Daily Archives

March 3, 2023

ଆର୍ଯ୍ୟ ଡିଜାଇନ ଷ୍ଟୁଡିଓ ଏବଂ ଏ.ଭି.ଆର ଡିଜାଇନ ଆଣ୍ଡ କନଷ୍ଟ୍ରକସନର ଶୁଭାରମ୍ଭ

କନକ ବ୍ୟୁରୋ: ଓଡ଼ିଶାରେ ଆର୍କିଟେକ୍ଚର ଶିଳ୍ପରେ, ଆର୍ଯ୍ୟ ଡିଜାଇନ୍ ଷ୍ଟୁଡିଓ ଏବଂ ଏଭିଆର୍ ଡିଜାଇନ୍ ଆଣ୍ଡ କନଷ୍ଟ୍ରକ୍ସନ ସବୁବେଳେ ଆଗରେ ରହି ଆସିଛି। ଆଜି ଭୁବନେଶ୍ୱରର, ୟୁନିଟ୍-୪, ମଧୁସୂଦନ ନଗର, ପ୍ଲଟ ନମ୍ବର ୪୨ ଠାରେ ଏହି ଫାର୍ମର ଏକ ନୂତନ ଅଫିସର ଉଦଘାଟନ ହୋଇଛି । ଏହି ଷ୍ଟୁଡିଓ…

ଭିଜିଲାନ୍ସ ଜାଲରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ । କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢାଉ…

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । କେନ୍ଦୁଝରର ୭ଟି ସ୍ଥାନରେ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ବଡ଼ କଥା…

ତ୍ରିପୁରା, ଗୁଜରାଟ, ଉତ୍ତରାଖଣ୍ଡରେ ‘ମୁଖ୍ୟମନ୍ତ୍ରୀ ବଦଳ’ ଫର୍ମୁଲା । ବିଜେପିକୁ ମିଳିଲା ନିର୍ବାଚନୀ ସଫଳତା ।…

କନକ ବ୍ୟୁରୋ: ପୂର୍ବୋତ୍ତର ରାଜ୍ୟ ପରେ ଏବେ ବିଜେପିର ଫୋକସରେ ରହିଛି ଦକ୍ଷିଣ ଭାରତର ଆଉ ରାଜ୍ୟ କର୍ଣ୍ଣାଟକ । ଚଳିତ ବର୍ଷ କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଥିବାବେଳେ, ଏଠାରେ ପୁଣିଥରେ ଶାସନ କ୍ଷମତା ଅକ୍ତିଆର କରିବାକୁ ଅଣ୍ଟା ଭିଡିଲାଣି ଭାରତୀୟ ଜନତା ପାର୍ଟି । ତେବେ ତ୍ରିପୁରା, ଗୁଜରାଟ…

ବିଜେପିର ହଲ୍ଳାବୋଲ, ପୋଲିସ ବିରୋଧରେ ସବୁ ଥାନାରେ ଏତଲା

କନକ ବ୍ୟୁରୋ: ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନବେଳେ, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ବିରୋଧରେ ଯୋଜନାବଦ୍ଧ ଆକ୍ରମଣ କରାଯାଇଥିବା ଓ ବେଆଇନ ଭାବେ ଗିରଫ କରି କୋର୍ଟ ଚାଲାଣ…

ଚିନ୍ମୟୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ପ୍ରୀତିମାନଙ୍କ ମାଆ ରଖିଲେ ବଡ଼ ବୟାନ। କହିଲେ, ପରୋପକାର ଯୋଗୁଁ ଫସିଗଲା…

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ନେଇ ତାଙ୍କ ମା ପୁଣି ଥରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଝିଅର ମୃତ୍ୟୁ ପରେ ପ୍ରଥମ ଦିନରୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆସୁଥିବା ଚିନ୍ମୟୀଙ୍କ ମା ପୁଣି ଥରେ ସମାନ କଥା ଦୋହରାଇଛନ୍ତି । ଆଉ ଏତିକିବେଳେ…

ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ। ଉମେଶ ଚନ୍ଦ୍ର ଜେନାଙ୍କ ବିଭିନ୍ନ ଠିକଣାରେ ରେଡ୍।

କନକ ବ୍ୟୁରୋ: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର, କେନ୍ଦୁଝର ଏବଂ ଯୋଡାରେ ଉମେଶଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ରେଡ୍ କରିଛି । ଉମେଶଙ୍କ ଭୁବନେଶ୍ୱର ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରି ବିଭିନ୍ନ…