବିବାଦ ଭିତରେ ଫଶିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ଥିବା ସମୟରେ ଆମେରିକାର ବିଦେଶୀ ଉପହାର ଭଣ୍ଡାରରେ ଥିବା ବହୁମୂଲ୍ୟ ଉପହାରକୁ ଟ୍ରମ୍ପ ବିକ୍ରି କରି ମୋଟା ଅଙ୍କର ଅର୍ଥ ନିଜ ନାଁରେ…