Daily Archives

March 20, 2023

ଭୁବନେଶ୍ୱର କଳ୍ପନା ଛକ ପେଟ୍ରୋଲ ପମ୍ପରେ ବୁଲିଲା ମାରଣାସ୍ତ୍ର: ତେଲ ପକାଇବାକୁ ନେଇ କର୍ମଚାରୀଙ୍କ ସହ ବଚସା

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ବୁଲିଲା ଫାର୍ସା । ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି କିଛି ଯୁବକ । ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀଙ୍କ ସହ ବଚସା ହୋଇଥିଲା । ଏହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ୩ ଜଣ ଯୁବକ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ…

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଉତେଜନା: ଠିକାଦାରଙ୍କ ସହ ଛାତ୍ରଙ୍କ ମାରପିଟ୍ କାରଣରୁ ଅସନ୍ତୋଷ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଉତେଜନା । ହଷ୍ଟେଲ ସାମ୍ନାରେ ଧାରଣାରେ ବସିଛନ୍ତି ଛାତ୍ର । ସୂଚନା ଅନୁସାରେ, ଡିଡିସି ପ୍ରେସ ବିଲ୍ଡିଂ ପାଖରେ ନିମ୍ନମାନର କାମକୁ ନେଇ ଠିକାଦାର ଓ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ନିମ୍ନମାନର କାମକୁ ନେଇ ଛାତ୍ରମାନେ ପ୍ରଶ୍ନ…

ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ଫୁମିୟୋ କାସିଦା।

କନକ ବ୍ୟୁରୋ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିିଦା ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ଅବସରରେ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ରାଜଘାଟ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକ ଜାପାନ…

କର୍ଣ୍ଣାଟକରେ ରାହୁଲଙ୍କ ଯୁବ କ୍ରାନ୍ତି ସମାବେଶ। ସରକାର ଆସିଲେ ପ୍ରତି ସ୍ନାତକଙ୍କୁ ମିଳିବ ମାସକୁ ତିନି ହଜାର।

କନକ ବ୍ୟୁରୋ: କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏପରି ଘୋଷଣା କରିଛନ୍ତି । ରାହୁଲ ଗାନ୍ଧୀ ସୋମବାର କର୍ଣ୍ଣାଟକର ବେଲଗାବିର…

ସଂସଦରେ ଥମୁନି ଆଦାନୀ ଝଡ଼। ଜେପିସି ତଦନ୍ତ ଜିଦରେ ବିରୋଧୀ, ଅଧାରୁ ବନ୍ଦ ହେଲା ଗୃହକାର୍ଯ୍ୟ।

କନକ ବ୍ୟୁରୋ: ଚଳିତ ସପ୍ତାହର ପ୍ରଥମ ଦିନରୁ ଅଚଳ ହୋଇଛି ସଂସଦର ଉଭୟ ଗୃହ । ଆଦାନୀ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ବିରୋଧୀ । ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳ ଗୁଡିକ ଆଦାନୀ ମାମଲାରେ ଜେପିସି ଗଠନ ଦାବି ନେଇ ହଟଗୋଳ କରିଛନ୍ତି । ପ୍ରଥମେ ଦିିନ ୨ଟା…

ପୁଣି ସକ୍ରିୟ ଲରେନ୍ସ ବିଷ୍ଣୋଇ। ସଲମାନଙ୍କୁ ଦେଲା ହତ୍ୟା ଧମକ।

କନକ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଅଭିନେତା ସୁପରଷ୍ଟାର ସଲମାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ପୂର୍ବରୁ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ମିଳିଥିବାବେଳେ ଏବେ ପୁଣି ଥରେ ତାଙ୍କୁ ହତ୍ୟା ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଏକ ଇ-ମେଲ ଯୋଗେ ତାଙ୍କୁ ଜୀବନରୁ ମାରିଦେବାକୁ…