Daily Archives

March 10, 2023

ଖୁବଶୀଘ୍ର ଆସିବ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ୍ । ଚଳିତ ଅଧିବେଶନରେ ବିଲ୍ ଆଗତ ପାଇଁ ହାଇକୋର୍ଟ ଦେଇଥିଲେ…

କନକ ବ୍ୟୁରୋ: ଆପାର୍ଟମେଣ୍ଟ କିଣୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଖୁବଶୀଘ୍ର ଆସିବାକୁ ଯାଉଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍-୨୦୨୩ । ଏହାକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ଏହି ବିଲ୍ ଅନୁସାରେ ପ୍ରଥମ ସେଲ୍ ଡିଡ୍ ପୂର୍ବରୁ ଆଲଟିଜ୍ ଆସୋସିଏସନ୍ ବା ଆପାର୍ଟମେଣ୍ଟ…

ଜୟପୁରରେ OKCL ଭ୍ରାମ୍ୟମାଣ ରଥର ଶୁଭାରମ୍ଭ । କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କମ୍ପ୍ୟୁଟର ଶିକ୍ଷା ବିଷୟରେ…

କନକ ବ୍ୟୁରୋ: ଆଜି ଜୟପୁର ସହରର ଗୁପ୍ତେଶ୍ୱର କମ୍ପ୍ଲେକ୍ସ ଠାରେ ଥିବା OKCL କାର୍ଯ୍ୟାଳୟ ପରିସରରୁ ଭ୍ରାମ୍ୟମାଣ ରଥ ବାହାରିଥିଲା। ଏହି ରଥକୁ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ OKCL ର ଜିଲ୍ଲା ଅଧିକାରୀ ଶଶାଙ୍କ…

ମାଓବାଦୀଙ୍କ ମା’ର କୋକେଇକୁ କାନ୍ଧ ଦେଲେ ପୋଲିସ ଅଫିସର । ମଶାଣୀ ନେଇ କଲେ ଶବସତ୍କାର ।

କନକ ବ୍ୟୁରୋ: ପୁଅର ଫେରିବା ବାଟକୁ ଚାହିଁ ଚାହିଁ, ଜନ୍ମକଲା ମା’ର କୋକେଇ ଶ୍ମଶାନ ଆଡକୁ ଆଗେଇ ଚାଲିଛି । ପୁଅ ବାଛି ନେଇଥିବା ହିଂସାର ବାଟ, ମା’ଶବକୁ ଶ୍ମଶାନ ଆଡକୁ ବାଟେଇ ନେବାର ରାସ୍ତା ସବୁଦିନ ପାଇଁ ବନ୍ଦ କରିଦେଇଛି । ଆଉ ଏଭଳି ସ୍ଥିତିରେ ପୁଅ ହୋଇ ଜଣେ ମାଓବାଦୀଙ୍କ ମା’ର କୋକେଇକୁ…

ଶାଶୂ ଓ ସ୍ତ୍ରୀଙ୍କ ଅତ୍ୟାଚାରରେ ଅତିଷ୍ଠ । ବେକରେ ରଶି ଦେଇ ଝୁଲିପଡିଲେ ଜ୍ୱାଇଁ । ବାପା-ମାଆଙ୍କୁ ମାଗିଲେ କ୍ଷମା,…

କନକ ବ୍ୟୁରୋ: ଅନେକ ସମୟରେ ଆପଣ ଶୁଣିଥିବେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନିର୍ଯାତନା ସହି ନପାରି ବୋହୁ ଆତ୍ମହତ୍ୟା କରିବାର ଖବର । କିନ୍ତୁ ସ୍ତ୍ରୀ ଓ ଶାଶୁଙ୍କ ନିର୍ଯାତନା ସହି ନପାରି ସ୍ୱାମୀ ଆତ୍ମହତ୍ୟା କରିବା ଖବର ହୁଏତ କମ୍ ଶୁଣିଥିବେ । ହେଲେ, ଠିକ୍ ସେମିତି ସ୍ତ୍ରୀ ଓ ଶାଶୁଙ୍କ…

ଓଡ଼ିଶାରେ ସନ୍ଦିଗ୍ଧ ପାରାକୁ ନେଇ ବଢ଼ିଲା ଆଶଙ୍କା । ଭାରତରେ ଗୁଇନ୍ଦାଗିରି କରୁଛି କି ଡ୍ରାଗନ ? ସିଏଫଏସଏଲରେ ହୋଇପାରେ…

କନକ ବ୍ୟୁରୋ: କିଛି ଦିନ ତଳେ ଆମେରିକା ଆକାଶରେ ଚୀନର ଗୁଇନ୍ଦା ବେଲୁନ୍ ଦେଖିବାକୁ ମିଳିଥିଲା । ଯାହାକୁ ପରବର୍ତ୍ତର୍ ସମୟରେ ଖସାଇ ଦେଇଥିଲା ଆମେରିକା । ଠିକ୍ ସେହିଭଳି ଏବେ ଓଡିଶାର ପାରାଦୀପରୁ ଉଦ୍ଧାର ହୋଇଛି ସନ୍ଦିଗ୍ଧ ପାରା । ଯେଉଁ ପାରାର ଡେଣାରେ ଚାଇନିଜ୍ ଭାଷାରେ କିଛି ଲେଖାଥିବା…