Daily Archives

March 23, 2023

ତରଳୁଛି ଆଣ୍ଟାର୍କଟିକାର ବରଫ ଚାଦର: ବୁଡି ଯିବକି ସାରା ବିଶ୍ୱର ଉପକୂଳ ଅଞ୍ଚଳ?

କନକ ବ୍ୟୁରୋ: ସାରା ବିଶ୍ୱ ଉପରେ ମାଡି ଆସୁଛି ବଡ ବିପଦ । ହଜାର ହଜାର ବର୍ଷ ଧରି ଆଂଟାର୍କଟିକାରେ ଜମି ରହିଥିବା ବରଫର ଚାଦର ଏବେ ତରଳିବାରେ ଲାଗିଛି । ‘ସ୍ଲିପିଂ ଜାଏଂଟ୍’ ବୋଲାଉଥିବା ପୂର୍ବ ଆଂଟାର୍କଟିକ୍ ବରଫ ଚାଦର ଦ୍ରୁତ ଗତିରେ ତରଳିବା ସାରା ବିଶ୍ୱ ପାଇଁ ସତର୍କ ଘଂଟି । ପ୍ରକୃତି ସହ…

ଆଜେକ୍ସ ମୃତ୍ୟୁ ପରେ ଆସୁଛି ନୂଆ ନୂଆ ରହସ୍ୟ । ଆତ୍ମହତ୍ୟା ପୂର୍ବରୁ ଭଉଣୀଙ୍କୁ ଦେଇଥିଲେ ଏଟିଏମ ଓ ଆଇଫୋନର ପାସୱାର୍ଡ ।

କନକ ବ୍ୟୁରୋ: ଆତ୍ମହତ୍ୟା ପାଇଁ ମନସ୍ଥ କରିନେଇଥିଲେ ଆଜେକ୍ସ ! ମୃତ୍ୟୁ ପୂର୍ବରୁ ଉଭଣୀକୁ ଦେଇଥିଲେ ପାସୱାର୍ଡ । ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ନେଇ ଧୀରେ ଧୀରେ ହଟୁଛି ପରଦା । ଚର୍ତୁକୋଣୀୟ ପ୍ରେମ ପାଇଁ ସୃଷ୍ଟି ଫାଟ ହିଁ ଆଜେକ୍ସ ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଧିରେ…

ମୂଷା ଧରିବାକୁ ଗର୍ଭଗୃହରେ ରଖାଗଲା ଗୁଡ ମାଠିଆ: ପଡିଲାନି ମୂଷା, ଆସିବ ବଡ ମାଠିଆ

କନକ ବ୍ୟୁରୋ: ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢାଇଛି । ଆଉ ଏବାର ନିରାକରଣ ପାଇଁ ଉଦ୍ୟମ ଆରମ୍ଭ କରଛି ପ୍ରଶାସନ । ଆଉ ମୂଷା ନିରାକରଣ ପାଇଁ କୁଡୁଆ ଓ ପଲମ ବଦଳରେ ରଖାଯାଇଛି ଗୁଡ ମାଠିଆ । ତଳଛୁ ସେବାୟତ ବ୍ରହ୍ମପୁର କୁମ୍ଭାରଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର…

୨୦୨୪ ନିର୍ବାଚନ ଲଢ଼ି ପାରିବେନି ରାହୁଲ? ବିବାଦୀୟ ବୟାନ ବଢ଼ାଇଲା ଅଡୁଆ, ଜେଲ ଦଣ୍ଡାଦେଶ ପରେ ପାଇଲେ ବେଲ

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ମାମଲା, କୋର୍ଟରେ ପହଂଚିବା ପରେ ହାଜର ହୋଇଛନ୍ତି ରାହୁଲ । ୪ ବର୍ଷ ତଳର ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ, ୨ ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି କୋର୍ଟ । ଅବଶ୍ୟ ରାହୁଲ ଗାନ୍ଧୀଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ…

ଆସୁଛି ଆଉ ଏକ ପଶ୍ଚିମାଝଡ: ୨୭ରୁ ଉପକୂଳର ୧୧ ଜିଲ୍ଲା ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବଢ଼ିପାରେ ବର୍ଷାର ପରିମାଣ

କନକ ବ୍ୟୁରୋ: ଗୋଟିଏ ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବହୁ କ୍ଷତି ଘଟାଇବା ପରେ, ପାଣିପାଗ ବିଭାଗର ଆକଳନ ଚିନ୍ତା ବଢ଼ାଇ ଦେଇଛି । ଆକଳନ ଅନୁସାରେ ଆସୁଛି ଆଉ ଏକ ପଶ୍ଚିମାଝଡ । ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡ-ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବାର…

ପୁଣି ଇଣ୍ଡିଗୋ ବିମାନ ଭିତରେ ବିଭ୍ରାଟ, ମଦ୍ୟପାନ କରି କର୍ମଚାରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା

କନକ ବ୍ୟୁରୋ : ବିମାନରେ ମଦ ପିଇ ବିମାନ କର୍ମଚାରୀଙ୍କୁ ଗାଳି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ଦୁବାଇରୁ ମୁମ୍ବାଇ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଯାତ୍ରୀ ଦୁଇ ଜଣ ମଦ ପିଉଥିଲେ । ବିମାନ କମଚାରୀ ତାଙ୍କୁ ସେଠାରେ ମଦ ପିଇବାକୁ ବାରଣ କରିଥିଲେ ମଧ୍ୟ ସେମାନେ…