Daily Archives

March 1, 2023

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଟୁଇଟ୍ କରି ସୂଚନା ଦେଲେ ଶ୍ରୀତମ ଦାସ। 

କନକ ବ୍ୟୁରୋ: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେ ଏବେ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅଭିନେତା ଶ୍ରୀତମ ଦାସ ଏକ ଟ୍ୱିଟ କରିଛନ୍ତି  । ଏଥିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳୁଛି…

ଜୀ-ସାର୍ଥକରେ ହୋଲି ସ୍ପେଶାଲ ପ୍ରୋଗ୍ରାମ “ହୋଲି – ସମ୍ପର୍କର ରଙ୍ଗ”, ଏଇ ରବିବାର ସନ୍ଧ୍ୟା…

କନକ ବ୍ୟୁରୋ: ଏଥର ହୋଲିରେ ଜୀ-ସାର୍ଥକ ବୋଳିବ ଭିନ୍ନ ଏକ ରଙ୍ଗ । ଉଡିବ ସାତ ରଙ୍ଗର ଅବିର । ସମ୍ପର୍କର ରଙ୍ଗକୁ ନେଇ ହେବେ ରଙ୍ଗୀନ ହେବ ଏଥରର ହୋଲି । ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦେଖିବେ ଦର୍ଶକ ଏକ ନିଆରା କାହାଣୀ ଯେଉଁଥିରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ…

ଗାଁରେ ମାତିଛି ବାଘ, ଲୋକେ ଭୟଭୀତ। ଜାଲ ବିଛାଇଛି ବନବିଭାଗ।

କନକ ବ୍ୟୁରୋ: ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ କଲରାପତରିଆ ବାଘର ଉତ୍ପାତରେ ଗାଁ ଲୋକେ ବେହାଲ ହୋଇଛନ୍ତି । ବିଲମାଳରେ କଲରାପତରିଆ ବାଘ ବୁଲୁଛି । ଗାଁ ବାରିପଟେ ପଶିବା ଫଳରେ ଲୋକଙ୍କ ଭିତରେ ଛନକା ପଶିଛି । ଗାଁ ଲୋକେ ଦେଖି ପାଟି କରିବା ଯୋଗୁଁ ଏକ ବୁଦା ଭିତରେ ପଶିଯାଇଛି । ଆଉ…

କଳାହାଣ୍ଡି ଜୟପାଟଣାରୁ ଆସିଲା ଦମନ ସିନେମାର ବାସ୍ତବ କାହାଣୀ। ସମୁଦ୍ରପତନଠାରୁ ୧୫ଶହ ଫୁଟ ଉଚ୍ଚ ପାହାଡ ଉପରେ ପ୍ରସବ।

କନକ ବ୍ୟୁରୋ: ସ୍ଥାନ ନଳା ଚୁଆଁ, ଜୟପାଟଣା । ସମୁଦ୍ର ପତ୍ତନଠାରୁ ୧୫ଶହ ଫୁଟ ଉଚ୍ଚ ପାହାଡ ଉପରେ ଥିବା ଏହି ଗାଁର ଲଳିତା ଜାନି ନାମକ ଜଣେ ଗର୍ଭବତୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ହେଲେ, ଦୁର୍ଗମ ପାହାଡ ଉପରୁ ଦୂରରେ ହସ୍ପିଟାଲରେ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ଲଳିତାଙ୍କ…

କ୍ରସଭୋଟିଂ ବିଗାଡିଲା ଗଣିତ। ଧର୍ମଗୁଳାରେ ଜିତିଲେ ବିଜେଡି ପ୍ରାର୍ଥୀ

କନକ ବ୍ୟୁରୋ: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ନିର୍ଦ୍ଦେଶକ ପଦବୀ ପାଇଁ କୋରାପୁଟ ଜୋନରେ ହୋଇଥିବା ନିର୍ବାଚନ ବେଶ ରୋମାଞ୍ଚକର ହୋଇଛି । କଡା ଟକ୍କରର ସମ୍ମୁଖୀନ ହୋଇ ଧର୍ମଗୁଳାରେ ଜିତିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ । ସଂଖ୍ୟା ଗଣିତରେ ବିଜେଡି ସମର୍ଥିତ ପ୍ରାର୍ଥୀ ଆଗରେ…

ଲୋକପ୍ରିୟ ଅଭିନେତା ଓ ଶିଳ୍ପପତିଙ୍କ ଘର ଉପରକୁ ବୋମାମାଡ ଧମକ, ମୁମ୍ବାଇ ପୋଲିସ ନିକଟକୁ ଆସିଲା ଅଜଣା ଫୋନକଲ୍

କନକ ବ୍ୟୁରୋ : ଲୋକପ୍ରିୟ ଅଭିନେତା ଓ ଶିଳ୍ପପତିଙ୍କ ବଙ୍ଗଳାକୁ ବୋମାମାଡ଼ ନେଇ ପୁଲିସକୁ ଧମକପୂର୍ଣ୍ଣ କଲ  । ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଓ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବଙ୍ଗଳା ଉପରକୁ ବମରେ ଉଡ଼ାଇବାକୁ ଧମକ । ତେବେ ମୁମ୍ବାଇ ପୁଲିସକୁ ଏକ ଅଜଣା ଫୋନ ଆସିବା ସହ…