Daily Archives

March 29, 2023

ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର। ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ।

କନକ ବ୍ୟୁରୋ: ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର । ସାହାରାର ଜମାକାରୀ ଫେରିଫାଇବେ ନିଜର ଫସିରହିଥିବା ଟଙ୍କା । ସୁପ୍ରିମକୋର୍ଟ ସାଧାରଣ ଜନସାଧାରଣ ଯେଉଁମାନେ ନିଜର ସଞ୍ଚିତ ତଥା ଉପାର୍ଜିତ ଧନକୁ ସାହାରା କମ୍ପାନୀରେ ନିବେଶ କରିଥିଲେ ସେମାନେ ଏବେ ଟଙ୍କା ଫେରିପାଇବାର ଆଶା…

ଖଲିସ୍ଥାନୀ ସମର୍ଥକ ଅମ୍ରିତ ପାଲ ସିଂ ରିଲିଜ୍ କଲା ଭିଡିଓ, ସାମ୍ନାରେ ରଖିଲା ୩ ସର୍ତ୍ତ ।

କନକ ବ୍ୟୁରୋ: ଖଲିସ୍ଥାନୀ ସମର୍ଥକ ଅମ୍ରିତ ପାଲ ସିଂ ଏକ ଭିଡିଓ ରିଲିଜ୍ କରିଛନ୍ତି । ଗତ ମାର୍ଚ ୧୮ ତାରିଖରେ ପୋଲିସ୍ ଦ୍ୱାରା ଅମ୍ରିତ ପାଲ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଏହା ଅମ୍ରିତ ପାଲ ସିଂ ଙ୍କ ପ୍ରଥମ ଭିଡିଓ । ସେହିପରି ଆତ୍ମସମର୍ପଣ କରବା ନେଇ ରାଜି ଥିବା କହିଛି…

ଏସସିଓ ବୈଠକରେ ପାକିସ୍ତାନ ଓ ଚୀନକୁ ଟାର୍ଗେଟ୍ କଲେ ଅଜିତ ଡୋଭାଲ । କହିଲେ, ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ଆତଙ୍କବାଦୀ…

କନକ ବ୍ୟୁରୋ: ନାଁ ନନେଇ ଚୀନ୍ ଓ ପାକିସ୍ତାନକୁ ଟାର୍ଗେଟ୍ କଲେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଆୟୋଜିତ ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍ ବା ଏସସିଓ ସଦସ୍ୟ ଦେଶର ବୈଠକରେ ଆତଙ୍କବାଦୀ ଓ ସୀମା ପ୍ରସଙ୍ଗ କଥା ଉଠାଇଛନ୍ତି ଡୋଭାଲ…

ସଦସ୍ୟତା ରଦ୍ଦ ପରେ ସଂସଦରେ ରାହୁଲ ଗାନ୍ଧୀ। ଦଳୀୟ ନେତାଙ୍କ ବୈଠକରେ ସାମିଲ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ରାଜନୀତି ସରଗରମ ରହିଛି । ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି । ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମଥର ସଂସଦରେ ପହଞ୍ଚିନ୍ତି । ରାହୁଲ ଗାନ୍ଧୀ ସିପିପି କାର୍ଯ୍ୟାଳୟରେ…

ବାଜିଲା କର୍ଣ୍ଣାଟକ ବିଧାନସଭା ବିଗୁଲ। ମେ’ ୧୦ରେ ନିର୍ବାଚନ. ୧୩ରେ ଗଣତି।

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏହି ଘୋଷଣା କରିଛନ୍ତି ।…