Daily Archives

March 30, 2023

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିନେତା ସଲମାନ ଖାନଙ୍କୁ ଆଶ୍ୱସ୍ତି । ଅଭିଯୋଗକାରୀଙ୍କ ପିଟିସନ ଖାରଜ କଲେ…

କନକ ବ୍ୟୁରୋ : ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ୨୦୧୯ରେ ହୋଇଥିବା ଏକ ପିଟିସନ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି । ସଲମାନ ଖାନଙ୍କ ବ୍ୟତୀତ ତାଙ୍କ ଅଙ୍ଗରକ୍ଷୀ ନବାବ ଶେଖଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ତେବେ ସୂଚନା ଅନୁଯାୟୀ, ଜଣେ…

ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ବିରୋଧରେ ଅପପ୍ରଚାର । ଭାରତରେ ଆଉ ଖୋଲିବନି ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟ

କନକ ବ୍ୟୁରୋ : ଭାରତରେ ଆଉ ଖୋଲିବନି ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟ । ପାକିସ୍ତାନ ସରକାର ଓ ତାଙ୍କ ଅଧିକାରୀଙ୍କ ଟ୍ୱିଟର ହ୍ୟାଣ୍ଡଲକୁ ଭାରତରେ ବ୍ୟାନ କରାଯାଇଛି । ରିପୋର୍ଟ ମୁତାବକ ନ୍ୟାୟିକ ଭିତିରେ ଟ୍ୱିଟର ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ଭାରତରେ ପାକିସ୍ତାନ…

ଯୁଦ୍ଧ ଭିତରେ ପାଦେ ଆଗେଇଲା ରୁଷିଆ, ଆରମ୍ଭ କଲା ବାଲେଷ୍ଟିକ ମିସାଇଲ ସହ ଯୁଦ୍ଧାଭ୍ୟାସ । ମସ୍କୋର ୩ଟି ଗୁପ୍ତ ସ୍ଥାନରେ…

କନକ ବ୍ୟୁରୋ : ୟୁକ୍ରେନ-ରୁଷିଆ ଯୁଦ୍ଧ ଭିତରେ ଆସିଛି ବଡ଼ ଖବର । ତାଜା ସୂଚନା ଅନୁସାରେ ରୁଷ ଆରମ୍ଭ କରିଛି ପରମାଣୁ ହତିଆର ସହ ସମରଭ୍ୟାସ । ମସ୍କୋର ନିକଟରେ ଥିବା ଏକ ଦ୍ୱୀପରେ କ୍ରେମଲିନ ଆନ୍ତମହାଦେଶୀୟ ବାଲେଷ୍ଟିକ ମିସାଇଲ ପ୍ରଣାଣୀ ଓ ହଜାର ସଂଖ୍ୟକ ସୈନିକଙ୍କୁ ନେଇ ଶକ୍ତିପ୍ରଦର୍ଶନ କରୁଛି…

ଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ । କୋର୍ଟ କହିଲେ ଯେତେବେଳେ ରାଜନେତା ଧର୍ମର ବ୍ୟବହାର ବନ୍ଦ କରିବେ ସେବେ…

କନକ ବ୍ୟୁରୋ : ଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ । ହେଟସ୍ପିଚ୍ ବନ୍ଦ ପାଇଁ ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ । ଯେତେବେଳେ ରାଜନେତା ଧର୍ମର ବ୍ୟବହାର ବନ୍ଦ କରିବେ ସେବେ ଘୃଣା ଭାଷଣ ବନ୍ଦ ହୋଇଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏକ ଘୃଣା ଭାଷଣ ମାମଲାର ଶୁଣାଣି କରି…

ପ୍ରଦୂଷଣ କମାଉଛି ପୁରୁଷଙ୍କ ପ୍ରଜନନ କ୍ଷମତା। ଶୁକ୍ରାଣୁର ମାନ ଉପରେ ପକାଉଛି କୁପ୍ରଭାବ।

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ପ୍ରଦୂଷଣ । କେଉଁଠି କଳ କାରଖାନାରୁ ନିର୍ଗତ ହେଉଛି ବିଷାକ୍ତ ଧୂଆଁ ତ ପୁଣି କେଉଁଠି ପାଣି ହେଉଛି ପ୍ରଦୁଷିତ । ତେବେ ଏହି ପ୍ରଦୂଷଣ କେବଳ ଶ୍ୱାସକ୍ରିୟା ଜନିତ ସମସ୍ୟା କିମ୍ବା ସ୍ୱାସ୍ଥ୍ୟଗତ ସୃଷ୍ଟି କରୁନାହିଁ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ…

ମଣିଷର କାମ କରୁଛି ମେସିନ୍। କାମ ଛଡ଼ାଇ ନେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ!

କନକ ବ୍ୟୁରୋ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଏହାକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଏକ ନୂଆ ବିତର୍କ । ଏହି ଆର୍ଟିଫିସିଆଲର ଇଣ୍ଟେଲିଜେନ୍ସକୁ ନେଇ ପରୀକ୍ଷାନିରୀକ୍ଷା ବନ୍ଦ କରାନଗଲେ ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ଏକ ବଡ ବିପଦ ଆଣିଦେଇପାରେ । ଟେସ୍ଲା…