Daily Archives

March 31, 2023

ଟ୍ୟୁସନ୍ ଯିବାକୁ କହି ଘରୁ ବାହାରିଲେ, ସେବେଠୁ ଆଉ ଘରକୁ ଫେରିନାହାଁନ୍ତି । ଟ୍ୟୁସନ୍ ରାସ୍ତାରୁ ଅଚାନକ ନିଖୋଜ ହେଲେ…

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଅଙ୍ଗରଖ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଜଣେ ଛାତ୍ର ନିଖୋଜ ହୋଇଥିବା ଜଣାପଡିଛି। ନିଖୋଜ ନାବାଳକଙ୍କ ନାମ ନିତିନ ଦାସ।…

ପ୍ରଥମ ଇଂନିସରେ ଚେନ୍ନାଇର ସ୍କୋର ୧୭୮ । ଋତୁରାଜଙ୍କ ଦମଦାର ୯୨ ରନ୍ । ଗୁଜରାଟକୁ ବିଜୟ ଲକ୍ଷ୍ୟ ୧୭୯ ।

କନକ ବ୍ୟୁରୋ: ପ୍ରଥମ ଇଂନିସରେ ଚେନ୍ନାଇ ସ୍କୋର କଲା ୧୭୮ ରନ୍ । ଆଜି ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜରାଟ ବିପକ୍ଷରେ ୧୭୮ ରନ୍ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ବିଜୟ ପାଇଁ ଗୁଜରାଟ ଟାଇଟନ୍ସ ଆଗରେ ୧୭୯ ରନ୍ ଲକ୍ଷ୍ୟ ରହିଛି । ତେବେ ଆଜି ପ୍ରଥମ ଇଂନିସରେ ଋତୁରାଜ ଗାଏକ୍ୱାଡଙ୍କ ବିଧ୍ୱଂସୀ…

ପୁଣି ଝୁଲିଲା ଆପାର୍ଟମେଣ୍ଟ ପଞ୍ଜୀକରଣ । ବିଧାନସଭାରେ ଆଗତ ବିଲକୁ ପ୍ରତ୍ୟାହାର କରିନେଲେ ସରକାର

କନକ ବ୍ୟୁରୋ: ୬ ତାରିଖ ଯାଏଁ ଚାଲିବାକୁ ଥିବା ବିଧାନସଭା ଅଧିବେଶନକୁ ୪ ଦିନ ପୂର୍ବର୍ରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ମୁଲତବି ଘୋଷଣା କରଛନ୍ତି ବାଚସ୍ପତି । ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିଥିଲା । ସରକାର ଗୃହରେ ଉପସ୍ଥାପିତ କରଥିବା ୩ଟି ବିଲକୁ ପ୍ରତ୍ୟାହାର କରିନେଇଛନ୍ତି । ଏଥିମଧ୍ୟରେ…

ମହାକାଶରେ ଠାବ ହେଲା ସବୁଠୁ ବଡ ଗ୍ରହ । ଯେଉଁଠି ମାତ୍ର ୭.୨୫ ଦିନରେ ହୁଏ ଗୋଟିଏ ବର୍ଷ । ଆକାରରେ ବୃହସ୍ପତିଠୁ ବି ବଡ,…

କନକ ବ୍ୟୁରୋ: ମହାକାଶରେ ଠାବ ହେଲା ସବୁଠୁ ବଡ ଗ୍ରହ । ସୌରମଣ୍ଡଳ ବାହାରେ ଏମିତି ଏକ ଗ୍ରହର ସନ୍ଧାନ ମିଳିଛି, ଯାହା ଆମ ସୌରମଣ୍ଡଳରେ ଥିବା ସବୁଠୁ ବଡ ଗ୍ରହ ବୃହସ୍ପତିଠାରୁ ବି ଅଧିକ ବଡ । ଓଜନର ତୁଳନାରେ ଏହାର ଓଜନ ବୃହସ୍ପତିଠାରୁ ୧୩ ଗୁଣ ଅଧିକ ଭାରି ହୋଇଥିବାବେଳେ, ଏହାର ନାମ ରହିଛି…

ମୃତ୍ୟୁ ଆସେ ଏମିତି । ଗାଧେଇବାକୁ ଯାଇଥିଲେ ପାଣିରେ ବୁଡିଗଲେ

କନକ ବ୍ୟୁରୋ: ପ୍ରାୟ ୧୮ଘଣ୍ଟାର ଅପରେସନ ପରେ, ଦୟାନଦୀରୁ ଉଦ୍ଧାର ହୋଇଛି ନିଖୋଜ ନାବାଳକ ସୁମିତେନ୍ଦ୍ରଙ୍କ ମୃତଦେହ । ଗତକାଲି ଗାଧେଇବାକୁ ସାଙ୍ଗମାନଙ୍କ ସହ ଯାଇଥିଲେ ସୁମିତେନ୍ଦ୍ର କିନ୍ତୁ ନଦୀରେ ନିଖୋଜ ହୋଇଯାଇଥିଲେ । ସୂଚନା ଅନୁସାରେ ଗାଧୋଇବା ସହ ଆକ୍ୱାରିୟମ ପାଇଁ ମାଛ ଧରୁଥିଲେ । ହେଲେ…

ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ଼ । ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଦେଖାଇ ମୁହାଁମୁହିଁ ହେଲେ ଶାସକ–ବିରୋଧୀ

କନକ ବ୍ୟୁରୋ: ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ । ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଦେଖାଇ ମୁହାଁମୁହିଁ ହେଲେ ଶାସକ–ବିରୋଧୀ । ମନୋଜ ମିଶ୍ର ସହ ନେତା-ମନ୍ତ୍ରୀଙ୍କ ଫଟୋ ଦେଖାଇଲେ ନରସିଂହ । ଆଉ ଏହାପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଧାନସଭାରେ ନକଲି…