Daily Archives

March 15, 2023

ଚିନ୍ତାରେ ଭାରତୀୟ ଷ୍ଟାର୍ଟଅପ। ସେୟାର ବଜାରରେ ପଡୁଛି ପ୍ରଭାବ।

କନକ ବ୍ୟୁରୋ: ଷ୍ଟାର୍ଟଅପଗୁଡିକୁ ଋଣ ପ୍ରଦାନ କରି ଘାଟାରେ ପଡିଯାଇଥିବା ବ୍ୟାଙ୍କକୁ ନେଇ ଭାରତୀୟ ସେୟାର ବଜାର ପ୍ରଭାବିତ ହୋଇଛି । ଆମେରିକା କାର୍ଲିଫର୍ଣ୍ଣିଆରେ ଥିବା ଏହି ଘରୋଇ ବ୍ୟାଙ୍କ୍ ବୁଡିଯିବା ପରେ ଅର୍ଥନୀତି ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ଏପର୍ଯ୍ୟନ୍ତ ସଠିକ୍ ଭାବେ ଆକଳନ…

ପୁଣି ତେଜିଲା ଆମେରିକା-ଋଷ ବିବାଦ। ମଝି ଆକାଶରେ ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା।

କନକ ବ୍ୟୁରୋ: ୟୁକ୍ରେନ୍ ଯୁଦ୍ଧକୁ ନେଇ ଋଷ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୃଷ୍ଣସାଗର ଉପରେ ଋଷର ଦୁଇଟି ଜେଟ୍, ଆମେରିକାର ଏକ ଡ୍ରୋନ୍ ମାରି ଖସାଇ ଦେଇଛି । ଫଳରେ ଡ୍ରୋନ୍ଟି କୃଷ୍ଣ ସାଗରରେ ଖସି ପଡ଼ିଛି । ଆମେରିକା ସେନା ପକ୍ଷରୁ ଏକ…

ଭାରତରେ ଏସସିଓ ସମ୍ମିଳନୀ। ସାମିଲ ହେବା ପାଇଁ ପାକିସ୍ତାନକୁ ଦିଆଗଲା ଆମନ୍ତ୍ରଣ।

କନକ ବ୍ୟୁରୋ: ଆସନ୍ତା ମାସରେ ଭାରତରେ ହେବ ଏସସିଓ ସମ୍ମିଳନୀ । ଆୟୋଜକ ଦେଶ ଭାରତ ସମ୍ମିଳନୀରେ ସାମିଲ ହେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ଦେଇଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କ୍ୱାଜା ଆସିଫଙ୍କୁ ଆମନ୍ତ୍ରିତ କରାଯାଇଥିବା ଜଣାପଡିଛି । ଚୀନ, କାଜାଗିସ୍ତାନ, କିର୍ଗିସ୍ତାନ,…

ଦେଶରେ ଇନଫ୍ଲ୍ୟୁଏଞ୍ଜା ଭାଇରସରେ ଗଲାଣି ୭ଜଣଙ୍କ ଜୀବନ। ନୂଆ ଭାରିଆଣ୍ଟ ଏକ୍ସିବିବି.୧.୧୬ ଯୋଗୁଁ ଦେଶରେ କୋଭିଡ ସଂକ୍ରମଣ…

କନକ ବ୍ୟୁରୋ: ଇନଫ୍ଲ୍ୟୁଏଞ୍ଜା-ଏ ଭୂତାଣୁକୁ ନେଇ ଏବେ ଲୋକେ ଚିନ୍ତିତ ଥିବା ବେଳେ କୋଭିଡର ଆଉ ଏକ ନୂଆ ଭ୍ୟାରିଆଣ୍ଟ ଆସିଛି । ଗତ ୧୦ ଦିନ ମଧ୍ୟରେ ୬୦ ପ୍ରତିଶତ ସଂକ୍ରମଣ ଦେଶରେ ବଢିଛି । ଗତ ମାର୍ଚ୍ଚ ୧ ତାରିଖରେ ଭାରତରେ ଦୈନିକ ସଂକ୍ରମଣ ୨୦୦ ଥିବା ବେଳେ ଏବେ ୬୦୦ ଟପିଗଲାଣି । ଏହା ବଢିବାର…

ନିର୍ଯାତନା ଦେଲା ଜନ୍ମକଲା ମାଆ! କୁନି ଶିଶୁ ଦେହରେ ଚେଙ୍କ ଚିହ୍ନ

କନକ ବ୍ୟୁରୋ: ମାଆ । ସ୍ନେହ ମମତା ପ୍ରେମ, ତ୍ୟାଗର ମୂର୍ତ୍ତିମନ୍ତ ରୂପ । ନିଜ ସନ୍ତାନ ପାଇଁ ସଂସାର ସହ ଲଢିପାରେ । ହେଲେ ଦୁନିଆରେ ଏମିତି ବି ମାଆ ଅଛନ୍ତି ଯେଉଁମାନେ ଜନ୍ମକଲା ଛୁଆ ପ୍ରତି ନିଷ୍ଠୁରତାର ସବୁ ସୀମା ଟପି ପାରନ୍ତି । ଆମେ ଅତିରଂଜିତ କରି କିଛି ବି କହୁନୁ । ଏ ଦୃଶ୍ୟ ଦେଖିଲେ,…