Daily Archives

March 6, 2023

ଇଣ୍ଡୋନେସିଆରେ ଗାନ୍ଧୀଗିରି । ଗାନ୍ଧୀଙ୍କ ଅହିଂସା ଓ ପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି ଇନ୍ଦ୍ର ଉଦ୍ୟାନ । କଳିଙ୍ଗ-ବାଲି…

କନକ ବ୍ୟୁରୋ: ଇଣ୍ଡୋନେସିଆରେ ଶୁଭୁଛି ଗାନ୍ଧୀଙ୍କ କଥା । ଇଣ୍ଡୋନେସିଆର ଗାଁ ଗାଁ ବୁଲି ଗାନ୍ଧୀଙ୍କ ଆଦର୍ଶ ତଥା ଚିନ୍ତାଧାରାକୁ ପ୍ରଚାର କରୁଛନ୍ତି ଇନ୍ଦ୍ର ଉଦୟନ । ମହାତ୍ମ୍ା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିଜକୁ ସମର୍ପଣ କରିଥିବା ଇନ୍ଦ୍ର ଉଦ୍ୟାନ ଇଣ୍ଡୋନେସିଆର…

ଉମେଶ ହତ୍ୟାକାଣ୍ଡରେ ଆଉ ଏକ ଏନକାଉଣ୍ଟର। ପୁଲିସ ଗୁଳିରେ ଟଳିଲା ଅଭିଯୁକ୍ତ ଉସମାନ୍।

କନକ ବ୍ୟୁରୋ: ଉମେଶ ପାଲ ହତ୍ୟାକାଣ୍ଡରେ ଉତ୍ତର ପ୍ରଦେଶ ପୋଲିସର ଆଉଏକ ଏନକାଉଣ୍ଟର । ସୋମବାର ସକାଳେ ପୋଲିସ ଗୁଳିରେ ନିହତ ହୋଇଛି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବିଜୟ ଚୌଧୁରୀ ଓରଫ ଉସ୍ମାନ । ଅଭିଯୋଗ ଅନୁସାରେ, ଉସ୍ମାନ ହିଁ ଉମେଶଙ୍କୁ ଗୁଳି କରିଥିଲା । ପୋଲିସ ମଧ୍ୟ ଅଭିଯୁକ୍ତକୁ ଗିରଫ…

ଯୁବବର୍ଗଙ୍କୁ ଛତିଶଗଡ଼ ସରକାରଙ୍କ ବଡ଼ ଭେଟି। ବେକାରୀ ଯୁବକଙ୍କୁ ମିଳିବ ମାସିକ ଭତା।

କନକ ବ୍ୟୁରୋ: ବେରୋଜଗାରୀ ଯୁବବର୍ଗଙ୍କ ପାଇଁ ଛତିଶଗଡ଼ ସରକାରଙ୍କ ଉପ ଉପହାର । ବେକାରୀ ଯୁବକଙ୍କୁ ମାସିକ ଭତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ…

ରାବଡି ଦେବୀଙ୍କ ଘରେ ସିବିଆଇ । ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଜେରା।

କନକ ବ୍ୟୁରୋ: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ଘରେ ସିବିଆଇ । ସିବିଆଇର ଏକ ୧୨ ଜଣିଆ ଟିମ୍ ସୋମବାର ସକାଳୁ ପାଟନା ସ୍ଥିତ ବାସଭବନରେ ପହଞ୍ଚିଥିଲା । ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପତ୍ନୀ ଅଟନ୍ତି ରାବିଡି ଦେବୀ । ଲାଲୁ ଯାଦବ ରେଳମନ୍ତ୍ରୀ ଥିବା…

ମନୀଷ ସିସୋଦିଆଙ୍କୁ କୋର୍ଟ ଝଟକା। ୨୦ ଯାଏଁ ତିହାର ଜେଲରେ ରହିବେ।

କନକ ବ୍ୟୁରୋ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଝଟକା । ମାର୍ଚ୍ଚ ୨୦ ତାରିଖ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା । ସୋମବାର ସିସୋସଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ ।…

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ । ଟୁଇଟ୍ କରି ରଖିଲେ ଜବାବ୍ । କହିଲେ ଓଡିଶାର ଯୁବକଙ୍କୁ ଆପଣ କି ବାର୍ତ୍ତା…

କନକ ବ୍ୟୁରୋ: ଓଡିଶାର ଆଇନଶୃଙ୍ଖଳାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର, ପୁଲିସ ଡିଜି ଓ ଆଉ କିଛି ପୁଲିସ ଅଧିକାରୀଙ୍କୁ ତାତ୍ସଲ୍ୟ ଭଙ୍ଗୀରେ ଶୁଭେଛା ଜଣାଇବା ସହ, ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି…