Daily Archives

March 17, 2023

ଲୋକେଶ ରାହୁଲଙ୍କ ଲଢୁଆ ଇନିଂସ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

କନକ ବ୍ୟୁରୋ:ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ସିରଜରେ ୧-୦ରେ ଆଗୁଆ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ତାହାକୁ ୩୯.୫…

ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ। ୨ ଲକ୍ଷରୁ ନେଇ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ…

କନକ ବ୍ୟୁରୋ: ୩ଦିନ ଧରି ଚାଲିଥିବା ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ତେବେ ଏହି ଖବରକୁ ଯିବା ପୂର୍ବରୁ ନଜର ପକାଇନେବା ଏକ ତାଜା ଖବର ଉପରେ । ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି…

୫୦ ହଜାରରେ ବିକ୍ରି ହେବ ରଥ ଚକ। ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ।

କନକ ବ୍ୟୁରୋ: ଶ୍ରୀମନ୍ଦିରର ତିନି ରଥର ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦୀର୍ଘ ୫ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଖତ ଖାଉଥିବା ମହାପ୍ରଭୁଙ୍କ ତିନି ରଥର ଏକାଧିକ ଚକକୁ ମରାମତି କରାଯାଇ ବିକ୍ରି…

ଆଞ୍ଚଳିକ ଦଳକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଟିପ୍ପଣି । କୋର୍ଟ କହିଲେ, ଅଧିକାଂଶ ଆଂଚଳିକ ଦଳ ପରିବାର କେନ୍ଦ୍ରିତ ।…

କନକ ବ୍ୟୁରୋ : ଆଞ୍ଚଳିକ ଦଳଗୁଡିକୁ ନେଇ ବଡ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକାଂଶ ଆଂଚଳିକ ରାଜନୈତିକ ଦଳ ପରିବାର କେନ୍ଦ୍ରିତ । କେବଳ ଜଣେ ବ୍ୟକ୍ତିଙ୍କ ବ୍ୟତୀତ ଆଂଚଳିକ ଦଳଗୁଡିକରେ ଅନ୍ୟ କାହାର ସ୍ୱାଧୀନତା ନଥାଏ । ଅଧିକାଂଶ କ୍ଷେତ୍ରରେ ଏକ ପରିବାର ଆଂଚଳିତ ଦଳ ଚଳାଇଥାନ୍ତି ।…

ଏତେ ବଡ଼ ଆନ୍ଦୋଳନ ପଛରେ କିଏ? ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ପ୍ରଶାନ୍ତ ମେଣ୍ଡୁଲି, ସଭାପତି ଡ୍ରାଇଭର ମହାସଂଘ । ମୁଣ୍ଡରେ ନାଲି ଗାମୁଛାର ପଗଡ଼ି । ଅଳ୍ପ ବୟସ, ମୁହଁରେ ଆତ୍ମବିଶ୍ୱାସ । କଥାରେ ଦମ୍ଭ । ମାତ୍ର ୩ ଦିନ ତଳେ ଓଡ଼ିଶାରେ ଅଜଣା ଥିବା ଏହି ଯୁବକ ଏବେ ଚର୍ଚ୍ଚାରେ । କାରଣ ତାଙ୍କରି ଇସାରାରେ ରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର…