Daily Archives

March 8, 2023

୩ ପର୍ଯ୍ୟଟକ ଉଦ୍ଧାର, ଭିତର ସ୍ଥିତି ଆମ କଣ୍ଟ୍ରୋଲକୁ ଆସିଛି। ଆଉ କିଛି ସମୟ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ…

କନକ ବ୍ୟୁରୋ: ପୁରୀ ସମ୍ରାଟ କମ୍ପଲେକ୍ସରେ ନିଆଁ ଲାଗିବା ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରିରହିଛି । ଭିତରକୁ ଯାଇଥିବା ଅଗ୍ନିଶମ କର୍ମଚାରୀ କହିଛନ୍ତି ଭିତର ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଯେହେତୁ ଧୂଆଁ ଅଧିକ ଅଛି ଆମେ ଅଣନିଶ୍ୱାସୀ ହୋଇଗଲୁ । ଆମେ ଆଉ ମାତ୍ର କିଛି ସମୟ ମଧ୍ୟରେ ଯାଇ ନିଆଁକୁ…

ଅଗ୍ନିଶମବାହିନୀ ପାଇଁ ସୃଷ୍ଟି ହେଉଛି ବଡ ଚ୍ୟାଲେଞ୍ଜ। ସମ୍ରାଟ କମ୍ପଲେକ୍ସ ଭିତରେ ଏବେବି ଫସିରହିଛନ୍ତି କିଛି ପର୍ଯ୍ୟଟକ…

କନକ ବ୍ୟୁରୋ: ପୁରୀ ସମ୍ରାଟ କମ୍ପଲେକ୍ସରେ ନିଆଁ ଲାଗିବା ଘଟଣାରେ ସ୍ଥିତି ସଙ୍ଗୀନ ରହିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରିରହିଛି । ଦମକଳବାହିନୀର ୬ଟି ଗାଡି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିଲେ ବି ଲୋକଙ୍କୁ ଉଦ୍ଧାର କରାଯାଇପାରିନାହିଁ । ବର୍ତ୍ତମାନ ମଧ୍ୟ ଭିତରେ ଅନେକ…

ପର୍ବକୁ ପଛ କରି ରାସ୍ତାରେ ସାଇକେଲ ଗଡ଼ାଉଛନ୍ତି ସ୍ୱିଗି ବୟ। ହୋଲି ପାଇଁ କାମ ବନ୍ଦ କଲେ ଉପାସ ରହିବ ପେଟ।

କନକ ବ୍ୟୁରୋ: ହୋଲିର ଉତ୍ସାହ ନାହିଁ କି’ ରଙ୍ଗ ଖେଳୁ ନାହାଁନ୍ତି ବୋଲି ଦୁଃଖ ନାହିଁ । ପିଠିରେ ଖାଦ୍ୟ ବ୍ୟାଗ ଧରି ସାଇକେଲରେ ଆଗକୁ ବଢୁଛନ୍ତି ସଞ୍ଜୟ । ଯିବାକୁ ହେବ ଭୁବନେଶ୍ୱର ୟୁନିଟ-୪ରୁ ନୟାପଲ୍ଲୀ । ଠିକ୍ ସମୟରେ ଫୁଡ୍ ଡେଲିଭରି ନକଲେ ଅସୁବିଧା । ଫୁଡ୍ ଡେଲିଭରି ବୟ ସଞ୍ଜୟ ଭୋଇ,…

ପୁରୀ ସମ୍ରାଟ ମାର୍କେଟ କମ୍ପଲେକ୍ସରେ ଅଗ୍ନିକାଣ୍ଡ। ନିଆଁ ଲିଭାରେ ୬ଟି ଦମକଳ ଗାଡି ନିୟୋଜିତ।

କନକ ବ୍ୟୁରୋ: ପୁରୀ ବଡଦାଣ୍ଡରେ ନିଆଁ । ସମ୍ରାଟ ମାର୍କେଟ କମ୍ପଲେକ୍ସରେ ଅଗ୍ନିକାଣ୍ଡ ହୋଇଛି । ମରିଚକୋଟ ଛକରେ ଥିବା ଏହି ସ୍ଥାନରେ ନିଆଁ ଲାଗିଛି । ନିଆଁ ଲିଭାରେ ୬ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି ।…

ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା। ବିନା ବାଣରେ ହେଲା ଭୁଷଣ୍ଡପୁର ଦୋଳପର୍ବ ।

କନକ ବ୍ୟୁରୋ: ଟାଙ୍ଗୀ ଥାନା ଭୂଷଣ୍ଡପୁର ଅଘଟଣର ପ୍ରଭାବ ପଡିଛି । ଭୁଷଣ୍ଡପୁର ଦୋଳ ପଡ଼ିଆରେ ଦୋଳପର୍ବ ହୋଇଛି ସତ, କିନ୍ତୁ ସେ ଉତ୍ସାହ ନାହିଁ କି ସେ ଉକ୍ରଣ୍ଠା ନାହିଁ । ବାଣ ଭିଡ଼ା ବେଳେ ଘଟିଯାଇଥିବା ଅଘଟଣ, ଲୋକଙ୍କ ମୁହଁରୁ ଖୁସି ଛଡ଼ାଇ ନେଇଛି । ଖାଁ ଖାଁ ଲାଗୁଛି, ଦୋଳ ପଡ଼ିଆ । ଆସ୍ଥାନ…

ପଶ୍ଚିମା ଝଡ଼ ପ୍ରଭାବରେ ୨ ଦିନ ବର୍ଷା ସମ୍ଭାବନା। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ।

କନକ ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ୁଥିବା ବେଳେ ଆସିଛି ଆଶ୍ୱସ୍ତିକର ଖବର । ପଶ୍ଚିମା ଝଡ଼ ପ୍ରଭାବରେ ୨ ଦିନ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାର୍ଚ୍ଚ ୯…