Daily Archives

March 14, 2023

ଚପଳା ପାଉଣ୍ଡେସନ ଦ୍ୱାରା ‘ମାନବ ବନ୍ଧୁ ସମ୍ମାନ’ ପ୍ରଦାନ । ଦୁଇଟି ଜନହିତକର କାର୍ଯ୍ୟକ୍ରମର ପରିକଳ୍ପନା ।

କନକ ବ୍ୟୁରୋ: ଜୟଦେବ ଭବନ ଠାରେ "ଚପଳା ଫାଉଣ୍ଡେସନ" ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଯାଇଛି "ମାନବ ବନ୍ଧୁ ସମ୍ମାନ" କାର୍ଯ୍ୟକ୍ରମ । ଏହି ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ଦୂରଦର୍ଶୀ ସମ୍ପାଦକ…

ଶିକ୍ଷକଙ୍କୁ ଲୋୟର ପିଏମଜିରେ ଧାରଣା ମନା: ଲୋୟର ପିଏମଜିରେ ଧାରଣା ପାଇଁ ମିଳିଲାନି ଅନୁମତି

କନକ ବ୍ୟୁରୋ: ଆସନ୍ତାକାଲି ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା ପ୍ରସଙ୍ଗ । ଲୋୟର ପିଏମଜିରେ ଧାରଣା ପାଇଁ ମିଳିଲାନି ଅନୁମତି । ଧାରଣା ପାଇଁ ଅନୁମତି ଦେବାକୁ ମନାକଲା କମିଶନରେଟ ପୋଲିସ । ୪୦ ହଜାରରୁ ଅଧିକ ଶିକ୍ଷକ ଧାରଣା ଦେବା ଆଶଙ୍କା ଥିବାରୁ ନିଆଗଲା ନିଷ୍ପତ୍ତି । ଧାରଣା ଦେଲେ…

ବିଶ୍ୱର ୫୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ ସହର: ସ୍ୱିଜରଲ୍ୟାଣ୍ଡର ଆଇକ୍ୟୁ ଏୟାର ପକ୍ଷରୁ ଜାରି ହେଲା ରିପୋର୍ଟ

କନକ ବ୍ୟୁରୋ: ଜାରି ହୋଇଛି ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶର ତାଲିକା । ସ୍ୱିଜରଲ୍ୟାଣ୍ଡର ଆଇକ୍ୟୁ ଏୟାର ପକ୍ଷରୁ ଜାରି ହୋଇଛି ଏହି ତାଲିକା । ଏଥିରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଆଉ ଦିଲ୍ଲୀ ଭାରତର ସବୁଠାରୁ ପ୍ରଦୂଷିତ ସହର ଭାବେ ସ୍ଥାନ ପାଇଛି । ଭାରତୀୟ ସହର ଗୁଡ଼ିକରେ ପାର୍ଟିକୁଲେଟ…

ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ: ଲାହୋରରେ ପହଁଚିଲା ଇସଲାମାବାଦ ପୁଲିସ

କନକ ବ୍ୟୁରୋ: କୌଣସି ସମୟରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଷଖାନ୍ନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ ଓ ତାଙ୍କୁ ମାର୍ଚ୍ଚ ୨୯ ସୁଦ୍ଧା ଗିରଫ କରି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସଲାମାବାଦ ପୁଲିସ ।…

ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲା: କେନ୍ଦ୍ରକୁ ‘ସୁପ୍ରିମ୍’ ଝଟକା, ପୀଡ଼ିତଙ୍କୁ ଅତିରିକ୍ତ ସହାୟତା ଆବେଦନ ଖାରଜ

କନକ ବ୍ୟୁରୋ: ୧୯୮୪ ମସିହାର ବହୁଚର୍ଚିତ ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲାରେ ପୀଡିତ ଓ କେନ୍ଦ୍ରସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା । ସବୋର୍ଚ୍ଚ ନ୍ୟାୟାଳୟର ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ବଡ ଶୁଣାଣି କରିଛନ୍ତି । ୨୦୧୦ ମସିହାରେ କେନ୍ଦ୍ର ସରକାରଙ୍କ…

ଆଦାନୀ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଲେ ବିରୋଧୀ: ଜେପିସି ତଦନ୍ତ ଦାବିରେ ଜିଦରେ ଅଟଳ ବିରୋଧୀ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଆଦାନୀ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିଛନ୍ତି ବିରୋଧୀ । ବିରୋଧୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି । ବିରୋଧକୁ ଜୋରଦାର କରିବା ପାଇଁ କଂଗ୍ରେସ ଆଂଚଳିକ ଦଳଗୁଡ଼ିକୁ ଡାକରା…