Daily Archives

March 4, 2023

ହ୍ୱାଇଟ ହାଉସ ଡାକ୍ତର କୋବିନ ଓ କର୍ଣ୍ଣରଙ୍କ ସୂଚନା, ଚର୍ମ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଆମେରିକା…

କନକ ବ୍ୟୁରୋ : ପୁରା ଫିଟ୍ ଅଛନ୍ତି ଜୋ ବାଇଡେନ୍ । ଆମେରିକାର ରାଷ୍ଟ୍ରପତି ବାଇଡେନ ଚର୍ମ କର୍କଟରେ ପୀଡିତ ଥିବା ବେଳେ ସର୍ଜରୀ ପରେ ଏବେ ସୁସ୍ଥ ହୋଇଛନ୍ତି । ହ୍ୱାଇଟ ହାଉସର ଡାକ୍ତର କେବିନ୍ ଓ କନର’ ତାଙ୍କର ଚିକିତ୍ସା କରୁଥିଲେ । ଚର୍ମରେ କିଛି କ୍ଷତ ଦେଖାଯିବା ପରେ ବାଇଡେନ ଚିକିତ୍ସା…

ପ୍ରବଳ ବରଫ ଝଡ଼ ମାଡରେ ଅସ୍ତବ୍ୟସ୍ତ ହୋଇପଡିଛି କାଲିଫର୍ଣ୍ଣିଆ, ୩ ସହରରେ ଏମରଜେନ୍ସି ଘୋଷଣା

କନକ ବ୍ୟୁରୋ : ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ । ଝଡରେ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ…

ଦେଶରେ ବଢ଼ୁଛି ଥଣ୍ଡା,କାଶ ଜରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା । ଆଡଭାଇଜରୀ ଜାରି କଲା ଆଇସିଏମଆର

କନକ ବ୍ୟୁରୋ : ବର୍ତମାନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଲାଗି ରହିଛି ଥଣ୍ଡା, ଜ୍ୱର,କାଶ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ଭିତରେ ଆଜି କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି । ଆଇସିଏମଆର ଆଡଭାଇଜରୀ ଜାରି କରି କହିଛି ଯେ ଦେଶରେ ଜର ଓ ଫ୍ଲୁ ମାମଲା…

କମ୍ପ୍ୟୁଟର, ଲାପଟପ୍, ଓ ମୋବାଇଲକୁ ସାବଧାନ। ଦୀର୍ଘ ସମୟ ଦେଖୁଥିଲେ ଆଖି ପାଇଁ ବଡ଼ ବିପଦ।

କନକ ବ୍ୟୁରୋ: ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସୁଥିଲେ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ଆଖି ପାଇଁ ଆଣିପାରେ ବଡ ବିପଦ । ଛାତ୍ରଛାତ୍ରୀ ଓ ଆଇଟି କ୍ଷେତ୍ରର କର୍ମଜୀବୀମାନେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହିଥାନ୍ତି । ତେଣୁ ଅଜାଣତରେ ସେମାନେ କିଭଳି…